ମଝି ରାସ୍ତାରେ ଚାଲୁ ଚାଲୁ ଟ୍ରକ ହେଲା ଦୁଇ ଫାଳ,ସମସ୍ତେ କହିଲେ ହେ ପ୍ରଭୁ ଏ କେମିତିକା ଦୃଶ୍ୟ,ଦେଖନ୍ତୁ ଭିଡିଓ:-

ଫେସବୁକ ହେଉ କିମ୍ବା ୟୁଟୁବ ଆପଣ ମାନେ ସେଥିରେ ଅନେକ ଭିଡିଓ ଦେଖିଥିବେ, ସେଥିରେ ଅନେକ ଭଳିକି ଭଳି ଆଶ୍ଚର୍ଯ୍ୟ କଲା ଭଳି ଭିଡ଼ିଓ ଦେଖିଥିବେ। କିନ୍ତୁ ଆପଣ ମାନଙ୍କ ପାଇଁ ଆମେ ଯେଉଁ ଭିଡ଼ିଓ ଆଣିଛୁ ସେଭଳି ଭିଡ଼ିଓ ଆପଣ ମାନେ କେବେ ଦେଖି ନଥିବେ ଯେଉଁମାନେ ସେହି ଭିଡ଼ିଓ ଦେଖିଛନ୍ତି ସମସ୍ତଙ୍କୁ ଚମକାଇ ଦେଇଛି ଭଲସେ ଏହି ଭିଡ଼ିଓ ଦେଖନ୍ତୁ,ଏହି ଭିଡ଼ିଓ ସାଧାରଣ ଲୋକଙ୍କୁ ଯେତିକି ଚକିତ କରିଛି ଅଧିକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି IFS ଅଧିକାରୀ ସୁଶାନ୍ତ ନନ୍ଦ।

ଭିଡ଼ିଓଟିରେ ଗୋଟେ ଟ୍ରକ ଓଭର ଲୋଡିଙ୍ଗ କରି ଆସୁଛି। ଏକ ବଙ୍କା ରାସ୍ତା ବୁଲୁଥିବା ସମୟରେ ଓଭର ଲୋଡିଙ୍ଗ ଟ୍ରକ ଟି ରାସ୍ତାରେ ଦୁଇ ଖଣ୍ଡ ହୋଇଯାଉଛି। ଏହି ଭିଡ଼ିଓଟିକୁ ଯିଏ ଥରେ ଦେଖୁଛି ଆଶ୍ଚର୍ଯ୍ୟ ହୋଇଯାଉଛି। ଭିଡ଼ିଓ ଟିକୁ ଦେଖିଲେ ଲାଗୁଛି ଯେମିତି ଟ୍ରକ ଚାଳକଙ୍କ ମୃତ୍ୟ ହୋଇଯାଇଥିବ କିନ୍ତୁ ପରେ ଦେଖା ଯାଉଛି ଯେ ଚାଳକ ନିଜେ ଟ୍ରକର ଦୁଇଖଣ୍ଡ ହୋଇଯାଇଥିବା ସମ୍ନା ଖଣ୍ଡକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ଏହି ଭିଡ଼ିଓ କୁ ଟ୍ୱିଟର ରେ IFS ଅଧିକାରୀ ସୁଶାନ୍ତ ନନ୍ଦ ସେୟାର କରି କ୍ୟାପସନରେ ଲେଖିଛନ୍ତି “ଶରୀରରୁ ଆତ୍ମା ଅଲଗା ହେଇଗଲା”। ଭିଡ଼ିଓକୁ ଦେଖି ସୋସିଆଲ ମିଡ଼ିଆ ୟୁଜର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଚାଲିଛନ୍ତି। ବିଭିନ୍ନ ସମୟରେ ଲୋକମାନେ ଟ୍ରକ ଏବଂ ଯାନ ବାହାନକୁ ଓଭର ଲୋଡିଙ୍ଗ କରି ନେଉଥିବାର ଦେଖିବାକୁ ମିଳିଥାଏ। ଏହି ଓଭର ଲୋଡ଼ କାରଣରୁ ବହୁ ଗାଡି ଦୁର୍ଘଟଣା ଗସ୍ତ ମଧ୍ୟ ହେଇଥାଏ। ଗାଡି ଦୁର୍ଘଟଣା ଗସ୍ତ ହେଉଥିବାରୁ ଚାଳକ ଙ୍କ ମୃତ୍ୟୁ ହେଉଥିବା ଘଟଣା ବହୁତ ସମ୍ନାକୁ ଆସୁଛି। ସେଥିପାଇଁ ଆପଣ ମାନେ ସଚେତନ ସହିତ ଗାଡି ଚଳାନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ।

 

Leave a Comment