ସବୁଠାରୁ ଶକ୍ତିଶାଳୀ ତାଲିକାରେ ସ୍ଥାନ ପାଇଲେ 7 ଓଡ଼ିଆ

ଇଣ୍ଡିଆନ୍ ଏକ୍ସପ୍ରେସ୍ ତରଫରୁ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଶହେ ଭାରତୀୟଙ୍କ ତାଲିକା ପ୍ରକାଶ ପାଇଅଛି। ଯେଉଁଥିରେ ଏକ ନମ୍ବର ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଛନ୍ତି। 18 ନଂରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ 33 ନମ୍ବରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ରହିଅଛି । ଶହେ ଜଣିଆ ସବୁଠୁ ଶକ୍ତିଶାଳୀ ତାଲିକାରେ ଟପ୍ 6 ଜଣଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।  ଦ୍ଵିତୀୟ ସ୍ଥାନରେ କେନ୍ଦ୍ର ଗୃହ ମନ୍ତ୍ରୀ … Read more

ଏହି ଚାଷୀ ଭଡାରେ ଆଣିଲେ ଭାଲୁ,ଦେଉଛନ୍ତି ଏତିକି ଟଙ୍କା,ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ:-

ବନ୍ଧୁଗଣ ଆପଣ ମାନେ ଗଧ, ଘୋଡା ଓ ହାତୀ ଭଡାରେ ଲାଗିଥାନ୍ତି ଜାଣିଥିବେ। ହେଲେ ଆପଣ କେବେ ଜାଣିଛନ୍ତି କି କେହି ଭାଲୁକୁ ଭଡାରେ ନିଅନ୍ତି । ହଁ ଏବେ ଭାଲୁ ବି ଭଡାରେ ଲାଗିଥାନ୍ତି । ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ କି ଭାଲୁକୁ ଭଡାରେ ନେଇ କିଏ ବା କଣ କରିବ । ତେବେ ଜାଣନ୍ତୁ ଭାଲୁକୁ ଜଣେ ଚାଷୀ ଭଡାରେ ନେଇ କେଉଁ କାମରେ ଲଗାଇଛନ୍ତି ।ଚାଷୀମାନଙ୍କ ପାଇଁ ସବୁଠାରୁ ବଡ ସମସ୍ୟା … Read more

ସରକାରଙ୍କ ପଡିଲା ବେଳା ଖରାପ, ସୋନିଆଙ୍କୁ ଦେଖା କରିବାକୁ ସମୟ ମାଗିଲେ 25 ବିଧାୟକ:-

ଖବର ଆସୁଛି ଯେ ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ଚାହିଁଛନ୍ତି। ମହାରାଷ୍ଟ୍ରରେ କଂଗ୍ରେସ ଏନସିପି ଏବଂ ଶିବସେନାର ମେଣ୍ଟ ସରକାର ଚାଲିଛି। ଉଦ୍ଧବ ଠାକରେ ଏହି ସରକାରର ମୁଖ୍ୟ ଅଛନ୍ତି ବୋଲି ଜଣା ପଡିଛ। କିନ୍ତୁ ତିନି ଦଳ ମଧ୍ୟରେ ଥିବା ମତଭେଦକୁ ନେଇ ଲଗାତର ଖବର ସାମ୍ନାକୁ ଆସୁଥାଏ। ବର୍ତ୍ତମାନ ଖବର ଆସୁଛି ଯେ ମହାରାଷ୍ଟ୍ରର ଅତି କମରେ 25 ଜଣ କଂଗ୍ରେସ ବିଧାୟକ ମହା ବିକାଶ ଆଘାଡ଼ି ସରକାର ବିରୋଧରେ … Read more

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କରିଛନ୍ତି କି ଭୁଲ? ତାହାଲେ କଣ ପାଇଁ ଏପରି କରୁଛନ୍ତି ବିରୋଧୀ:-

ଗତକାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ବାହାରେ ହୋଇଥିବା ଭଙ୍ଗାରୁଜାରେ ଦିଲ୍ଲୀ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ମୋଟ 8 ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଆଉ କିଛି ଲୋକଙ୍କୁ ଖୋଜୁଛି। ଏହି ଘଟଣାରେ ପୋଲିସର 6ଟି ଟିମ୍ ନିୟୋଜିତ ଅଛନ୍ତି। କହି ଦେଉଛୁ ଯେ, କାଶ୍ମୀର ଫାଇଲ ବିଷୟରେ ଦିଲ୍ଲୀ ବିଧାନସଭାରେ ଦିଆଯାଇଥିବା ବିବୃତ୍ତି ସଂପର୍କରେ ବୁଧବାର ସକାଳେ ଭାଜପା ଯୁବ ମୋର୍ଚ୍ଚାର କର୍ମୀମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ପ୍ରଦର୍ଶନ କରିଥିଲେ। … Read more

