ଯଦି ସ୍ତ୍ରୀ ନିଜର ସ୍ଵାମୀଙ୍କୁ ଦେଉଛି ଏହି ଜିନିଷ,ଘରେ ବର୍ଷିବ ଧନ:-

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ବିଶେଷ ତଥ୍ୟ ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆପଣ ମାନେ ଘରୁ ଯେତେ ବେଳେ ଘରୁ ବାହାରୁଛନ୍ତି ଯଦି ଆପଣ ମାନଙ୍କ ସ୍ତ୍ରୀ ଟଙ୍କା ପଇସା କିଛି ହାତରେ ଦେଇଥାନ୍ତି। ତେବେ ଜାଣି ନିଅନ୍ତୁ ଆପଣ ମାନଙ୍କର ଏମିତି ଦିନ ଯଦି ଆସେ ତେବେ ଦେଖିବେ ଆପଣ ମାନଙ୍କ ସେହି ଦିନଟି ବହୁତ ମଙ୍ଗଳ ମୟ ଗୋଇଥାଏ।

 

ସେହି ପରି ସ୍ତ୍ରୀ ଙ୍କ ମୂଖ ରୁ ହସ ଦେଖିକି ବାହାରକୁ ଗଲେ ବହୁତ ମଙ୍ଗଳ ହୁଏ । ହେଲେ ମନେ ରଖନ୍ତୁ ଘରୁ ବାହାରିବା ସମୟ ରେ କେବେ ବି ସ୍ତ୍ରୀ ସହିତ ଝଗଡା କରି ବାହାରନ୍ତୁ ନାହିଁ । ଏହା ଏକ ସାଧାରଣ ଘଟଣା ଲାଗୁଥିଲେ ମଧ୍ୟ ହେଲେ ଏହା ଆପଣ ମାନଙ୍କ ପାଇଁ ବହୁତ କ୍ଷେତି କାରକ ଅଟେ । ଆପଣ ମାନଙ୍କର କୈଣସି କାମ ଠିକ୍ ସେ ହୋଇନଥାଏ । ଏହଂ ଆପଣ ମାନେ ପ୍ରତ୍ୟୋକ କାର୍ଯ୍ୟ ରେ ଅସଫଳ ହୋଇଥାନ୍ତି । ଯଦି ନମାଗି ସ୍ତ୍ରୀ କିଛି ଦିଏ କିମ୍ବା ଏହିଟା ରଖିଥାଉ ବୋଲି ସେ କହିଥାନ୍ତି । ତେବେ ଆପଣ ମାନଙ୍କର ସେହି ଦିନଟି ବହୁତ ହିଁ ମଙ୍ଗଳ କର କିଛି ଆଣି କରିଆସୁଛି । ହେଲେ ସ୍ତ୍ରୀ ମାନଙ୍କୁ ଏହି କଥା ମନେ ରଖିବାର ରହିଛି କି ସ୍ୱାମୀ ମାନଙ୍କୁ ଘରୁ ଯିବା ସମୟ ରେ କେବେ ବି ସ୍ୱାମୀ ଙ୍କ ସହିତ କଳହ କରିବେ ନାହିଁ ।

ସବୁ ସମୟ ରେ ସ୍ୱାମୀ ସାମ୍ନାରେ ହସ ହସ ମୁହଁ ରଖିବେ ଏବଂ ଭଲ କରି ସ୍ୱାମୀ ସହିତ କଥା ହେବେ । ତେବେ ଆପଣ ମାନଙ୍କର ଏହି ଛୋଟିଆ କାମଟି ସେମାନଙ୍କ ଜିବନକୁ ଚମକେଇ ଦେବ ।

 

Leave a Comment