ଏହି ମଜେଦାର ପଜଲ ସଲ୍ଭ କଲ ମାନିଯିବି – ପ୍ରଥମ ଚିତ୍ରଟି ଅଟେ K ଓ ଦ୍ୱିତୀୟ ଚିତ୍ରଟି ଅଟେ “ମୂଷା”। ତେବେ ଏହି “ପରିବା” ର ନାମ କହିଲ ଦେଖି ତମକୁ ମାନିଜୀବୀ:-

ନମସ୍କାର ପ୍ରିୟ ବନ୍ଧୁଗଣ ଆପଣମାନେ ପୁଣିଥରେ ଏଠାକୁ ଆସିଛନ୍ତି କିଛି ନୂଆ ନୂଆ ଜ୍ଞାନ ଶିଖିବା ପାଇଁ। ତେବେ ଏଥିରେ ଜଣା ପଡୁଛି ଆପଣ ନିଶ୍ଚୟ ଜ୍ଞାନ ଆହରଣ କରିବା ଓ ନୂଆ ଜିନିଷ ଶିଖିବାରେ ବହୁତ ଇଚ୍ଛା ରଖନ୍ତି। ତେବେ ଚାଲନ୍ତୁ ଆଜିର ନୂଆ ଫୋଟୋ ଦେଖି ଉତ୍ତର ଦେବା।

ଫଜଲ ନମ୍ବର୧- ପ୍ରଥମ ଚିତ୍ରରେ ଏକ କାର ଯାଉଛି ଓ ଅନ୍ୟ ଚିତ୍ରରେ ଲେଖାଯାଇଛି ତିନି। ତେବେ କଣ ଅଟେ ଫିଲ୍ମର ନାମ?


ଉତ୍ତର- ଚିତ୍ର ଦେଖିଜଣାପଡୁଛି ଫିଲ୍ମର ନାମ ରେଶ ଥ୍ରୀ।କାରଣ ପ୍ରଥମ ଚିତ୍ରରେ କାର ଯାଉଛି ମାନେ ରେଶ ଓ ଅନ୍ୟ ଚିତ୍ରରେ ଲେଖାଯାଇଛି ତିନି ମାନେ ଥ୍ରୀ ସେଥିପାଇଁ ଫିଲ୍ମର ନାମ ରେଶ ଥ୍ରୀ।

 

ଫଜଲ ନମ୍ବର୨- ପ୍ରଥମ ଚିତ୍ରଟି ହେଉଛି ଏକ ଗାଈ ଓ ଦ୍ୱିତୀୟ ଚିତ୍ରଟି ହେଉଛି ଗଛ। ତେବେ କଣ ଅଟେ ଝିଅଟିର ନାମ?


ଉତ୍ତର- ଚିତ୍ର ଦେଖି ଜଣାପଡୁଛି ଝିଅଟିର ନାମ ଗାୟତ୍ରୀ।କାରଣ ପ୍ରଥମ ଚିତ୍ର ହେଉଛି ଗାଇ ଓ ଦ୍ୱିତୀୟ ଚିତ୍ର ଗଛର ଇଂରାଜୀ ନାମ ଟ୍ରି ତେବେ ଝିଅଟିର ନାମ ଗାୟତ୍ରୀ।

ଫଜଲ ନମ୍ବର୩-ପ୍ରଥମ ଚିତ୍ରଟି ହେଉଛି ଏକ ଦୀପ ଓ ଦ୍ୱିତୀୟ ଚିତ୍ରଟି ହେଉଛି ଗଛ।ତେବେ କଣ ଅଟେ ଝିଅଟିର ନାମ?


ଉତ୍ତର- ଚିତ୍ରଦେଖି ଜଣାପଡୁଛି ଝିଅଟିର ନାମ ଦୀପ୍ତି କାରଣ ।ପ୍ରଥମ ଚିତ୍ର ଅଟେ ଦୀପ ଓ ଅନ୍ୟ ଚିତ୍ରଟି ହେଉଛି ଗଛ ଯାହାର ଇଂରାଜୀ ନାମ ଟ୍ରି।ସେଥିପାଇଁ ଝିଅଟିର ନାମ ଦୀପ୍ତି।

ଫଜଲ ନମ୍ବର୭-ପ୍ରଥମ ଚିତ୍ରଟି ଅଟେ କେ ଓ ଦ୍ୱିତୀୟ ଚିତ୍ରଟି ଅଟେ ମୂଷା।ତେବେ କଣ ଅଟେ ପରିବାଟିର ନାମ?


ଉତ୍ତର-ଚିତ୍ର ଦେଖି ଜଣାପଡୁଛି ପରିବାଟିର ନାମ ଗାଜର ବା କେରଟ।କାରଣ ପ୍ରଥମ ଚିତ୍ରଟି ଅଟେ କେ ଓ ଅନ୍ୟ ଚିତ୍ରଟି ଅଟେ ମୂଷା ବା ରାଟ ସେଥିପାଇଁ ପରିବାଟିର ନାମ କେରଟ।

Leave a Comment