ଏହି 15 ଦିନ ବନ୍ଦ ରହିବ ବ୍ୟାଙ୍କ,ଜଲ୍ଦି ସାରି ଦିଅନ୍ତୁ ସବୁ ବ୍ୟାଙ୍କ କାମ:-

ପ୍ରତିଦିନ ଆମର ଯେମିତି ହେଲେ କୌଣସି ନା କୌଣସି କାମ ବ୍ୟାଙ୍କ ରେ ରହିଥାଏ। ଯଦି ଲଗାତାର ବ୍ୟାଙ୍କ ବନ୍ଦ ରହିବ ତେବେ ଆପଣ ମାନେ କଣ କରିବେ,ଏହି ପରି ହେବାକୁ ଯାଉଛି,ଯଦି ଆପଣଙ୍କର କିଛି ବି ବ୍ୟାଙ୍କ କାମ ରହିଥାଏ ତା ହେଲେ ତୁରନ୍ତ ଶେଷ କରି ଦିଅନ୍ତୁ। ଆସନ୍ତା ଏପ୍ରିଲ ମାସରେ ପ୍ରାୟ 15 ଦିନ ଯାଏଁ ବିଭିନ୍ନ ଛୁଟି ପାଇଁ ବ୍ୟାଙ୍କ ବନ୍ଦ ରହିବ। ଏପ୍ରିଲ ମାସରେ ଗୁଡି ପଡୱା, ସରହୁଲ ଓ … Read more

୨ଦିନ ତଳେ ଦୁର୍ବଳ ବିଜେପି ନେତୃତ୍ୱ କହିଥିବା ଅପରାଜିତା ମୁଖ୍ୟମନ୍ତ୍ରୀ ଙ୍କୁ କଲେ ସ୍ଵାକ୍ଷତ ! ଜାଣନ୍ତୁ କାହିଁକି

ପଲ୍ଲୀ ଠୁ ଦିଲ୍ଲୀ ଏବେ ଗୋଟିଏ ଚର୍ଚା ଅପରାଜିତା ଙ୍କୁ ନେଇକି I ନିକଟରେ ବିଜେପି ର ପରାଜୟ ପରେ ଗଣମାଧ୍ୟମ ସାମ୍ନା ରେ ସିଧାସଳଖ ବିଜେପି ର ଦୁର୍ବଳ ନେତୃତ୍ୱ ପାଇଁ ବାରମ୍ବାର ଦଳ ହାରୁଥିବା ଅପରାଜିତା କହିଥିବା ବେଳେ ଏବେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ଭୁବନେଶ୍ୱର ସାଂସଦ I ଯାହାକୁ ନେଇ ରାଜନୈତିକ ମହଲ ରେ ଚର୍ଚା I ଓଡ଼ିଶାରେ ସବୁବେଳେ ନବୀନ … Read more

ବିଦ୍ୟୁତ କର୍ମଚାରୀ ଙ୍କୁ ଆକ୍ରମଣ ପଡିଲା ମହଙ୍ଗା ,ଘରୁ ଉଠାଇ ଆଣିଲା ପୋଲିସ୍

ଅନୁଗୁଳ :(ବଅଁରପାଳ ) ,30/03/2022 : ବିଦ୍ୟୁତ କର୍ମଚାରୀ ଙ୍କୁ ଆକ୍ରମଣ ପଡିଛି ମହଙ୍ଗା ଘରୁ ଉଠେଇ ଆଣିଛି ପୋଲିସ I ସୂଚନା ଥାଉ କି ବଅଁରପାଳ ଥାନା ଅନ୍ତର୍ଗତ ଭାଗବତପୁର ଗ୍ରାମରେ ବିଦ୍ୟୁତ୍ ବିଭାଗୀୟ କର୍ମଚାରୀ ମାନେ ବକେୟା ବିଦ୍ୟୁତ ଶୁଳ୍କ ଆଦାୟ କରିବା ପାଇଁ ଯାଇଥିବା ବେଳେ ସେହି ଭାଗବତପୁର ଗ୍ରାମର ଅଦ ପରିଡା, ପିତା –ନରେନ୍ଦ୍ର ପରିଡା ବକେୟା ବିଦ୍ୟୁତ୍ ଶୁକ୍ଳ ମାଗିବାରୁ ବିଦ୍ୟୁତ୍ କର୍ମଚାରୀ ଙ୍କୁ ଗାଳି ଗୁଲଜ କରିବା ସହିତ … Read more

