ନୂଆବର୍ଷରେ ଲାଗୁହେଲା ସପ୍ତମ ବେତନ କମିସନ, କିଏ ଏଥିରୁ ପାଇବେ ଲାଭ ପଢନ୍ତୁ ।

ଭୁବନେଶ୍ୱର –ଶିକ୍ଷକଙ୍କ ପାଇଁ ଆସିଲା ନୂଆବର୍ଷର ଉପହାର କେଉଁ ଶିକ୍ଷକ ଏହି ଉପହାର ଲାଭପାଇବେ କେଉଁମାନେ ନିରାସ ହେଉଛନ୍ତି ଆସନ୍ତୁ ଜାଣିବା । ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୋଟ ୯ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହେବ । ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚପ୍ରାଥମିକ ସ୍କୁଲ, ମାଦ୍ରାସା ଶିକ୍ଷକ ପାଇବେ ଏହା ସହ ଏଡେଡ୍ ବେସରକାରୀ କଲେଜ ଶିକ୍ଷକ ମାନେ … Read more

ପୋଲିସ ବିଭାଗରେ ନୂଆ ଡିଜିପି ନେଲେ ଦାୟିତ୍ୱ

ଭୁବନେଶ୍ୱର – ନୂଆବର୍ଷରେ ନୂଆ ଚ୍ୟଲେଞ୍ଜ ନେଇ ପାଦ ଥାପିଛନ୍ତି ନୂଆ ଡିଜିପି । ଆଗକୁ ପୌର ଏବଂ ପଞ୍ଚାୟତ ନିର୍ବାଚନ ଆସୁଛି । ସେହିପରି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ମାଓବାଦୀ ମୁକାବିଲା ଇତ୍ୟାଦି ତାଙ୍କ ପାଇଁ ଚ୍ୟାଲେଞ୍ଜ ରହିବ । ଓଡ଼ିଶାର ନୂତନ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କଲେ ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନିଲ କୁମାର ବଂସଲ । କଟକ ସ୍ଥିତ ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ … Read more

ପରିବହନ ବିଭାଗର ଆସିଲା ଏହି ନିୟମ ଯାହା ଫଳରେ ଆପଣଙ୍କ କାମ ହେବ ସହଜ

ଭୁବନେଶ୍ୱର – ପରବହନ ବିଭାଗ ତରଫରୁ ଏହି ନିୟମ ଆସିଲା ଯାହା ଫଳରେ ଆପଣଙ୍କ କାମ ଏବେ ଅତି ସହଜରେ ଓ ସୁବିଧାରେ ହୋଇପାରିବ । ନୂଆବର୍ଷରେ ଏହି ଭେଟି ରାଜ୍ୟ ପରବହନ ବିଭାଗ ତରଫରୁ ଦିଆଯାଇଛି । ଜାନୁଆରି ପହିଲାରୁ ଅନଲାଇନରେ ହେବ ପରିବହନ ବିଭାଗର ସବୁ କାମ । ଆଉ ଗାଡିଚାଳକଙ୍କୁ ଆରଟିଓ ଅଫିସକୁ ବାରମ୍ବାର ଧାଇଁବାକୁ ପଡ଼ିବନି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଏଣିକି ଅନଲାଇନ ହେବ ପରିବହନ … Read more

