ନିଜ ହେବାକୁ ଥିବା ପତ୍ନୀଙ୍କ ସହ ମନାଲିରେ ମସ୍ତି କରୁଛନ୍ତି କମେଡି କିଙ୍ଗ ମିଷ୍ଟର ଗୁଳୁଆ,ଦେଖନ୍ତୁ ଭିଡ଼ିଓ

ଯଦି ଆପଣମାନେ ଓଡିଶା ଓ ଓଲିଉଡର ପ୍ରେମୀ ହୋଇଥିବେ ତାହେଲେ ହାସ୍ୟ ଜଗତର ଅଭିନେତା ମିଷ୍ଟର ଗୁଲୁଆ ଙ୍କୁ ନିଶ୍ଚୟ ଭାବରେ ଜାଣିଥିବେ। ମିଷ୍ଟର ଗୁଲୁଆ ତାଙ୍କ ଅଭିନୟ ରେ ସମସ୍ତଙ୍କୁ ବହୁତ ହସେଇଥାନ୍ତି। ଦର୍ଶକମାନେ ତାଙ୍କର ମଜଳିଆ ଭିଡିଓ ଦେଖିବା ପାଇଁ ବହୁତ ପସନ୍ଦ ମଧ୍ୟ କରିଥାନ୍ତି। ତାଙ୍କର ସବୁ ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ।

ମିଷ୍ଟର ଗୁଲୁଆ ଷ୍ଟେଜ ଶୋ କରିଛନ୍ତି। ତାପରେ ତାଙ୍କୁ ଫିଲ୍ମ୍ ରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା। ସେ ଲେଖୁ ଲେଖୁ ଲେଖିଦେଲି ଫିଲ୍ମ୍ ରେ ପ୍ରଥମେ ଅଭିନୟ କରିଲେ। ହାସ୍ୟ ଅଭିନେତା ମିଷ୍ଟର ଗୁଲୁଆ କିଛି ଦିନ ତଳେ ପ୍ରେମ ଦିବସ ଦିନ ବର୍ଷାଙ୍କ ସହିତ ନିର୍ବନ୍ଧ କରିଥିଲେ।

ସେ ଦୁହେଁ ବହୁତ ସୁନ୍ଦର ଅଭିନୟ କରିଥାନ୍ତି। ତାଙ୍କ ନିର୍ବନ୍ଧ ରେ ସମସ୍ତେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ସେ ଦୁହେଁ ବର୍ତ୍ତମାନ ବହୁତ ଖୁସି ଅଛନ୍ତି। ଦୁହେଁ ଏକାଠି ବହୁତ ସୁନ୍ଦର ସୁନ୍ଦର ରିଲ୍‌ରେ ଅଭିନୟ କରୁଛନ୍ତି। ଯାହାକି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଦର୍ଶକମାନେ ପସନ୍ଦ କରିଛନ୍ତି।

 

ମିଷ୍ଟର ଗୁଲୁଆ ଓ ବର୍ଷା ଦୁହେଁ ଏକାଠି କାମ କରନ୍ତି। ସେମାନଙ୍କର ନିର୍ବନ୍ଧର ଫୋଟୋ ଓ ଭିଡିଓ ରେ ବହୁତ ମଜା ହୋଇଥିଲା। ବହୁତ ଭାଇରାଲ ହୋଇଥିଲା। ସମସ୍ତେ ସୁନ୍ଦର ସୁନ୍ଦର କଥା କହିଥିଲେ।ବର୍ତ୍ତମାନ ମିଷ୍ଟର ଗୁଲୁଆ ଓ ବର୍ଷା ମନାଲି ରେ ବହୁତ ମସ୍ତି କରୁଛନ୍ତି।ତାଙ୍କର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave a Comment