TPCODL ତାଳଚେର ତରଫରୁ ଗାଁ ଚାଲ ଅଭିଯାନ ଏବଂ ନିୟମିତ ବିଦ୍ୟୁତ ଦେୟ ପୈଠ କରୁଥିବା ଗ୍ରାହକ ମାନଙ୍କୁ ପୁରସ୍କାର ପ୍ରଦାନ

OE ବ୍ୟୁରୋ :-16/09/2021 : ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଗୁଣବତ୍ତା ସେବା ଦେବା ସହିତ ଉପଭୋକ୍ତା ଙ୍କ ସମସ୍ୟା ସମାଧାନ କରିବାକୁ TPCODL ତାଳଚେର ତରଫରୁ ଆଜି ବନରପାଳ ସେକ୍ସନ ଅନ୍ତର୍ଗତ ସନ୍ତ୍ରୀ ଗ୍ରାମ ରେ ଏକ ଗାଁ ଚାଲ ଅଭିଯାନ ଆୟୋଜିତ ହୋଇଯାଇଛି I ଉକ୍ତ ଅଭିଯାନ ରେ 60 ରୁ ଉର୍ଧ ବିଦ୍ୟୁତ ଉପଭୋକ୍ତା ଯୋଗ ଦାନ ଦେଇ ନିଜ ସମସ୍ୟା ସମ୍ପର୍କ ରେ ଜଣାଇଥିଲେ I ଉପଭୋକ୍ତା ଙ୍କ ସମସ୍ୟା ର ତୁରନ୍ତ … Read more

ଶିଳ୍ପୋଦ୍ୟୋଗୀ ଙ୍କ ମାତୃ ବିୟୋଗ ,ଗଭୀର ଶୋକ ପ୍ରକାଶ

ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡ଼ିପାଳ ଗ୍ରାମର ବିଶିଷ୍ଟ ଶିଳ୍ପଦ୍ୟୋଗୀ ସରୋଜ ବିଶ୍ୱାଳ ଙ୍କ ମା ରୁକ୍ମଣୀ ବିଶ୍ୱାଳ ଙ୍କ ଗତକାଲି ନିଜ ବାସଭବନ ରେ ଦେହାନ୍ତ ହୋଇଯାଇଛି I ନିଜ ଗ୍ରାମରେ ମା ଙ୍କ ଶେଷାକୃତ୍ୟ କରାଯାଇଥିବା ବେଳେ ପୁତ୍ର ସରୋଜ ମୁଖାଗ୍ନି ଦେଇଥିଲେ I ରୁକ୍ମଣୀ ଦେବୀ ଙ୍କ ଦେହାନ୍ତ ରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ,ପ୍ରଭାତ ରଞ୍ଜନ ବିଶ୍ୱାଳ ,ଓଡିଶା ପ୍ଲୁସନ କଣ୍ଟ୍ରୋଲ ମୁଖ୍ୟ ଅଧିକାରୀ ପୁସ୍କର ଚନ୍ଦ୍ର ବେହେରା ,ସମାଜସେବୀ ଆରତ … Read more

ଅସୁସ୍ଥ ହୋଇ ହସ୍ପିଟାଲ ରେ ଭର୍ତି ହେଇଛନ୍ତି ଅଭିନେତା ଅଶ୍ୱିନୀ

ଅଭିନେତା ତଥା ଆଲବମ ଜଗତର ଜଣାଶୁଣା ଚେହେରା ଅଶ୍ୱିନୀ ହସ୍ପିଟାଲ ରେ ଭର୍ତି ହେଇଛନ୍ତି I ନିକଟରେ ତାଙ୍କର ଆଲବମ ଏ ମନ ମୋ ମନ ପାର୍ଟ 2 ଲୋକଙ୍କ ମନ କିଣିନେଇଥିଲା ,ପୂର୍ବରୁ ମଧ୍ୟ ଆଲୋ ପାଗେଳୀ ଗଲୁ ବଦଳି ଭଳି ଅନେକ ଆଲବମ ସୁପର ହିଟ ସାବ୍ୟସ୍ତ ହେଇଛି I ତେବେ ଆଜି ଅଶ୍ୱିନୀ ଙ୍କ ବନ୍ଧୁ ପ୍ରେରଣା ଅଶ୍ୱିନୀ ହସ୍ପିଟାଲ ରେ ଥିବାବେଳେ ତାଙ୍କର ଏକ ଫୋଟୋ ଶେୟାର କରି ଲେଖିଛନ୍ତି କି … Read more