ଭୋଜନ କରିବା ସମୟରେ ଏସବୁ ଭୁଲ୍ କରୁଛନ୍ତି କି କେବେବି ଆପଣଙ୍କ ପାଖରେ ଲକ୍ଷ୍ମୀ ରହିବେ ନାହିଁ

ଭୋଜନ କରିବା ସମୟରେ ବୈଦିକ ଅଭିଧାନରେ କିଛି ନୀତି ନିୟମ ରହିଛି । ହିନ୍ଦୁ ଧର୍ମରେ ଖାଦ୍ୟକୁ ଦେବତା ଭାବରେ ପରିଗଣିତ ହୁଏ ଏବଂ ଏହାର ଅସମ୍ମାନ ନିଷେଧ। କାରଣ ଖାଇବା ପୂର୍ବରୁ କିମ୍ବା ଖାଇବା ସମୟରେ କିଛି ନିୟମ ପାଳନ କରାଯିବା ଆବଶ୍ୟକ। ବିଶ୍ୱାସ କରାଯାଏ ଯେ ଯିଏ ଏହି ନିୟମ ମାନନ୍ତି ସେ ସୁସ୍ଥ ରୁହନ୍ତି ଏବଂ ଦେବତାମାନେ ମଧ୍ୟ ତାଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି। ଖାଇବା ସମୟରେ କେଉଁ ନିୟମ ମାନିବା ଉଚିତ୍ … Read more

ରିଲାଏନ୍ସ ଅଧ୍ୟକ୍ଷ ପଦକୁ ଗୁଡ୍ ବାଏ କରିବେ ମୁକେଶ ଅମ୍ବାନି …

ମୁମ୍ବାଇ – ମୁକେଶ ଅମ୍ବାନି ଓ ରିଲାଏନ୍ସ କମ୍ପାନି ନାଁ ସମସ୍ତେ ଜାଣିଛନ୍ତି । କାହିଁକି ମୁକେଶ ଅମ୍ବାନି ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି । ମୁକେଶ ଅମ୍ବାନି ତାଙ୍କ ପଦରୁ ଅବସର ନେଲେ ରିଲାଏନ୍ସକୁ କିଏ ଆଗକୁ ବଢାଇବାରେ ସହାୟକ ହେବେ ଆସନ୍ତୁ ଜାଣିବା । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍‌)ର ନେତୃତ୍ୱ ପରିବର୍ତନ ବିଷୟରେ କଂପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି ସୂଚନା ଦେଇଛନ୍ତି । କଂପାନିର ବରିଷ୍ଠ ଅଧିକାରୀଙ୍କ ସହ ମିଶି ସେ … Read more

କୋଟିଏ ଦେଲେ ଆପଣ ଭଗବାନଙ୍କ ଦର୍ଶନ କରିପାରିବେ

ନୂଆ ବର୍ଷର କଟକଣା ମଧ୍ୟରେ ଏଭଳି ଏକ ନିୟମ ଆସିଲା ଭଗବାନଙ୍କ ଦର୍ଶନ ଆପଣ ବାଧ୍ୟତାମୁଳକ ଟିକେଟ କରିବାକୁ ପଡିବ । ନୂଆବର୍ଷରେ ମିଳିବ ତିରୁପତିଙ୍କ ଦର୍ଶନ । କରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ କରିପାରିବେ ତିରୁପତିଙ୍କ ଦର୍ଶନ । ଏନେଇ ଅନଲାଇନରେ ତିରୁପତି ତିରୁମାଳା ଅଫିସିଆଲ ୱେବ ସାଇଟ୍ ରେ ସ୍ଲଟ ବୁକିଂ ଆରମ୍ଭ ହୋଇଗଲାଣି । ଟିକଟେ ପିଛା ଦାମ୍ ରହିଛି ୧ କୋଟି ଟଙ୍କା । ଅନ୍ୟପଟେ ଶୁକ୍ରବାର … Read more

ମହିଳା ଥାନା ପୋଲିସକୁ ହାଇକୋର୍ଟଙ୍କ ଛାଟ

ଭୁବନେଶ୍ୱର – କଥାରେ ଅଛି ଚାକିରୀ କରିବ ପୋଲିସ ମାଛ ଖାଇବ ଇଲିସ । ସତରେ ଏ ଢଗଟିକୁ ଉପଯୁକ୍ତ କାର୍ଯ୍ୟରେ ଲଗାଉଛନ୍ତି ଆମ ଓଡିଶା ପୋଲିସ । ଖାକି ଡ୍ରେସ ଦେହରେ ଗଳେ ଭାବନ୍ତି ଆମେ ଏ ଅଞ୍ଚଚଳର ବାଦଶାହା । ଆସନ୍ତ ସେ ଅଫିସର ଜଚ୍ଚଙ୍କ କିଏ ଯାହାକୁ ହାଇକୋର୍ଟର ଛାଟ ବାଜିଛି । ଅବହେଳା, ଖାମଖିଆଲି ଓ ବେପରୁଆ ଅଭିଯୋଗ ମାମଲାରେ ରାଜଧାନୀ ମହିଳା ଥାନା ପୋଲିସକୁ ୫୦ ହଜାର ଟଙ୍କା ଜରିମାନା … Read more

