ପୋଲିସ ଚାକିରୀ କଲେ ଓଡ଼ିଆ ହିରୋଇନ ଭୂମିକା ଦାସ, ଏବେ କରିବେ ଅପରାଧୀଙ୍କୁ ସାବାଡ଼:-

ଓଲିଉଡ଼ ର ଚୂଲୁବୁଲି ଅଭିନେତ୍ରୀ କୁହାଯାଉଥିବା ଭୂମିକାଙ୍କୁ ନେଇ ଯେଉଁ ଖୁସି ଖବର ଆସିଛି ଆପଣ ଜାଣିଲେ ଅଧିକ ଖୁସି ହୋଇଯିବେ।ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ କି ଓଲିଉଡ଼ ଚୂଲୁବୁଲି ନାୟିକା ଭୂମିକା ଙ୍କୁ ଆପଣମାନେ ଶିଶୁ କଳାକାର ଭାବରେ ବହୁତ ସାରା ଫିଲ୍ମ ରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ।

 

ବନ୍ଧୁଗଣ ସେ ତାଙ୍କ ଅଭିନୟ ଦ୍ୱାରା ବହୁତ କମ ସମୟ ମଧ୍ୟରେ ନିଜର ଲୋକପ୍ରିୟତା ବଢ଼ିବାରେ ସଫଳ ହୋଇଛନ୍ତି। ବନ୍ଧୁଗଣ ଆପଣମାନେ ଭୂମିକା ଦାସ ଙ୍କୁ ବହୁତ ସାରା ଓଲିଉଡ଼ ଫିଲ୍ମ ରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ କୁ ଆପଣମାନେ ବହୁତ ସାରା ଚଳଚିତ୍ରରେ ଦେଖିଥିବେ।

 

ତେବେ ବନ୍ଧୁଗଣ ପ୍ରଥମ ଥର ପାଇଁ ତୁ ମୋ ଲଭ ଷ୍ଟୋରି ଫିଲ୍ମ ଦ୍ୱାରା ଲିଡ଼ ନାୟିକା ଭାବରେ ସ୍ୱରାଜଙ୍କ ସହ ଜବରଦସ୍ତ ଅଭିନୟ କରୁଥିବାର ନଜର ଆସିଥିଲେ ତାଙ୍କ ଏହି ଫିଲ୍ମ ରେ ଭୂମିକା ଙ୍କ ଜବରଦସ୍ତ ଅଭିନୟ କାରଣରୁ ଏହି ଫିଲ୍ମ ଟି ସୁପରହିଟ ହୋଇଥିଲା।

 

ତେବେ ଦର୍ଶକବନ୍ଧୁ ଆପଣମାନେ ଏଠାରେ ଦେଖିପାରୁଥିବେ କି ଭୂମିକା ପୋଲିସ ଡ୍ରେସ ରେ କିଛି ଲୋକଙ୍କ ସହ ସେଲ୍ଫି ନେଉଥିବାର ଦେଖିବାକୁ ପାଉଥିବେ ତେବେ ଦର୍ଶକବନ୍ଧୁ ଆପଣଙ୍କୁ କହିଦେଉଛୁକି ଆସିବାକୁ ଯାଉଛି ଭୂମିକାଙ୍କ ଏକ ନୂଆ ଚଳଚିତ୍ର ସେ ଏହି ଚଳଚ୍ଚିତ୍ର ରେ ପୋଲିସ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି।

 

Leave a Comment