ନମସ୍କାର ପ୍ରିୟ ବନ୍ଧୁଗଣ। ଆପଣମାନେ ପୁଣିଥରେ ଏଠାକୁ ନୂଆ ନୂଆ ଜ୍ଞାନ ଶିଖିବା ପାଇଁ ଆସିଛନ୍ତି ଆପଣଙ୍କୁ ସ୍ୱାଗତ। ତେବେ ଚାଲନ୍ତୁ ଆଜିର ନୂଆ ଫୋଟୋ ଦେଖି ଉତ୍ତର କୁ ଆରମ୍ଭ କରିବା
ପଜଲ ନମ୍ବର1-ପ୍ରଥମ ଚିତ୍ରଟି ଅଟେ H ଓ ଅନ୍ୟ ଚିତ୍ରଟି ଅଟେ ଚାବି।ତେବେ କଣ ଅଟେ ଖେଳର ନାମ?
ଉତ୍ତର- ଚିତ୍ରଦେଖି ଜଣାପଡୁଛି ଖେଳଟିର ନାମ ହକି।କାରଣ ପ୍ରଥମ ଚିତ୍ରଟି ହେଉଛି ହୋ ଓ ଅନ୍ୟ ଚିତ୍ରଟି ଅଟେ ଚାବି ବା କି ସେଥିପାଇଁ ଖେଳଟିର ନାମ ହକି।
ଫଜଲ ନମ୍ବର2-ପ୍ରଥମ ଚିତ୍ରଟି ଅଟେ ଚିତ୍ର ଓ ଅନ୍ୟଟି ଅଟେ ଏକ ବଲ ।ତେବେ କଣ ଅଟେ ଖେଳର ନାମ?
ଉତ୍ତର- ଚିତ୍ର ଦେଖିଜଣାପଡୁଛି ଖେଳଟିର ନାମ ପେଣ୍ଟବଲ କାରଣ ପ୍ରଥମ ଚିତ୍ରଟି ଅଟେ ଚିତ୍ର ବା ପେଣ୍ଟ ଓ ଅନ୍ୟଟି ଅଟେ ବଲ ସେଥିପାଇଁ ଖେଳଟିର ନାମ ପେଣ୍ଟବଲ।
ଫଜଲ ନମ୍ବର3-ପ୍ରଥମ ଚିତ୍ରଟି ଅଟେ ପାଦ ଓ ଦ୍ୱିତୀୟ ଚିତ୍ରଟି ଅଟେ ଏକ ବଲ। ତେବେ କଣ ଅଟେ ଖେଳଟିର ନାମ ହେବ?
ଉତ୍ତର- ଚିତ୍ରଦେଖି ଜଣାପଡୁଛି ଖେଳଟିର ନାମ ଫୁଟବଲ କାରଣ ପ୍ରଥମ ଚିତ୍ର ହେଉଛି ପାଦ ବା ଇଂରାଜୀ ନାମ ଫୁଟ ଓ ଦ୍ୱିତୀୟ ଚିତ୍ରଟି ଅଟେ ବଲ ତେବେ ଖେଳଟିର ନାମ ଫୁଟବଲ।