ଦୈନିକ ମୃତ୍ୟୁ ସଂଖ୍ୟା ୩୦୦ ଲାଗିଲା ସଂକ୍ରମଣ ୯୦୦୦

ଭୁବନେଶ୍ୱର/ନୂଆଦିଲ୍ଲୀ – ଦେଶରେ ପୁଣି ଜନଜିବନ ଅସ୍ତବ୍ୟସ୍ତ କଲାଣି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । ଦେଶରେ କରୋନାଭାଇରସ୍ ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ପ୍ରାୟ ୯ ହଜାରରୁ କିଛି ଅଧିକ ଥିବାବେଳେ ମୃତ୍ୟୁସଂଖ୍ୟା ୩ ଶହରୁ ସାମାନ୍ୟ ଅଧିକ ରହିଛି । ଭୟଙ୍କ ରୁପରେ ଓମିକ୍ରନ ସାବଧାନ ରହିଲେ ବଡ ବିପଦରୁ ଆମେ ସମସ୍ତେ ରକ୍ଷା ପାଇବା । ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ … Read more

୧୫ରୁ ୧୮ବର୍ଷ ପିଲାଙ୍କ ଟିକାକରଣ ପାଇଁ ଆସିଲା ଏଭଳି ଯୋଜନା

ଭୁବନେଶ୍ୱର – ସ୍ୱାସ୍ଥ୍ୟମନ୍ତ୍ରାଳୟ ତରଫରୁ ଆସିଲା ଏଭଳି ଯେଉଁଥିରେ ୧୮ବର୍ଷରୁ କମ ବୟସ ପିଲାମାନେ ଲାଭବାନ ହୋଇପାରିବେ । ୧୫ ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଆମେ ନିର୍ଦ୍ଦେଶ ଦେଇଛୁ କି, ସେମାନଙ୍କ ପାଇଁ ଡେଡିକେଟେଡ଼ ସାଇଟ ଖୋଲିବା ପାଇଁ ସେଠି ଦିନତମାମ ଟିକାକରଣ ଚାଲିବ । ଏହା ସହ ଯେଉଁ ଟିକା କେନ୍ଦ୍ରଗୁଡିକ ବର୍ତ୍ତମାନ ପୂର୍ବରୁ ଅଛି ସେଠି ପୂର୍ବାହ୍ନ … Read more

ଓଡ଼ିଶାରେ ତୃତୀୟ ଲହର ବ୍ୟାପିବା ନେଇ ଏମିତି କହିଲେ ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର – ସାରାବିଶ୍ୱରେ କରୋନା କାୟା ବିସ୍ତାର ଓ ମୁଣ୍ଡ ପରେ ମୁଣ୍ଡ ନେବା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପ୍ରଥମ ଓ ଦ୍ୱତୀୟ ଲହର ପରେ ତୃତୀୟ ଲହର ମଧ୍ୟ ମୁଣ୍ଡ ପରେ ମୁଣ୍ଡ ନେବା ଆରମ୍ଭ କଲାଣୀ । କେବେ ଏହା ଓଡିଶାରେ ଦୃତ ଗତିରେ ବ୍ୟାପିବ ତାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କଣ କହୁଛନ୍ତି ଆସନ୍ତୁ ଜାଣିବା ଓଡ଼ିଶାରେ ଫେବ୍ରୁଆରିରେ ତୃତୀୟ ଲହର ପିକ୍ ନେଇପାରେ ବୋଲି ସ୍ୱାସ୍ଥ୍ୟ … Read more