ଟୁଁଗୁରୁ ବର୍ଷା ଙ୍କ ଖେଳ ଖତମ ,ଖୁବ ଶୀଘ୍ର ହେବେ ଗିରଫ !
ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗାଁ ଗହଳି ର ପାନ ଦୋକାନ ସବୁଠି ଏବେ ଗୋଟିଏ ନାଁ ବର୍ଷା ଟୁଁଗୁରୁ I ଆଉ ଆମ ମିଡ଼ିଆ ଭାଇ ଭାଇ ମାନେ ବି ସକାଳ ଉଠିବା ପରେ ବର୍ଷା କୋଉ ଟୁଥ ପେଷ୍ଟ ରେ ଦାନ୍ତ ଘଷିଲା ଠୁ ଆରମ୍ଭ କରି ଟୁଁଗୁରୁ ସହିତ କେତେଥର ଆଇ ଲଭ ୟୁ କହିଲା ସିଧା ପ୍ରସାରଣ କରୁଛନ୍ତି I ବର୍ଷା ଦୁଇ ଦୁଇଟି ପିଲାଙ୍କୁ ଛାଡି ଏବେ ସୋସିଆଲ … Read more