ଏତେଦିନ ପରେ ମୁଁହ ଖୋଲିଲେ ଜାଗୃତି ,ପଢନ୍ତୁ କଣ କହିଲେ

ନିକଟରେ ତପସ୍ୱିନୀ ସୁମିତ ଘଟଣା ସାରା ଓଡ଼ିଶାରେ ଚହଳ ପକାଇଥିବା ବେଳେ ପୁଣି ଥରେ ଏବେ ବର୍ଷା ଅନୁଭବ ଙ୍କ ଘଟଣା ସାମ୍ନା କୁ ଆସିଛି I ଗତ ୧୯ ତାରିଖରେ ସାଂସଦ ଅନୁଭବ ମହାନ୍ତି ନିଜ ଫେସବୁକ ଟାଇମ ଲାଇନ ରେ ଏକ ଭିଡିଓ ଛାଡି ଲେଖିଛନ୍ତି କି ନିଜ ଘରେ ରହିବା ପାଇଁ ବର୍ଷା ଓ ପୋଲିସ ନିକଟରେ ତାଙ୍କୁ ନେହୁରା ହେବାକୁ ପଡିଥିଲା I

ଏପରିକି ଏହି ଭିଡିଓ ରେ ସେ ଜାଗୃତି ଙ୍କୁ ମଧ୍ୟ ଟ୍ୟାଗ କରିଥିଲେ I ଆଉ ଜାଗୃତି ଅନୁଭବ ଙ୍କ ଏହି ଭିଡିଓ ଦେଖି ତୁରନ୍ତ ସମବେଦନା ମଧ୍ୟ ଦେଇଥିଲେ I ଜାଗୃତି ଲେଖିଥିଲେ କି , ଆପଣଙ୍କ ସହ କେବଳ ଓଡିଶା ନୁହଁ ସାରା ଭାରତ ଅଛି। ଆପଣ ବିରୋଧିମାନେ ଅସୁରକ୍ଷିତ ଏବଂ ଇର୍ଷ୍ୟନିତ ହୋଇ ଏପରି କରୁଛନ୍ତି I ଆପଣ ନିଜ ଘରେ ପଶିବାକୁ ଚାବି ମାଗୁଥିବା ଦେଖି ମୁଁ ଭାରି ମର୍ମାହତ I
ତେବେ ଜାଗୃତି ଙ୍କ ମତାମତ ରେ ଅନେକ ପ୍ରତିକ୍ରିୟା ଆସିବା ପରେ ଶେଷରେ ଜାଗୃତି କମେଣ୍ଟ ଟିକୁ ଡିଲେଟ କରିଦେଇଛନ୍ତି I

Leave a Comment