ପୁଟିନଙ୍କ ସହ ଭେଟ ହେଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତ:-

ବନ୍ଧୁଗଣ ଆପଣମାନେ ସମସ୍ତେ ପୁଟିନଙ୍କୁ ତ ଜାଣିଥିବେ। ସେ ଋଷର ପ୍ରଧାନମନ୍ତ୍ରୀ ଅଟନ୍ତି। ଋଷର ଲୋକମାନେ ତାଙ୍କ ଶାସନ ରେ ବହୁତ ଖୁସି ଅଛନ୍ତି। ଏବଂ ଋଷର ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ ସେ ଋଷ ଉପରେ ରାଜ୍ କରୁଛନ୍ତି। ଏବଂ ତାଙ୍କ ଶାସନରେ ସମସ୍ତେ ବହୁତ ଖୁସି ଅଛନ୍ତି । ଆଉ ଏବେ ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ବହୁ ମାତ୍ରାରେ ବଢ଼ି ଯାଇଛି। ଯୁଦ୍ଧ ମଧ୍ୟ ଜାରି ରହିଛି। ଯୁଦ୍ଧ ବହୁତ ଭୟଙ୍କର ରୂପ ଧାରଣ କରିସାରିଲାଣି। ବୋମାମାଡ ମଧ୍ୟ ଚାଲିଛି। ଆଉ ପୁଟିନ କହିଛନ୍ତି ୟୁକ୍ରେନକୁ ଆମ ଆଗରେ ଆତ୍ମ ସମର୍ପଣ କରିବାକୁ ପଡ଼ିବ ।

ଆଉ ସେ ଯଦି ଆତ୍ମ ସମର୍ପଣ ନ କରେ ତାହେଲେ ୟୁକ୍ରେନ ଦେଶକୁ ଧ୍ଵଂସ କରି ଦିଆଯିବ। ଆଉ ଆପଣମାନେ ତ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ଭଲଭାବରେ ଜାଣିଥିବେ। ସେ ଜଟଣୀର ବିଧାୟକ ଅଟନ୍ତି । ସେ ନିଜ ରାଜୁତି ଏବଂ କଥା ମାଧ୍ୟମରେ ସମସ୍ତଙ୍କର ପ୍ରିୟ ହୋଇଛନ୍ତି। ସେ ବହୁତ ଭଲ ନେତା ଅଟନ୍ତି। ସେ ବହୁତ ଭଲ କଥା କହିଥାନ୍ତି । ଆଉ ସେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ଆଉ ଏବେ ଏକ ଫଟୋ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେବାରେ ଲାଗିଛି।

 

ଯେଉଁଥିରେ ଋଷ ଦେଶର ପ୍ରଧାନମନ୍ତ୍ରୀ ପୁଟିନ ଏବଂ ଜଟଣୀ ବିଧାୟକ ସୁର ରାଉତରାୟ କଥାବାର୍ତା ହେଉଥିବାର ନଜର ଆସିଛନ୍ତି । ଏହି ଫଟୋ ଏବେ ବହୁତ ଭାଇରାଲ ହେବାରେ ଲାଗିଛି। ଜଟଣୀ ବିଧାୟକ ସୁର ରାଉତରାୟ ଏବଂ ପୁଟିନଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଯୁଦ୍ଧ ରୋକିବା ଏବଂ ବିଭିନ୍ନ ବିକାଶ ମୂଳକ ଯୋଜନା ଉପରେ ଦ୍ଵି ପାକ୍ଷିକ ଆଲୋଚନା ହେଲା ବୋଲି ସୂଚନା ମିଳିଛି । ସୂଚନା ମିଳିଛି କି ଏହି ସମ୍ପର୍କରେ ଆହୁରି ବହୁତ କିଛି ଆଲୋଚନା ହୋଇଛି। ଦେଖାଯାଉ ଏହାର ଫଳ କଣ ସମ୍ନାକୁ ଆସୁଛି।

 

 

 

Leave a Comment