ଅଚାନକ ଚଢ଼ାଉ କରି ବିଦ୍ୟୁତ ଚୋରି କରୁଥିବା ଉପଭୋକ୍ତା ଙ୍କୁ ସାବାଡ଼ କଲା ବନରପାଲ ବିଦ୍ୟୁତ ବିଭାଗ

ବ୍ୟୁରୋ ରିପୋର୍ଟ :ଓଟି : ବିଦ୍ୟୁତ ଚୋରି କରୁଛନ୍ତି କି ସାବଧାନ ! ବିଦ୍ୟୁତ ଚୋରି ରୋକିବାକୁ ବିଦ୍ୟୁତ ବିଭାଗ TPCODL ଦୃଢ ପଦକ୍ଷେପ ନେଇଛି I ସୂଚନା ଅନୁଯାୟୀ ଆଜି ତା 27.07.2021 ରିଖ ଦିନ ତାଳଚେର ବିଦ୍ୟୁତ ବିଭାଗ ଅନ୍ତର୍ଗତ ବନରପାଲ ବିଦ୍ୟୁତ ବିଭାଗ ଅନ୍ତର୍ଗତ ତଳମୁଳ ,କୁଲାଡ଼ ,ଗିରାଙ୍ଗ ,ନୂଆହତା ,ସନ୍ତ୍ରୀ ଏବଂ ବନରପାଲ ବଜାର ରେ ବିଦ୍ୟୁତ ଉପଭୋକ୍ତା ଙ୍କ ବାସଭବନ ରେ ଅଚାନକ ଯାଞ୍ଚ କରାଯାଇଥିଲା I ପ୍ରାୟ 20ରୁ … Read more

ଖୋଲୁଛି ଗୁମର ସୌମ୍ୟ ମୃତ୍ୟୁ ସହିତ ଲଢୁଥିଲେ ସ୍ତ୍ରୀ ନାଲି ପୁଟୁଳି ରେ ସୁନା ଗହଣା ପୁରେଇ ମା କୁ ଦେଇଦେଇଥିଲେ

ବହୁ ଚର୍ଚିତ ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ର ଗୋଟିକ ପରେ ଗୋଟିଏ ରହସ୍ୟ ଖୋଲୁଛି I ତେବେ ସୌମ୍ୟ ଙ୍କ ମା ବୋହୁ ବିଦ୍ୟା ଙ୍କ ନାମରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ I ପୁଅ ମୃତ୍ୟୁ ସହିତ ଲଢ଼ୁଥିବା ବେଳେ ବୋହୁ ଘର ଭିତରୁ ସୁନା ଗହଣା ଟଙ୍କା ମୋବାଇଲ ସବୁ ଏକ ନାଲି ପୁଟୁଳି ରେ ଭର୍ତି କରି ବାପଘର କୁ ପଠେଇ ଦେଇଛି I ସ୍ୱାମୀ ଙ୍କ ମୃତ୍ୟୁ ପରେ ବିଦ୍ୟା ଙ୍କ … Read more

ବଡ କମ୍ପାନୀ ର ଛୋଟିଆ ନୀତି ,ମାନବିକତା ଭୁଲିଗଲେ ଟାଟା କର୍ତ୍ତୃପକ୍ଷ ଦିବ୍ୟାଙ୍ଗ କୁ କଲେ ଛଟେଇ

ସ୍ୱତନ୍ତ୍ର ଉପସ୍ଥାପନା : ଲକି (OE ବ୍ୟୁରୋ ) କୁହାଯାଏ ସବୁ ଠାରୁ ଶ୍ରେଷ୍ଠ ମାନବିକତା ,କେଜାଣି କେଉଁଠି ବି ଦିବ୍ୟାଙ୍ଗ କୁ ଦେଖିଲେ ତାଙ୍କ ପ୍ରତି ମନରୁ ସ୍ୱତଃ ସନମାନ ଏବଂ ଦୟା ଭାବ ଉତ୍ପର୍ନ୍ନ ହୁଏ I କିନ୍ତୁ ଓଡ଼ିଶାରେ ନୂଆ କରି ଆସିଥିବା ଟାଟା ର କର୍ତ୍ତୃପକ୍ଷ ଯେ ସାମାନ୍ୟ ତମ ମାନବିକତା ରଖିନାହାନ୍ତି ତାହା ପଙ୍କଜ ଙ୍କ କ୍ଷେତ୍ର ରୁ ଜଳଜଳ କରି ଦେଖାଯାଉଛି I ଓଡିଶା ବିଦ୍ୟୁତ ବଣ୍ଟନ କମ୍ପାନୀ … Read more

ବିଦ୍ୟାଶ୍ରୀ କୁ ବାହା ହେଇ ଭୁଲ ହେଇଗଲା

ପ୍ରେମ, ବିବାହ ଏବଂ ପରକିୟା ପ୍ରୀତି କୁ ନେଇ ଜୋରଦାର ଚର୍ଚା ରେ ଥିବା ପାରଳା ଖେମୁଣ୍ଡି ର ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ଙ୍କ ଘଟଣା ରେ ଏବେ ନୂଆ ଟ୍ଵିଷ୍ଟ ଆସିଛି I ହତ୍ୟା ନା ଆତ୍ମହତ୍ୟା ଏହାକୁ ନେଇ ଯାଞ୍ଚ ଚାଲିଥିବା ବେଳେ ସୌମ୍ୟ ଙ୍କ ବାସଭବନ ରୁ ଏକ ଚିଠି ମିଳିଛି ଯେଉଁଥିରେ ଲେଖାଅଛି କି ସତରେ ବାହା ହୋଇ ବହୁତ ବଡ ଭୁଲ୍‌ ହୋଇଗଲା, ଏହି ଲେଖା କୁ … Read more

ପୁଣି ଦ୍ୱିତୀୟ ବିବାହ କଲେ ଯାତ୍ରା ନାୟିକା ଭାରତୀ

ଯାତ୍ରା ଜଗତର ଚର୍ଚିତ ନାୟିକା ଭାରତୀ ପୁଣି ଥରେ ବିବାହ ବନ୍ଧନ ରେ ବାନ୍ଧି ହେଇଛନ୍ତି I ଭାରତୀ ଧଳ ଯାତ୍ରା ମଞ୍ଚରେ କନ୍ଦେଇ କନ୍ଦେଇ ଲୋକଙ୍କୁ ଇମୋସନାଲ କରୁଥିବା ବେଳେ ତାଙ୍କ ଜୀବନ ବି କିଛି ଯାତ୍ରା ଠାରୁ କମ ନୁହେଁ I ଯାତ୍ରା ରେ ତାଙ୍କୁ ନେଇ ଉଠିଥିଲା ଝଡ , `ସ୍ୱାମୀ ଙ୍କ ସହିତ ମତାନ୍ତର ପରେ ସୁପରଷ୍ଟାର ପିୟୁଷ ଙ୍କ ସହିତ ଯୋଡି ହେଇ ଯାଇଥିଲା ତାଙ୍କ ନାମ ,ଏପରିକି ଏକ … Read more