ଅପରାଜିତା ଙ୍କୁ ରୋକିବେ ମହିଳା ମେୟର
ଭୁବନେଶ୍ୱର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ କରାଯିବା ପରେ ଏବେ ରାଜ୍ୟ ରାଜନୀତି ପୁରା ଉସ୍ମ ପାଲଟିଛି I ପ୍ରଥମ ଥର ପାଇଁ ଜଣେ ମହିଳା ମେୟର ହେବେ I ତେବେ ଏହାକୁ ଏବେ ରାଜନୀତି ରେ ଅନେକ ଚର୍ଚା ଆଲୋଚନା , ଶୁଣାଯାଉଛି ରାଜଧାନୀ ରେ ବିଜେପି ସାଂସଦ ଅପରାଜିତା ଙ୍କୁ ରୋକିବାକୁ ଏଥରକ ବିଜେଡି ପକ୍ଷରୁ ମାଷ୍ଟର ଷ୍ଟ୍ରୋକ ଖେଳାଯାଇଛି I ଅପରାଜିତା ଯେଉଁ ଭଳି ନିଜର କାୟାବିସ୍ତାର କରି ଚାଲିଛନ୍ତି କେବଳ … Read more