ଘରକୁ ଡାକି ମଜା କରିଥିଲେ “ସିନ୍ଦୁରର ଅଧିକାର” ହିରୋ ହିରୋଇନ:-

ଯଦି ଆପଣ ଓଲିଉଡ ପ୍ରେମୀ ହୋଇଥିବେ ତାହେଲେ ଓଡ଼ିଆ ଧାରାବାହିକ ଟିଭି ସିରିୟଲ ଦେଖିବାକୁ ଖୁବ ପସନ୍ଦ କରୁଥିବେ। ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ସିନ୍ଦୂରର ଅଧିକାର ଧାରାବାହିକ ଟି ଦେଖିବାକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି।ସେଥିରେ ଅଭିନେତା ଓ ଅଭିନେତ୍ରୀ ବହୁତ ଭଲ ଅଭିନୟ କରୁଛନ୍ତି।

ସିନ୍ଦୂରର ଅଧିକାର ଧାରାବାହିକ ରେ ଉର୍ବି, ରୋମ ଓ ନିକି ଙ୍କ ଅଭିନୟ କୁ ବହୁତ ସାରା ଭଲ ପାଇବା ଦେଇଥିବେ। ଖାସ୍ କରି ସିନ୍ଦୂରର ଅଧିକାର ଧାରାବାହିକ ରେ ରୋମ ଙ୍କ କମେଡି କୁ ଆପଣମାନେ ବହୁତ ପସନ୍ଦ କରୁଥିବେ। ଏହାପରେ ସିନ୍ଦୂରର ଅଧିକାର ଧାରାବାହିକ ଟି କୁ ଆପଣ ମାନେ ବହୁତ ଭଲ ପାଇବା ଦେଇଛନ୍ତି।

 

ଏହି ଧାରାବାହିକ ଟି ନମ୍ବର ୱାନ ଭାବରେ ପରିଗଣିତ ହୋଇଛି।ବର୍ତ୍ତମାନ ଅଭିନେତା ରୋମ କୁ ନେଇ ବଡ଼ ଖବର ଆସିଛି। ଅଭିନେତା ରୋମ ଏବେ ନିଜ ଧାରାବାହିକରେ ଥିବା ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ତାଙ୍କ ଘରକୁ ଡାକିଥିଲେ। ଏବଂ ତାଙ୍କ ଘରେ ସମସ୍ତେ ମିଳି ମିଶି ପଖାଳ ଖାଇଥିଲେ।

ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଘୁରି ବୁଲୁଛି। ସେ ପଖାଳ,ମାଛ ଭଜା ଖାଉଛନ୍ତି। ଗୋଟିଏ ଜାଗାରେ ଏକାଠି ରହି ଫଟୋ ଉଠାଇଛନ୍ତି। ଅଭିନେତା ରୋମ ତାଙ୍କ ଗାଁ ରେ ଟୁର୍ଣ୍ଣାମେଣ୍ଟ ହେଉଥିବା ରୁ ଡାକିଥିଲେ। ଏହାପରେ ତାଙ୍କ ଘରେ ଖାଇଥିଲେ ଓ ବୁଲିଥିଲେ।

Leave a Comment