ଏଇଟାକୁ କରିକି ଦେଖାଅ ମାନିଯିବି ତମକୁ– ପଜଲରେ ଏକ କାନ୍ଦୁଥିବାର ଚିତ୍ର ଓ ଗୋଟିଏ କୁକୁଡ଼ା ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦେଇ ପାରିବେ ନହେଲେ ତମେ ପାଣିଫାଟୁ:-

ବୁଦ୍ଧିର ବିକାଶ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ଅଟେ। ତେଣୁ ବୁଦ୍ଧିର ଅଭାବରେ ବିଭିନ୍ନ କ୍ଷେତ୍ରରେ ନିଜ ଜ୍ଞାନର ସଦୁପଯୋଗ କରିବା କଷ୍ଟକର ବ୍ୟାପାର ଅଟେ।ତେଣୁ ବୁଦ୍ଧିର ସଠିକ ବିକାଶ ଓ ଉପଯୋଗ ମନୁଷ୍ୟକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଇଥାଏ।ତେଣୁ ଏଥିପାଇଁ କଠିନ ପରିଶ୍ରମ କରିବା ଦରକାର ଅଟେ।ତେଣୁ ଆପଣଙ୍କ ବୁଦ୍ଧିର ବିକାଶ ସାଧନ ନିମନ୍ତେ ନିମ୍ନରେ କିଛି କୌତୁହଳ ପ୍ରଶ୍ନର ଆଲୋଚନା କରାଯାଇଛି।ଆଶା କରୁଛି ଏହା ଆପଣଙ୍କୁ ବହୁତ ସାହାଯ୍ୟ କରିବ। ନିମ୍ନରେ କେତେଗୁଡିଏ ପଜଲ ଦିଆଯାଇଛି ଓ ଆପଣଙ୍କୁ ଉକ୍ତ ପଜଲରୁ ସଠିକ ନାମ କହିବାକୁ ପଡିବ।

ପଜଲ ନମ୍ବର-୧: ପ୍ରଥମ ପଜଲରେ ଏକ ବସ ଚିତ୍ର ଦେଇଛି।ତାପରେ ସୂର୍ଯ୍ୟଙ୍କ ଚିତ୍ର ଓ ତାପରେ ଚା କପ ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିକି ଝିଅଟିର ନାମ ବାସନ୍ତୀ ଅଟେ।କାରଣ ପ୍ରଥମେ ବସ ଓ ତା ପରେ ସୂର୍ଯ୍ୟଙ୍କ ଚିତ୍ର ଅଛି।ଯାହାଙ୍କୁ ଇଂରାଜୀରେ ସନ ବୋଲି କୁହାଯାଏ ଓ ତାପରେ ଚା ଚିତ୍ର ଅଛି।ଯାହାକୁ ଇଂରାଜୀରେ ଟି ବୋଲି କୁହାଯାଏ।ତେଣୁ ଝିଅଟିର ନାମ ବାସନ୍ତୀ ଅଟେ।

ପଜଲ ନମ୍ବର-୨: ଦ୍ଵିତୀୟ ପଜଲରେ ଏକ କାନ୍ଦୁଥିବାର ଚିତ୍ର ଓ ଗୋଟିଏ କୁକୁଡ଼ା ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଏହା ଅତ୍ୟନ୍ତ ସହଜ ଅଟେ। ଏହାର ଉତ୍ତର ହେଉଛି ପୁଅଟିର ନାମ ରୋହନ।କାରଣ ପ୍ରଥମେ କାନ୍ଦୁଥିବାର ଚିତ୍ର ଓ ପରେ କୁକୁଡ଼ା ଚିତ୍ର ଦେଇଛି।ଯାହାକୁ ଇଂରାଜୀରେ ହେନ ବୋଲି କୁହାଯାଏ।ତେଣୁ ପୁଅଟିର ନାମ ରୋହନ ଅଟେ।


ପଜଲ ନମ୍ବର-୩: ତୃତୀୟ ପଜଲରେ ଏକ ଚାବିର ଚିତ୍ର, ଇଂରାଜୀ ଅକ୍ଷର R ଓ ଚା କପର ଚିତ୍ର ଦେଇଛି। ତେବେ ଝିଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିକି ଝିଅଟିର ନାମ କୀର୍ତ୍ତି ଅଟେ।କାରଣ ପ୍ରଥମେ ଚାବିର ଚିତ୍ର ଦେଇଛି।ଯାହାକୁ ଇଂରାଜୀରେ କି କୁହାଯାଏ।ତାପରେ R ଓ ତାପରେ ଚା ଚିତ୍ର ଦେଇଛି।ଯାହାକୁ ଇଂରାଜୀରେ ଟି କୁହାଯାଏ।ତେଣୁ ଝିଅଟିର ନାମ କୀର୍ତ୍ତି ଅଟେ।

ପଜଲ ନମ୍ବର-୪: ଚତୁର୍ଥ ପଜଲରେ ମିଠାର ଚିତ୍ର ଦେଇଛି ଓ ଚା ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିକି ଝିଅଟିର ନାମ ସୁଇଟ ବୋଲି।କାରଣ ପ୍ରଥମେ ମିଠାର ଚିତ୍ର ଦେଇଛି ଯାହାକୁ ସୁଇସ କୁହାଯାଏ ଓ ତାପରେ ଚା ଚିତ୍ର ଦେଇଛି ଯାହାକୁ ଟି କୁହାଯାଏ।ତେଣୁ ଝିଅଟିର ନାମ ସୁଇଟ ଅଟେ

Leave a Comment