ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ହେଲା ହଳଦୀ ସେରିମୋନି,ସମସ୍ତେ ଲଗାଇଲେ ଲିପ୍ସା ଙ୍କ ଦେହରେ ହଳଦୀ,ଦେଖନ୍ତୁ ଭିଡିଓ:-

 

ଓଡ଼ିଆ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ବହୁତ ଭଲ ଭାବରେ ଲୋକମାନେ ଜାଣିଛନ୍ତି। ସେ ବହୁତ ସୁନ୍ଦର ଅଭିନୟ କରିଥାନ୍ତି। ଦର୍ଶକମାନେ ତାଙ୍କ ଅଭିନୟ କୁ ବହୁ ମାତ୍ରାରେ ପସନ୍ଦ ମଧ୍ୟ କରିଥାନ୍ତି।ସେ ତାଙ୍କ ଅଭିନୟ ମାଧ୍ୟମରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।

ସେ ଅନେକ ଚଳଚ୍ଚିତ୍ର,ଆଲବମ ଓ ଧାରାବାହିକ ସିରିୟଲରେ ଅଭିନୟ ମଧ୍ୟ କରିଛନ୍ତି।ସେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର 2015 ରେ ମାୟା,ପିଲାଟା ବିଗିଡ଼ି ଗଲାରେ ବହୁତ ସୁନ୍ଦର ଅଭିନୟ କରିଥିଲେ। ଲିପ୍ସା ଟିଭି ପରଦାରେ  ଚର୍ଚ୍ଚିତ ଓଡ଼ିଆ ଧାରାବାହିକ ତୋ ଅଗଣାର ତୁଳସୀ ମୁଁ ରେ ଅତି ସୁନ୍ଦର ଅଭିନୟ କରିଥିଲେ।

 

ସେ ଜଣେ ଭଲ ଅଭିନେତ୍ରୀ ସହିତ ଜଣେ ଓଡ଼ିଶୀ ଡ୍ୟାନ୍ସର ମଧ୍ୟ ଅଟନ୍ତି। ସେ ପ୍ରେମ ନା ପାଗଳପଣ,ଅର୍ଦ୍ଧାଙ୍ଗିନୀ ସୁପର ହିଟ୍ ଚଳଚ୍ଚିତ୍ର କରିଛନ୍ତି।ବର୍ତ୍ତମାନ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ର ହଳଦୀ ଗାଧୁଆ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ସେ ସତରେ ବାହା ହେଉଛନ୍ତି କି ନାହିଁ ଏଥିପାଇଁ ପ୍ରଶ୍ନ ଉଠୁଛି। କିନ୍ତୁ ଜଣାପଡିଛି ଯେ ତାଙ୍କର ବାହାଘର ହେଉ ନାହିଁ।ଲିପ୍ସା ମିଶ୍ର ବର୍ତ୍ତମାନ ପର୍ଯ୍ୟନ୍ତ ବାହା ହୋଇ ନାହାନ୍ତି। ସେ ବର୍ତ୍ତମାନ ଏକା ହିଁ ଅଛନ୍ତି। ସେ ଫିଲ୍ମ୍ ଜଗତରେ ଏକ ଚଳଚ୍ଚିତ୍ରର ସୁଟିଂ ପାଇଁ ହିଁ ବାହା ହେଉଛନ୍ତି। ଯାହାକି ବହୁତ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଭାବୁଛନ୍ତି ଯେ ତାଙ୍କର ବାହାଘର ହେଉଛି।

Leave a Comment