ସୁଭାସିସ ଷଡ଼ଙ୍ଗୀ ଗିରଫ
ବହୁ ଚର୍ଚିତ ସମାଜସେବୀ ସୁଭାସିସ ଷଡ଼ଙ୍ଗୀ ଗିରଫ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନାରେ ସାମାଜିକ କର୍ମୀ ଶୁଭାଶିଷ ଷଡଙ୍ଗୀ ଏବଂ ଜଣେ ଓ୍ବେବ ମିଡିଆ ସାମ୍ବାଦିକ ଦୁଷ୍ମନ୍ତ ଆଚାର୍ଯ୍ଯ ଙ୍କୁ ଅଟକ ରଖାଯିବା ସହିତ ଗିରଫ କରାଯାଇ କୋର୍ଟ ଫରୱାର୍ଡ଼ କରାଯାଇଛି I ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତ୍ରୀରେ ଆଳି ଅଞ୍ଚଳରେ ବେଆଇନ ଗୋ ଚାଲାଣ ହେଉଥିବା ଖବର ପାଇବା ପରେ ସୁଭାସିସ ସମ୍ପୃକ୍ତ ଗାଡି ଟିକୁ ଅଟକାଇ ଥାନା କୁ ଖବର ଦେଇଥିଲେ କିନ୍ତୁ … Read more