ଓଡ଼ିଆ ହିରୋଇନ ଶିଭାନୀଙ୍କ ଭଉଣୀ ଦେଖିବାକୁ ତାଙ୍କ ଠୁବି ଅଧିକ ଚୁଲବୁଲି,ଦେଖିଲେ ଅପଣଙ୍କ ହୋସ ଉଡିଯିବ:-

ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ହିରୋଇନ୍ ଶିବାନୀ ସଂଗୀତାଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ହେଲେ ଦର୍ଶକ ବନ୍ଧୁ ଆପଣମାନେ ଶିବାନୀ ସଙ୍ଗୀତାଙ୍କ ସାନ ଭଉଣୀଙ୍କ ବିଷୟରେ କିଛି ଜାଣିଛନ୍ତି କି ତେବେ ଦର୍ଶକ ବନ୍ଧୁ ଶିବାନୀ ସଙ୍ଗୀତାଙ୍କ ସାନ ଭଉଣୀ କୌଣସି ହିରୋଇନ୍ ଙ୍କ ଠାରୁ କମ୍ ନୁହଁନ୍ତି ତେବେ ଦର୍ଶକ ବନ୍ଧୁ ଏହା ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ତଥ୍ୟ ଆସନ୍ତୁ ଜାଣିବା।


ଦର୍ଶକ ବନ୍ଧୁ ଆପଣମାନେ ଶିବାନୀ ସଙ୍ଗୀତାଙ୍କୁ ଏକ ଶିଶୁ କଳାକାର ଭାବରେ ଓଲିଉଡ ଜଗତରେ ଏଣ୍ଟ୍ରି କରିଥିବାର ଦେଖିଥିବେ ଆଉ ଏହାପରେ ଶିବାନୀ ସଙ୍ଗୀତା ବହୁତ ସାରା ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି ଏମିତିକି ଓଲିଉଡର ସମସ୍ତ ଆଗ ଧାଡ଼ିର କଳାକାର ମାନଙ୍କ ସହିତ ଅଭିନୟ କରି ଓଡ଼ିଶାକୁ ବୋହୁତ ସାରା ହିଟ୍ ଫିଲ୍ମ ଦେଇଛନ୍ତି।


ତେବେ ବର୍ତ୍ତମାନ ସମୟରେ ଶିବାନୀ ସଙ୍ଗୀତା ସ୍ଵରାଜଙ୍କ ସହିତ ଗୋଟିଏ ନୂଆ ଫିଲ୍ମର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି ହେଲେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଛନ୍ତି କି ଶିବାନୀ ସଙ୍ଗୀତାଙ୍କ ସାନ ଭଉଣୀ ବି କୌଣସି ହିରୋଇନ୍ ଙ୍କ ଠାରୁ କମ୍ ନୁହଁନ୍ତି। ଦର୍ଶକ ବନ୍ଧୁ ଶିବାନୀ ସଙ୍ଗୀତାଙ୍କ ସାନ ଭଉଣୀଙ୍କୁ 15 ବର୍ଷର ବୟସ ହୋଇଛି ଆଉ ସେ ଶିବାନୀ ସଙ୍ଗୀତାଙ୍କ ଭଳି ଅଭିନୟକୁ ମଧ୍ୟ ବୋହୁତ ପସନ୍ଦ କରନ୍ତି ।

ଏବଂ ସେ ଏବେ ପାଠ ପଢିବା ସହିତ ଅଭିନୟ କରୁଥିବାର ନଜର ଆସିଛନ୍ତି ଯାହାକି ଆପଣମାନେ ତାଙ୍କ ସୋସିଆଲ ମିଡିଆରେ ଦେଖିବା ପାଇଁ ପାଉଥିବେ। ତେବେ ଶିବାନୀ ସଙ୍ଗୀତା ତାଙ୍କ ସାନ ଭଉଣୀଙ୍କୁ ବୋହୁତ ଅଧିକ ଭଲ ପାଆନ୍ତି ଆଉ ଶିବାନୀ ସଙ୍ଗୀତାଙ୍କ ପରିବାରରେ ତାଙ୍କ ବାପା ମାଆ ଏବଂ ତାଙ୍କ ସାନ ଭଉଣୀ ରୁହନ୍ତି।

ଶିବାନୀ ସଙ୍ଗୀତା ଛୋଟ ବେଳରୁ ଓଲିଉଡ ଜଗତରେ କାମ କରୁଛନ୍ତି ପ୍ରଥମେ ସେ ଓଡ଼ିଆ ଧାରାବାହିକରେ କାମ କରିଥିଲେ ଶିଶୁ କଳାକାର ଭାବରେ ସେ ଓଲିଉଡ ଜଗତରେ ଯୋଗ ଦେଇଥିଲେ ଆଉ ବର୍ତ୍ତମାନ ସେ ଓଡ଼ିଆ ଫିଲ୍ମରେ ହିରୋଇନ୍ ଭାବରେ ନଜର ଆସୁଛନ୍ତି।

 

Leave a Comment