ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡ଼ିପାଳ ଗ୍ରାମର ବିଶିଷ୍ଟ ଶିଳ୍ପଦ୍ୟୋଗୀ ସରୋଜ ବିଶ୍ୱାଳ ଙ୍କ ମା ରୁକ୍ମଣୀ ବିଶ୍ୱାଳ ଙ୍କ ଗତକାଲି ନିଜ ବାସଭବନ ରେ ଦେହାନ୍ତ ହୋଇଯାଇଛି I ନିଜ ଗ୍ରାମରେ ମା ଙ୍କ ଶେଷାକୃତ୍ୟ କରାଯାଇଥିବା ବେଳେ ପୁତ୍ର ସରୋଜ ମୁଖାଗ୍ନି ଦେଇଥିଲେ I ରୁକ୍ମଣୀ ଦେବୀ ଙ୍କ ଦେହାନ୍ତ ରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ,ପ୍ରଭାତ ରଞ୍ଜନ ବିଶ୍ୱାଳ ,ଓଡିଶା ପ୍ଲୁସନ କଣ୍ଟ୍ରୋଲ ମୁଖ୍ୟ ଅଧିକାରୀ ପୁସ୍କର ଚନ୍ଦ୍ର ବେହେରା ,ସମାଜସେବୀ ଆରତ ରଞ୍ଜନ ବିଶ୍ୱାଳ,ପାରେଶ୍ବର ଜେନା ,ମନୋରଞ୍ଜନ ଜେନା ,ଦୁର୍ଯ୍ୟୋଧନ ବିଶ୍ୱାଳ ,ଅରୂପାନନ୍ଦ ବିଶ୍ୱାଳ ,ସୁକାନ୍ତି ନାଥ ,ସୁଶୀଲ ବିଶ୍ୱାଳ ,ଅକ୍ଷୟ ମହାନ୍ତି ,ଗୋପୀନାଥ ଖିଲାର ,ଭାଗିରଥି ବିଶ୍ୱାଳ ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମାନସ ସାମଲ ,ପ୍ରାକ୍ତନ ସରପଞ୍ଚ କ୍ଷମାନିଧି ସାମଲ ,ମଣ୍ଟୁ ସ୍ୱାଇଁ ,ପ୍ରଭାତ ମଲିକ ,ଅମୀୟ କୁମାର ବେହୁରା ,ପ୍ରାକ୍ତନ ସମିତି ସଭ୍ୟ ଦେବେନ୍ଦ୍ର ବିଶ୍ୱାଳ ,ସାମ୍ବାଦିକ ଚିତା ମଲ୍ଲିକ ଏବଂ ନରେନ୍ଦ୍ର ଧଳ ପ୍ରମୁଖ ଶବ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ I
