ପ୍ରମିଳା ତ୍ରିପାଠୀ ଙ୍କ ଘର ଆଗରେ ଜେସିବି ,ଯିଏ ଅନ୍ୟ କୁ ନ୍ୟାୟ ଦେଉଥିଲେ ଏବେ ସେ ନ୍ୟାୟ ଅପେକ୍ଷାରେ

ଗତକାଲି ବ୍ରହ୍ମପୁର ଗୌଡ଼ବନ୍ଧ ସାହି ରେ ବସ୍ତି ଉଛେଦ କରାଯାଇଥିଲା ଯେଉଁଥିରେ କି ସମାଜସେବୀ ପ୍ରମିଳା ତ୍ରିପାଠୀ ଙ୍କର 300 ଡ଼ିସିମିଲ ଜାଗା ରହିଛି I ବିଏମ୍ସି ପ୍ରସାଶନ ଏବଂ ବସ୍ତି ଵାଲା ଙ୍କ ମଧ୍ୟରେ ଧସ୍ତାଧସ୍ତି ଚାଲିଥିବା ବେଳେ ପ୍ରସାଶନ ବିରୁଦ୍ଧରେ ମୁଂହ ଖୋଲିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ I ପ୍ରମିଳା କହିଛନ୍ତି ଯେ ସେ ଯେହେତୁ ତପସ୍ୱିନୀ ଙ୍କୁ ନ୍ୟାୟ ଦେବାକୁ ଧାରଣା ରେ ବସିଥିଲେ ସେଥିପାଇଁ ତାଙ୍କୁ ଧମକ ଦିଆଯାଉଥିଲା ଏବଂ ଶେଷରେ ଧାରଣା ସ୍ଥଳ ରୁ ପ୍ରମିଳା ଙ୍କୁ ହଟେଇ ନପାରି ପ୍ରତିଶୋଧ ନେବାକୁ ତାଙ୍କ ଘର ଉଛେଦ କରିବାକୁ ଆସିଛନ୍ତି I

ପ୍ରମିଳା କହିଛନ୍ତି କି ତାଙ୍କର 300 ଡ଼ିସିମିଲ ଜାଗା ରହିଛି ଯାହାକୁ ନେଇ କୋର୍ଟ ରେ କେସ ବିଚାରଧୀନ ଚାଲିଛି I 6 ବର୍ଷ ଧରି କେସ ଚାଲିଥିବା ବେଳେ ଅଚାନକ ଏଭଳି ଉଛେଦ କାହା ସ୍ୱାର୍ଥରେ ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି I ଏହି ଜାଗାରେ ସେ ନାବାଳିକା , ବୃଦ୍ଧା ବୃଦ୍ଧ ଙ୍କ ପାଇଁ ଘର କରିଛନ୍ତି I ତେବେ ଆପଣ କଣ ଭାବୁଛନ୍ତି ତପସ୍ୱିନୀ ଙ୍କ ସହିତ ସାଥ ଦେବା ପ୍ରମିଳା ଙ୍କୁ ମହଙ୍ଗା ପଡିବ କି ? ଜାଣିଶୁଣି ତାଙ୍କୁ ହଇରାଣ କରାଯାଉଛି କି ?

1 thought on “ପ୍ରମିଳା ତ୍ରିପାଠୀ ଙ୍କ ଘର ଆଗରେ ଜେସିବି ,ଯିଏ ଅନ୍ୟ କୁ ନ୍ୟାୟ ଦେଉଥିଲେ ଏବେ ସେ ନ୍ୟାୟ ଅପେକ୍ଷାରେ”

  1. Hmm tanku janisuni haeran karajauchi.. Ajikali jiea sat pakhare thia hauchi siea aga bali paduchi.. Ame janata hin bhul, kichhi mada au kichhi tanka lobhare murkha amanisa nku neta karuchu.. Jouthi pain aji desara a paristiti.. Aji pramila mausi b haeran hauchanti.. Simple ra sasura hin paisa sei aji haeran karuchi..

    Reply

Leave a Comment