ବଢ଼ିଲା ସମୁଦ୍ରର ଜଳସ୍ତର,ଜଲ୍ଦି ବୁଡିଯିବ ଏହି ସବୁ ସହର,ବୈଜ୍ଞାନିକ ମାନେ ଦେଲେ ସୂଚନା:-

ଆଣ୍ଟାର୍କଟିକାରେ କ୍ରମାଗତ ଭାବରେ ଉତ୍ତାପ ବୃଦ୍ଧି ପାଇ 40 ଡିଗ୍ରୀରେ ପହଞ୍ଚିଛି। ଯାହା ଅନେକ ଦେଶ ପାଇଁ ଭୟର କାରଣ ପାଲଟି ଯାଇଛି । ଆଣ୍ଟାର୍କଟିକାରେ ଦିଲ୍ଲୀ ଆକାରର ବଡ଼ ବରଫର ପାହାଡ଼ ତରଳିବା ସହିତ ସମୁଦ୍ରରେ ଜଳସ୍ତର ବଢ଼ିବାରେ ଲାଗିଛି। ଯେଉଁଥି ପାଇଁ ଭୂପୃଷ୍ଠ ଆଡ଼କୁ ସମୁଦ୍ର ଦ୍ରୁତ ଗତିରେ ମାଡ଼ି ଆସୁଛି । ସାରା ପୃଥିବୀରେ ମୋଟ 3 ଭାଗ ଜଳଭାଗ ଥିବା ବେଳେ ଏହା ଆହୁରି ବଢ଼ିବ । ପୃଥିବୀ ପୃଷ୍ଠରେ ପାନୀୟ … Read more

ଗରିବ ପେଟକୁ ମାରୁଛନ୍ତି ସରକାର, ତେଲ କରୁଛି ସରକାରଙ୍କୁ ମାଲାମାଲ,ପୁଣି ମହଙ୍ଗା ହେଲା ତେଲ, ଆହୁରି ମଧ୍ୟ ବଢିବ ତେଲ:-

ଜନସାଧାରଣ ଆଜି ପୁଣିଥରେ ଏହି ମହଙ୍ଗା ମାଡର ଝଟକା ଜୋରସେ ପାଇଛନ୍ତି। ଦେଶରେ ଲଗାତର ନବମ ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅଷ୍ଟମ ଥର ପାଇଁ ବୃଦ୍ଧି କରାଯାଇଅଛି। ଗତ 9 ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ 8 ଗୁଣ ବୃଦ୍ଧି ପାଇଛି। ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ 100 ଟଙ୍କା ଅତିକ୍ରମ କରିଛି। ବୁଧବାର ଅର୍ଥାତ୍ ଆଜି ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ 80 ପଇସା … Read more

ସଙ୍କଟ ରେ ଅପରାଜିତା ଙ୍କ ରାଜନୈତିକ କ୍ୟାରିଅର !

ସେ ଯେବେ ରାଜନୀତି ରେ ଯୋଗ ଦେଲେ ଏକ ବିସ୍ପୋରଣ ଘଟିଥିଲା , ଏପରିକି ବିଜେପି ର ଧର୍ମେନ୍ଦ୍ର ପ୍ରଧାନ ଙ୍କ ବଦଳରେ ଲୋକେ ତାଙ୍କୁ ପ୍ରମୁଖ ଦାବିଦାର କହିବାରେ ଲାଗିଲେ ଏବଂ ଆତ୍ମଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାଥୀ ଭାବରେ ଲୋକଙ୍କ ମନରେ ଏକ ଭାବନା ସୃଷ୍ଟି ହେଲା I ସବୁଆଡେ ଧମାକାଦାର ପ୍ରଚାର କରି ବୋଧହୁଏ ଅପରାଜିତା ବି ଏହି ସଂକେତ ଦେଲେ ଯେ ଦଳର ସେ ହିଁ ଏକ ନୂଆ ଚର୍ଚିତ ଚେହେରା ଯିଏ କି … Read more