ପୁଣି ଦ୍ୱିତୀୟ ବିବାହ କଲେ ଯାତ୍ରା ନାୟିକା ଭାରତୀ

ଯାତ୍ରା ଜଗତର ଚର୍ଚିତ ନାୟିକା ଭାରତୀ ପୁଣି ଥରେ ବିବାହ ବନ୍ଧନ ରେ ବାନ୍ଧି ହେଇଛନ୍ତି I ଭାରତୀ ଧଳ ଯାତ୍ରା ମଞ୍ଚରେ କନ୍ଦେଇ କନ୍ଦେଇ ଲୋକଙ୍କୁ ଇମୋସନାଲ କରୁଥିବା ବେଳେ ତାଙ୍କ ଜୀବନ ବି କିଛି ଯାତ୍ରା ଠାରୁ କମ ନୁହେଁ I ଯାତ୍ରା ରେ ତାଙ୍କୁ ନେଇ ଉଠିଥିଲା ଝଡ , `ସ୍ୱାମୀ ଙ୍କ ସହିତ ମତାନ୍ତର ପରେ ସୁପରଷ୍ଟାର ପିୟୁଷ ଙ୍କ ସହିତ ଯୋଡି ହେଇ ଯାଇଥିଲା ତାଙ୍କ ନାମ ,ଏପରିକି ଏକ ଯାତ୍ରା ଅନୁଷ୍ଠାନ ଉଭୟ ଙ୍କୁ ମଂଚ ରୁ ବିଦା କରିଦେଇଥିଲେ ,ତେବେ ଏନେଇ ପିୟୁଷ ପ୍ରତିକ୍ରିୟା ରଖିଥିଲେ କି ଭାରତୀ ହେଉଛନ୍ତି ତାଙ୍କ ଭଉଣୀ ଭଳି ସେଭଳି କୌଣସି ସମ୍ପର୍କ ଭାରତୀ ଙ୍କ ସହିତ ନାହିଁ ,ଭାରତୀ ଙ୍କ ସହିତ ତାଙ୍କ ସମ୍ପର୍କ ପବିତ୍ର ଅଟେ I

ତେବେ ପରିବାର ମତାନ୍ତର ଏତେ ଉଗ୍ର ହେଇଥିଲା ଯେ ଶେଷରେ ଭାରତୀ ତାଙ୍କ ସ୍ୱାମୀ ନିରାକର ଧଳ ଙ୍କୁ ଛାଡି ଦ୍ୱିତୀୟ ବିବାହ କରିଛନ୍ତି I ଯାତ୍ରାସ୍ୱପ୍ନ ମହଲର ଅନ୍ୟତମ ନାୟକ ‘ଆଶିଷ’ ପଣ୍ଡାଙ୍କ ସହ ପ୍ରେମ ରେ ପଡିଯାଇଥିଲେ ଭାରତୀ ଏବଂ ତାଙ୍କୁ ନିକଟରେ ବିବାହ କରିଛନ୍ତି I ଏନେଇ ଖୋଦ ପିୟୁଷ ନିଜ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି I

Leave a Comment