ସଲ୍ଭ କରିକି ଦେଖାଅ ମାନିଯିବି– ପ୍ରଥମ ଚିତ୍ର ରେ ଏକ ତାଳି ମାରୁଥିବା ର ଚିତ୍ର ଅଛି,୨ୟ ଚିତ୍ର ରେ ଏକ ପୁଅ ଓ ଝିଅ ର ଚିତ୍ର ଓ ଶେଷରେ ରେ ଏକ ଚାବି ର ଚିତ୍ର ଅଛି। କହିକି ଦେଖାଅ ତ ଏହା କେଉଁ ସେରିଏଲ କୁ ସୂଚଉଛି:-

ଆପଣଙ୍କୁ ଏଥିରେ କିଛି ଚମତ୍କାର ଚିତ୍ର ଦେଖାଯିବ,ଏଥିରୁ ଆପଣଙ୍କୁ କହିବାକୁ ହେବ ଏକ ଟିଭି ସେରିଏଲର ନାମ।ଯଦି ଆପଣ ଏହାର ଉତ୍ତର ୧୦ ସେକେଣ୍ଡ ମଧ୍ୟ ରେ ଦେଇଦେବେ ତାହେଲେ ଆପଣ ବହୁତ ବୁଦ୍ଧିମାନ ଆମେ ମାନିଯିବୁ। ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କ ପାଇଁ କିଛି ନୂଆ ପ୍ରଶ୍ନ ନେଇ ଅଶିଛୁ ତାହା ବିଷୟରେ ଜାଣିବା

 

୧.ପ୍ରଥମ ଚିତ୍ରରେ ଏକ ପାନପତ୍ର ସହ କଇଁ ଫୁଲକୁ ରଖା ଯାଇଅଛି।

ଏହା ଏକ ସେରିଏଲ ଲୋବେଲି କୁ ସୂଚଉଛି (ପାନପାତ୍ର ଲଭକୁ ସୂଚଉଥିବା ବେଳେ କଇଁଫୁଲଟି ଲିଲିକୁ ସୂଚଉଛି।)

 

୨.ଧନ ଦୌଲତରେ ବଡ ଅଛି,ସବୁ ଜିନିଷର ଉପରେ ଅଛି,ଯିଏ ପାଇବା ପାଣ୍ଡିତ ହେବ,ବିନା ପାଇବାରେ ମୂର୍ଖ ହେଇଯିବ। କୁହନ୍ତୁ ଏହା କଣ ସୂଚଉଛି।

ଏହା ସୂଚଉଛି ବିଦ୍ୟାକୁ।

୩.ଏଠାରେ ୩ଟି ଚିତ୍ର ଅଛି। ପ୍ରଥମ ଚିତ୍ର ରେ ଏକ ତାଳି ମାରୁଥିବା ର ଚିତ୍ର ଅଛି,୨ୟ ଚିତ୍ର ରେ ଏକ ପୁଅ ଓ ଝିଅ ର ଚିତ୍ର ଓ ଶେଷରେ ରେ ଏକ ଚାବି ର ଚିତ୍ର ଅଛି। କୁହନ୍ତୁ ଏହା କେଉଁ ସେରିଏଲ କୁ ସୂଚଉଛି।

ଠପକୀ ପ୍ୟାର କି (ପ୍ରଥମ ଚିତ୍ର ଠପକୀ,୨ୟ ଚିତ୍ର ପ୍ୟାର ଓ ୩ୟ ଚିତ୍ର କି କୁ ସୂଚଉଛି।

Leave a Comment