ରସିକ ପ୍ରିନ୍ସିପାଲ,ନବମ ଶ୍ରେଣୀ ଛାତ୍ରକୁ ଅଶୀଳ ମେସଯ ପଠେଇ ହେଲେ ଗିରଫ:-

ଯୌନ ପିପାସୁ ଶିକ୍ଷଙ୍କ ଠାରୁ ରୁହନ୍ତୁ ସାବଧାନ,ଏଭଳି ଶିକ୍ଷକ ଅପଣଙ୍କ ପିଲାର ସ୍କୁଲରେ ମଧ୍ୟ ଥାଇପାରନ୍ତି। ଯେ କେହିବି ଆପଣଙ୍କ ପିଲାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଷଡଯନ୍ତ୍ର କରିଥାଇପାରେ। ଏଭଳି ବ୍ୟକ୍ତିଙ୍କୁ ଇଂରାଜୀରେ ପେଡୋଫାଇଲ କୁହା ଯାଇଥାଏ। ଅର୍ଥାତ ଶିଶୁ ଯୌନ ଶୋଷଣ କାରୀ,ଯେଉଁମାନେ ଶିଶୁ ମାନଙ୍କୁ ଯୌନ ଶୋଷଣ କରନ୍ତି ଓ ଛୋଟ ପିଲାଙ୍କୁ ଦେଖିଲେ ନିଜ ଯୌନ ଭାବନା କୁ କାମନା ବାସନକୁ ନିୟନ୍ତ୍ରଣରେ ରଖିପାରନ୍ତି ନାହିଁ।

 


ଯେଉଁ ମାନଙ୍କ ସ୍ଥାନ ହସ୍ପିଟାଲରେ ନା କୀ ସ୍କୁଲ ଭିତରେ। ଏଭଳି ଶିକ୍ଷକ ସ୍କୁଲର ଥିବା ବାତା ବରଣ କୁ ପ୍ରଦୂଷିତ କରି ଦେଉଛନ୍ତି।ତା ସହିତ ନିରୀହ ଛୋଟ ଛୋଟ ପିଲାଙ୍କ ମନରେ ବିଷ ଭରି ଦେଇଛନ୍ତି। ଏଭଳି ଏକ ଶିକ୍ଷକକୁ ଗିରଫ କରାଯାଇଛି। ଯିଏକି କାମନା ବାସ୍ନାରେ ନିଜ ସ୍କୁଲର ଏକ 14 ବର୍ଷ ଛାତ୍ରୀ ଉପରେ ଖରାପ ଦୃଷ୍ଟି ପକେଇବା ପାଇଁ ଟିକେ ବି କୁଣ୍ଠାବଦ୍ଧ କରି ନଥିଲେ। ଗତ କାଲିଠାରୁ ତାଙ୍କ ବିରୋଧରେ ଖବର ପ୍ରକାଶ ପାଇବା ପରେ ପୋଲିସ ଏହି ଶିକ୍ଷକକୁ ଗିରଫ କରିଛି। ଏହି ବ୍ୟକ୍ତି ଙ୍କୁ ଶିକ୍ଷକ ବୋଲି କହିବାକୁ ବି ଘୃଣା ଲାଗୁଛି। ଏହି ଵ୍ୟକ୍ତି ଙ୍କ ନାମ ରାଜିଭ କୁମାର ଦତା,ମୂଷିକୁଡ଼ା ଭବାନୀ ପାଟଣାର ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ଭାବରେ କାର୍ଯ୍ୟ କରନ୍ତି। କିନ୍ତୁ ତାଙ୍କର ବାସ୍ତବ କାମ ହେଉଛି ଛୋଟ ଛୋଟ ଝିଅ ମାନଙ୍କୁ ଶାରୀରିକ ଉତ୍ପୀଡ଼ନ କରିବା। କାଲି ଏହି ଘଟଣା ପ୍ରଘଟ ହେବା ପରେ ଛାତ୍ରୀ ଙ୍କ ବାପା ଥାନାରେ ଏକ କେସ କରିଥିଲେ ।


ପୋଲିସ କେସ ନମ୍ବ ଲର 102 ରେ ଏକ ମାମଲା ରୁଜୁ କରାଯାଇ 543ସିଆପିସି ରେ 506,507 ଓ 67ଆଟି ଆକ୍ଟ ରେ ଭଦ୍ର ଶିକ୍ଷକ ଙ୍କୁ ଗିରଫ କରାଯାଇଛି ଓ ସେ ମଧ୍ୟ ପୋଲିସ ଆଗରେ ସତ କଥା ମାନିଛନ୍ତି। ଛାତ୍ରୀଙ୍କୁ ଶିକ୍ଷକ ଜଣକ ନ୍ୟୁଡ଼ ମେସଯ କରିଥିଲେ ଯାହାକି ଅଶୀଳ କଥାରେ ଭର୍ତି ହୋଇକିଥିଲା। ଯେଉଁଥିରେ ଶିକ୍ଷକ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିଲେ ଓ ତା ସହିତ ଲହିଥିଲେ ତାଙ୍କ ବିରୋଧରେ ଯଦି କାହାକୁ କହିବେ ତାହାଲେ ତାଙ୍କ ଫଟୋ କୁ ଭାଇରଲ କରିଦେବେ। ତେବେ ଝିଅଟି ଶିକ୍ଷକକୁ 3 ଟି ଚାନ୍ସ ଦେଇଥିଲେ ଏବଂ ସୁଧୁରୀ ଯିବାକୁ କହିଥିଲେ ହେଲେ ଶିକ୍ଷକ ସୁଧୁରୀ ନଥିଲେ। ତେବେ ଛାତ୍ରୀ ଶିକ୍ଷକଙ୍କୁ ବ୍ଲକ କରିଥିଲେ ମଧ୍ୟ ଶିକ୍ଷକ ନୂଆ ନୂଆ ନମ୍ବରରେ ମେସଯ କରିଥିଲେ। ଦୁଇ ଦୁଇଟି ଛୁଆର ବାପା ହୋଇ ମଧ୍ୟ ଏହି ଶିକ୍ଷକର ଯୌନ ଲାଳସା ମେଣ୍ଟି ନଥିଲା। ଏହି ଶିକ୍ଷକ ମେସଯ ରେ କହିଥିଲେ ଯେ ତମକୁ ନଜର ରଖିବାକୁ ଜଣକୁ କହିଛି।ହେଲେ ଚିନ୍ତାର ବିଷୟ ଏହା ଯେ ଯଦି ସ୍କୁଲରେ ଏହି ଗୋଟିଏ ଛାତ୍ରୀଙ୍କ ସହ ଯୋୖନ ଶୋଷଣ ହେଇଥିବ ସେ ନେଇ କିଛି ସୂଚନା ମିଳିନାହିଁ।

Leave a Comment