ପ୍ରସିଦ୍ଧ ଓଡ଼ିଆ ଜଗତର ହିରୋ ସିଦ୍ଧାନ୍ତ ଙ୍କ ପୁଅ କରିବେ ଫିଲ୍ମ ଜଗତରେ ଡେବ୍ୟୁ,ହଲ ରେ ଲାଗିବ ଭିଡ:-

ସୋସିଆଲ ମିଡିଆରେ ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅର ଫଟୋ ବହୁତ ପୋଷ୍ଟ ହେଇ ଥାଏ। କିନ୍ତୁ ଆଜି ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅଙ୍କୁ ଦେଖିବା 2022 ରେ ଏଭଳି ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅ ଦେଖାଯାଉଛନ୍ତି ଏବଂ ଡେବ୍ୟୁ କରିବାକୁ ଯାଉଛନ୍ତି ଏକ ନୂଆ ଚଳଚ୍ଚିତ୍ର।

 

ବନ୍ଧୁଗଣ ସିଦ୍ଧାନ୍ତ ମହାପାତ୍ର ଏବଂ ମାମା ମିଶ୍ରଙ୍କ ପୁଅ ଏବେ ଓଡିଶା ଫିଲ୍ମ ଜଗତରେ ଡେବ୍ୟୁ କରିବାକୁ ଯାଉଛନ୍ତି ଏବଂ ନିଜ ବାପାଙ୍କ ତରଫରୁ ଏହି ଅଭିନେତା ଜଣଙ୍କୁ ବ୍ରେକ ମିଳୁଛି। ତେବେ 2022 ରେ ଏମିତି ଗ୍ରେଟ୍ ଲୁକ୍ ରେ ମାମା ମିଶ୍ର ଏବଂ ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅ ଏବଂ ପୁଣିଥରେ ତରଙ୍ଗ ସିନେ ପ୍ରଡକ୍ସନର ଫିଲ୍ମ ଜରିଆରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି।

 

ଶୁଣିବାକୁ ମିଳୁଛି ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅ ପୁଣିଥରେ ତରଙ୍ଗ ସିନେ ପ୍ରଡକ୍ସନ ଫିଲ୍ମ ଜରିଆରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି। ଦର୍ଶକ ବନ୍ଧୁ ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅକୁ ଛୋଟ ବେଳରେ ଆପଣମାନେ ଦେଖିଥିବେ 2022 ରେ ଗ୍ରେଟ୍ ଲୁକ୍ ରେ ନଜର ଆସୁଛନ୍ତି ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅ ଏବଂ ଏକ ପାର୍ଟିରେ ନଜର ଆସିଥିଲେ।

Leave a Comment