ମାର୍କେଟକୁ ଆସିଲା ସାନ୍ତନୁଙ୍କ କୁହୁକ ସ୍ୱରିଆ ନୂଆ ଗୀତ, ନିଆଁ ଭଳି ଭାଇରଲ ହେଲା ଭିଡି଼ଓ,ଦେଖନ୍ତୁ ଭିଡିଓ:-

ବର୍ତ୍ତମାନ ଭାଇରାଲ ବୟ ସାନ୍ତୁନଙ୍କୁ କିଏ ବା ନଜାଣେ। ତାଙ୍କର ଗୀତରେ ଏତେ ମିଠା ପଣ ଅଛି ଯେ , ତାଙ୍କ ଗୀତ ଯିଏ ଥରେ ଶୁଣୁଛି ସେ ତାଙ୍କର ଫ୍ରେଣ୍ଡ ହୋଇଇ ଯାଇଛି। ତେବେ କିଛି ଦିନ ତଳେ ସାନ୍ତୁନ ଓଡ଼ିଶାର ନୂଆ ସ୍ୱର କୁ ଯାଇ ଥିଲେ। ତେବେ ସେ ଅଡିସନ ରେ ଧମାଲ କରିଦେଇ ଥିଲେ। ଯାହା ଲୋକ ମାନଙ୍କ ମନରେ ଗୋଟେ କଥା ଜାଗ୍ରତ ହୋଇ ଥିଲା କି , ଏହି ପିଲାଟି ଦିନେ ଆମ ରାଜ୍ୟ ର ନାମ ରଖିବ ।


ତେବେ ଅଡିସନ ପରେ ଷ୍ଟୁଡିଓ ରାଉଣ୍ଡ ହୋଇ ଥିଲା। ଷ୍ଟୁଡିଓ ରାଉଣ୍ଡ ରେ ସେ ଗାଇ ଥିଲେ ଗୋଟେ ଗୀତ। ସେହି ଗୀତ ଟି ହେଉଛି , ” ଏଥର ଫଗୁଣେ ବାଜିବ ଲୋ ବାଜା , ମୁଁ ହେବି ରାଣୀ ତୁ ହବୁ ମୋ ରାଜା , ମୁଁ ଯିବି ତ ଗାଁ କୁ ପୋଗୋଡି ବାନ୍ଧିଲ ପୋଗୋଡି ବାନ୍ଧି , ବାସି ପଖାଳ ଲାଗିବ ମଜା” । ତେବେ ସେ ଏହି ଗୀତ ଗାଈ ଧମାଲ କରିଥିଲେ ଓ ଲୋକ ମାନଙ୍କର ଅତି ପ୍ରିୟ ସିଙ୍ଗର ପାଲଟି ଯାଇ ଥିଲେ ।

 

ତାଙ୍କର ଗୋଟେ ବଡ଼ ଭଲ ଗୁଣ ହେଉଛି , ସେ ଗୀତ ଗାଇବା ସମୟ ରେ ପୁରା ଫିଲ ଦେଇ ଅଭିନୟ କରି ଗୀତରେ ମାଜିଯାଇ ସେହି ଗୀତ ଟିକୁ ଗାଇ ଥାନ୍ତି। ଏହି ଟ୍ୟାଲେଣ୍ଟ ଯାହା ଓଡିଶା ର କେହି ସିଙ୍ଗର ପାଖରେ ନାହିଁ। କାରଣ ଗୀତ ସମସ୍ତେ ଗାଇ ଦେବେ କିନ୍ତୁ ଗୀତ ଗାଇବା ସମୟ ରେ କେହି ଅଭିନୟ କରି ଗାଇ ପାରିବେ ନାହିଁ ।

ଯାହା ସାନ୍ତୁନ ଙ୍କ ପାଖରେ ସେହି ଗୁଣ ଟି ରହିଛି। ସେଥି ପାଇଁ ପପୁ ତାଙ୍କୁ କହିଲେ ତମେ ଗୋଟେ ଭଲ ହିରୋ ହୋଇ ପାରିବ। କାରଣ ତାଙ୍କର ଯେମିତି କଥା ତାଙ୍କ ଷ୍ଟାଇଲ ବି ପୁରା ଅଲଗା ,ଜଜେସ ମାନେ ମଧ୍ୟ ଡରି ଯାଇ ଥିଲେ ତାଙ୍କ କଥା କୁହା କୁ ଦେଖି। ମାନେ ତାଙ୍କ ସହିତ ଜଜେସ ମାନେ କଥା କହି ପାରନ୍ତି ନାହିଁ।

ଏବେ ସାନ୍ତୁନ ଙ୍କର ହିଟ ଗୀତ ଆସିଛି। ଯାହା ସେ ଜ୍ୟତି ମଇ ସାଙ୍ଗରେ ଏହି ଗୀତ ଟିକୁ ଗାଇଛନ୍ତି। ତେବେ ଆସନ୍ତୁ ସେହି ଗୀତ ଟିକୁ ଶୁଣିବା । ” ଧନ ତମେ ଆଜି କାଲି କାଇଁ ଫୋନ କରୁନ କି ଫୋନ ଧରୁନ ମୁଁ ଭାରି ଦୁଃଖ ରେ ଅଛି , ତେବେ ଏହି ପଦ ଟି ସାନ୍ତୁନ ଗାଇ ଥିଲେ !

ପୁଣି ଦ୍ୱିତୀୟ ପଦଟି ଜ୍ୟତିମୋଇ ଗାଇ ଛନ୍ତି , ” ଧନ ତମେ ଆଜି କାଲି କାଇଁ ମେସେଜ କରୁନ କି ମେସେଜ ପଢୁନ ମୁଁ ଭାରି ଦୁଃଖ ରେ ଅଛି । ତେବେ ଏହି ଗୀତ ଏବେ ଓଡିଶା ରେ ବେସ ଚର୍ଚ୍ଚା ରେ ରହିଛି ଓ ବହୁତ ଭାଇରଲ ହେଉଛି କାରଣ କୁନି ପିଲା ର ଗୀତ ସମସ୍ତେ ଶୁଣିବା ପାଇଁ ଭଲ ପାଇଥାନ୍ତି ।

Leave a Comment