ତପସ୍ୱିନୀ ଓ ସୁମିତ ଙ୍କୁ ନେଇ ଆସିଲା ଆଶ୍ଚର୍ଯ୍ୟକର ଖବର ଦେଖନ୍ତୁ ସିଧା ପ୍ରସାରଣ କଣ ଘଟିଛି:-

ବର୍ତ୍ତମାନ ଆସିଛି ଏକ ବଡ଼ ଆଶ୍ଚର୍ଯ୍ୟକର ଖବର। ଦୀର୍ଘ ଚାରି ମାସ ପରେ ତପଶ୍ୱନି ଙ୍କ ଖୁସିର ସୀମା ଆଉ ରହି ନାହିଁ। ସମସ୍ତଙ୍କ ସାମ୍ନାରେ ତପଶ୍ୱନି ନିଜର ଖୁସିର କାରଣ କହିଛନ୍ତି। ବର୍ତ୍ତମାନ ଡାକ୍ତର ସୁମିତ ଓ ତପଶ୍ୱନି ଏକାଠି ହେବାକୁ ଯାଉଛନ୍ତି। ଏହି ଖୁସି ଖବର ଟି ତପଶ୍ୱନି ନିଜେ ଆସି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି।

 

ଦୀର୍ଘ ଚାରି ମାସ ବିତି ଯାଇଥିଲେ ମଧ୍ୟ ତପଶ୍ୱନି ଏହି ଖବର ରେ ବହୁତ ଖୁସି ହୋଇଛନ୍ତି। ତପଶ୍ୱନି ଦୀର୍ଘ ଦିନ ଧରି ଯାହା କିଛି ଆଶା କରୁଥିଲେ ତାହା ଆଜି ସୁମିତ ପୂରଣ କରିଛନ୍ତି। ଏହା ସହିତ ସେ ଏକ ବହୁତ ବଡ଼ ନିଷ୍ପତି ମଧ୍ୟ ନେଇଛନ୍ତି। ତପସ୍ୱିନୀଙ୍କୁ ଡାକ୍ତର ସୁମିତ ତାଙ୍କ ଘରକୁ ନେଇକରି ଯିବେ।

 

ସେ ଆସ୍କା ରେ କାର୍ଯ୍ୟସ୍ଥଳ ପାଖରେ ଭଡ଼ା ଘର ନେବେ। ଏବଂ ସୁମିତ ଓ ତପଶ୍ୱନି ଏକାଠି ରହିବେ। ବର୍ତ୍ତମାନ ସମୟରେ ତପଶ୍ୱନି ଙ୍କୁ ଗ୍ରହଣ କରିବା ପାଇଁ ସୁମିତ ନିଷ୍ପତି ନେଇଛନ୍ତି। ଦୁଇ ଜଣଙ୍କ ର ଆଗାମୀ କୋର୍ଟର ନିଷ୍ପତି ରେ ସବୁକିଛି ସମାଧାନ ହୋଇଯିବ ବୋଲି ଜଣାପଡ଼ିଅଛି।

Leave a Comment