କଟକ SCBରେ ଆରମ୍ଭ ହେଲା ଇକମୋ ଚିକିତ୍ସା। ମନେ ପଡନ୍ତି ସମ୍ବିତ

କଟକ SCBରେ ଇକମୋ ଚିକିତ୍ସା ଆରମ୍ଭ ହେଇସାରିଛି ଏବଂ ପ୍ରଥମ ରୋଗୀ ଭାବେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ଅନ୍ନପୂର୍ଣ୍ଣା ନାୟକଙ୍କୁ ଏକ୍‌ମୋ ଚିକିତ୍ସା କରାଯାଇଛି। ଗତ ୨୭ତାରିଖରେ ମୁଖ୍ୟମନ୍ତ୍ରୀ ଇକମୋ ଚିକିତ୍ସାର ଶୁଭାରମ୍ଭ କରିଥିଲେ । ତେବେ ଇକମୋ ଚିକିତ୍ସା ଆରମ୍ଭ ପରେ ଭାବ ବିହ୍ଵଳ ହେଇପଡ଼ିଛନ୍ତି ନବୀନ ନନ୍ଦ , ଜଣେ ବାପା ଯିଏ ଅବେଳା ରେ ନିଜ ପୁଅ କୁ ହରେଇ ଦେଇଥିଲେ I ଇକମୋ ଚିକିତ୍ସା ପାଇଁ ଛଟପଟ ହେଇ ଜୀବନ ଯୁଦ୍ଧରେ … Read more

ମହଙ୍ଗା ପଡିଲା ବିଜୁଳି କର୍ମଚାରୀ ଙ୍କୁ ଗାଳି ଗୁଲଜ ,ଥାନାରେ ଏତଲା ରୁଜୁ

(୨୫/୦୮ /୨୦୨୧) ବଅଁରପାଳ :ଅନୁଗୁଳ ଜିଲ୍ଲା ବଅଁରପାଳ ରେ ୨୭/୦୭ /୨୦୨୧ ତାରିଖରେ ବିଜୁଳି ବିଭାଗର ଏନଫୋର୍ସମେଣ୍ଟ ଦଳ ନୂଆହତା ଅଞ୍ଚଳରେ ଥିବା ଏକ ଢାବା ଉମାଶଙ୍କର କୁ ଚଢାଉ କରିଥିଲେ। ଚଢାଉ ସମୟରେ ଦେଖିବାକୁ ମିଳିଥିଲା କି ମିଟର ଟ୍ୟାପିଂରିଙ୍ଗ କରି ବିଜୁଳି ବ୍ୟବହାର କରାଯାଉଥିଲା ବିଦ୍ୟୁତ ବିଲ ଟି ଉପଭୋକ୍ତା ବିଭୁ ପ୍ରସାଦ ରଥ ଙ୍କ ନାମରେ ଥିବା ବେଳେ ଏହାକୁ ଦୁଷ୍ମନ୍ତ ଚଳାଇ ଆସୁଅଛନ୍ତି I ମିଟର ଟାମ୍ପରିଙ୍ଗ ଯୋଗୁଁ ହୋଟେଲ କୁ … Read more