ଜୋରିମାନା ଲାଗୁ ହେଇଥିବା ଉପଭୋକ୍ତା ଙ୍କ ଲାଗି ଜନ ଶୁଣାଣି ,ଲୋକଙ୍କ ମନ ଜିଣିଲା ତାଳଚେର TPCODL

ବ୍ୟୁରୋ ରିପୋର୍ଟ  (25.02.2022) ;/ ଗତକାଲି ତାଳଚେର ଡିଭିଜନ ଅନ୍ତର୍ଗତ ଚାଇଁପାଳ ସବ ଡିଭିଜନ ରେ TPCODL ତରଫରୁ ଏକ ସେଟଲମେଣ୍ଟ କାମ୍ପ କରାଯାଇଥିଲା ଯେଉଁଥିରେ କି ବିଦ୍ୟୁତ ଚୋରି ରେ ଜୋରିମାନା ଲାଗୁ ହେଇଥିବା ଉପଭୋକ୍ତା ମାନଙ୍କୁ ଏକ ସୁଯୋଗ ଦିଆଯାଇ ଜୋରିମାନା କିଛି ଅଂଶ ରେ ଛାଡ଼ କରାଯାଇଥିଲା I   ଜୋରିମାନା ଲାଗୁ ହେଇଥିବା ଉପଭୋକ୍ତା ମାନେ କାମ୍ପ ରେ ପହଞ୍ଚି ଜୋରିମାନା ଅର୍ଥ ପୈଠ କରିଥିଲେ I TPCODL ତରଫରୁ ଏସଡିଓ … Read more

ରାଜଭିର ଜୀବନ ବଞ୍ଚାଇବାକୁ 16 କୋଟି ସଂଗ୍ରହ ଚାଲିଛି ଏପଟେ ରାଜଭିର ବାପା ଦାମୀ ହୋଟେଲ ରେ ପିଉଛନ୍ତି ମଦ

ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ସବୁଠି ଗୋଟିଏ ଚର୍ଚା ରାଜଭିର I କୁନି ପୁଅ ରାଜଭିର ଦୁରାରୋଗ୍ୟ SMAରେ ଆକ୍ରାନ୍ତ ହେବା ପରେ ଜୀବନ ବଞ୍ଚାଇବା ପାଇଁ ଦରକାର ୧୬ କୋଟିର ଇଞ୍ଜେକସନ । ଗୋଟେ ଗରିବ ପରିବାର ପାଇଁ ଏହା ଏକ ଦିବା ସ୍ବପ୍ନ କିନ୍ତୁ ନିଜ ପୁଅକୁ ବଞ୍ଚାଇବାକୁ ଓଡିଶା ବାସି ଙ୍କ ଦ୍ୱାରସ୍ଥ ହେଇଥିଲେ ରାଜଭିର ଙ୍କ ମା I ଆଉ ଓଡିଶା ବାସି ସହାୟତା ର ହାତ ବଢ଼ାଇ … Read more

ଶେଷ ହେଇଯିବ କି ଅନୁଭବ ଙ୍କ ରାଜନୀତି, ଭୁବନେଶ୍ୱର ମେୟର ହେବେ ବର୍ଷା !

ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ପାଣିପାଗ ପୁରା ଉସ୍ମ ଥିବାବେଳେ ବିଜେଡି ର ଛାମୁଆ ନେତା ମାନେ ଏବେ ଜୋରଦାର ପ୍ରଚାର ରେ ବ୍ୟସ୍ତ ତେବେ କେନ୍ଦ୍ରାପଡା ରେ ସାଂସଦ ଅନୁଭବ ଙ୍କୁ କୌଣସି ପ୍ରାଥୀ ଙ୍କ ପ୍ରଚାର ରେ ଦେଖିବାକୁ ମିଳୁନାହିଁ , ଅବଶ୍ୟ ଦଳ ମଧ୍ୟ ଅନୁଭବ ଙ୍କୁ ସେତେ ଗୁରୁତ୍ୱ ଦେଉନଥିବା ଚର୍ଚା ହେଉଛି I କୌଣସି ବି ଦଳୀୟ କାର୍ଯ୍ୟ ରେ ଅନୁଭବ ଙ୍କୁ ଦେଖିବାକୁ ମିଳୁନଥିଲା ଯେବେଠୁଁ ବର୍ଷା ଅନୁଭବ … Read more

ବିବାହ ବନ୍ଧନ ରେ ବାନ୍ଧି ହେବେ କମେଡି ଷ୍ଟାର ଗୁଲୁଆ , ଭାଲେଣ୍ଟାଇନ ଡେ଼ ରେ ସରିଲା ନିର୍ବନ୍ଧ

ପ୍ରେମ ସପ୍ତାହ ର ପ୍ରେମ ଦିବସ ରେ ହାତ କୁ ଦି ହାତ ହେଇଛନ୍ତି ୟୁଟୁବ ଷ୍ଟାର ଗୁଲୁଆ I ଗତକାଲି ତାଙ୍କର ନିର୍ବନ୍ଧ ସରିଯାଇଛି I ଲୋକଙ୍କୁ ହସେଇ ହସେଇ ବେଦମ କରୁଥିବା ଗୁଲୁଆ ଓରଫ ଆଶିଷ ଓଡିଶା ରେ ଏକ ଅତି ପରିଚିତ ଚେହେରା I ମେମେ ର ମାଷ୍ଟର କହିଲେ ଭୁଲ ହେବନି , ଗୋଟେ ଖୁସି ହେଉ କି ସଂସ୍ଥା ଚାଲୁ , ଭାତ ଟେ ହେବ ଡାଲି ଟେ ହେବ … Read more

ଭାରତ ଜ୍ୱାଇଁ ହେବେ ଅଷ୍ଟ୍ରେଲିଆ କ୍ରିକେଟର ମ୍ୟାକ୍ସୱେଲ: ସୋସିଆଲ ମେଡିଆ ରେ ନିମନ୍ତ୍ରଣ ପତ୍ର

ଏହି ମାର୍ଚ୍ଚ ରେ ହାତକୁ ଦି ହାତ ହେବାକୁ ଯାଉଛନ୍ତି ୩୩ ବର୍ଷୀୟ ନାମୀ ଅଷ୍ଟ୍ରେଲିୟାନ କ୍ରିକେଟର ଗ୍ଲେନ ମାକ୍ସୱେଲ । ମାର୍ଚ୍ଚରେ ବାଜିବ ମାକ୍ସୱେଲଙ୍କ ସେହନାଇ । ସେ ଅଷ୍ଟ୍ରେଲିଆନ ଖେଳାଳି ହେଲେ ମଧ୍ୟ ଇଣ୍ଡିଆରେ ତାଙ୍କ ଲୋକପ୍ରିୟତା କଥା ଆମେ ସବୁ ଜାଣୁ  । ପଡିଆରେ ଉଭୟ ବ୍ୟାଟ ଏବଂ ବଲରେ ଜାଦୁ ଦେଖାଉଥିବା ମାକ୍ସୱେଲ ଏବେ ଜଣେ ଭାରତୀୟ ତାମିଲ ଝିଅଙ୍କୁ ବିବାହ କରିବେ ଜଣାପଡିଛି । ଆଉ ଏଥିପାଇଁ ମାକ୍ସୱେଲଙ୍କ ନିର୍ବନ୍ଧ … Read more