ଭୁବନେଶ୍ୱର ରୁ କିଣିଛନ୍ତି କି ଟିଭି ? ତାହେଲେ ହେଇ ପରେ ନକଲି

ରାଜଧାନୀ ଭୁବନେଶ୍ୱରରେ ନକଲି ଟିଭି କାରବାରର ପର୍ଦ୍ଦାଫାସ।୧୫୦ରୁ ଅଧିକ ନକଲି ଟିଭି ଜବତ ହୋଇଛି।

ଭୁବନେଶ୍ୱରରେ କେମିତି ଶସ୍ତାରେ ମିଳୁଛି ନାମୀ ବ୍ରାଣ୍ଡ୍‌ର ଟିଭି?

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ଦେଢ଼ ଶହରୁ ଅଧିକ ନକଲି ଟିଭି ଜବତ କରାଯାଇଛି। ଲକ୍ଷ୍ମୀସାଗର, ବଡ଼ଗଡ଼, ଏୟାରପୋର୍ଟ ଓ ମଞ୍ଚେଶ୍ୱର ଅଞ୍ଚଳରେ ଚଢ଼ାଉ କରି ପୋଲିସ ଏସବୁ ଜବତ କରିଛି। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଜବତ ସବୁ ଟିଭିକୁ ଡିସିପିଙ୍କ ଅଫିସ୍‌କୁ ଅଣାଯାଇଛି।

Leave a Comment