ସମୁଦ୍ରରୁ ମିଳିଲା ପ୍ରଭୁ ଶ୍ରୀକୃଷ୍ଣଙ୍କ କଙ୍କାଳ,ବୈଜ୍ଞାନିକ ହେଲେ ଆଶ୍ଚର୍ଯ୍ୟ,ଦେଖନ୍ତୁ ଭିଡି଼ଓ:-

ପ୍ରାଚୀନ କାଳରୁ କାହାଣୀ ଗୁଡ଼ିକ ଅତି ଅଦ୍ଭୁତ ରହିଛି। ଯାହା ହିନ୍ଦୁ ପୌରାଣିକ ଗ୍ରନ୍ଥରେ ଏହିପରି କାହାଣୀ ଗୁଡିକ କୁହାଯାଇଛି। ଯାହାର ପ୍ରମାଣ ଆଜି ଆଉ ନାହିଁ। କିନ୍ତୁ ଶ୍ରୀକୃଷ୍ଣ ଙ୍କୁ ମଥୁରା ରୁ ବେଶୀ କେଉଁ ନଗରୀ ଭଲ ଲାଗୁଥିଲା ଜାଣିଛନ୍ତି କି? ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଗୋପୀମାନେ ମଥୁରା ନଗରୀରେ ରହୁଥିଲେ। କିନ୍ତୁ ଭଗବାନ ଙ୍କୁ କାହିଁକି ସେହି ନଗରୀ ଛାଡ଼ିବାକୁ ପଡ଼ିଲା? ଜାଣିଛନ୍ତି କି


ସମୁଦ୍ର ମନ୍ଥନ- ହିନ୍ଦୁ ଧର୍ମରେ ଏହି ବିଷୟରେ କୁହାଯାଇ ଥାଏ।କୁହାଯାଏ ଯେ ଦେବତା ଓ ରାକ୍ଷସ ମାନେ ସମୁଦ୍ର କୁ ମନ୍ଥି ଥିଲେ। ଏବଂ ସେଥିରୁ କେତେ ଅମୂଲ୍ୟ ଜିନିଷ ବାହାରିଥିଲା। ସବୁଠୁ ଅମୂଲ୍ୟ ଥିଲା ଅମୃତ। ବିଶ ମଧ୍ୟ ବାହାରିଥିଲା ଯାହାକି ସ୍ଵୟଂ ମହାଦେବ ପାନ କରିଥିଲେ। ଅମୃତ ନେଇ ରାକ୍ଷସ ସେଠୁ ପଳେଇ ଯାଇଥିଲେ।ଏହାର ପ୍ରମାଣ ମଧ୍ୟ ମିଳିଛି। ଦ୍ୱାରିକରେ ଏକ ପର୍ବତ ରହିଛି। ମନ୍ଦାର ପର୍ବତ କୁହାଯାଏ। କିନ୍ତୁ ମିଥୁଲ୍ ତ୍ରିବେଦି କହିଛନ୍ତି ବିହାରର ଭଗଲ ପୁରରେ ମନ୍ଦାର ପର୍ବତ ରହିଛି। ଏଥିରୁ ଜଣାପଡିଛି ସମୁଦ୍ର ମନ୍ଥନ ହୋଇଥିଲା।

ଦ୍ବାରିକା ନଗରୀ – ମଥୁରା ଛାଡ଼ିଲା ପରେ ଭଗବାନ ଶ୍ରୀ କୃଷ୍ଣ ଦ୍ବାରିକା ରେ ଏକ ନଗରୀ କରିଥିଲେ। କିଛି ବର୍ଷ ପୂର୍ବରୁ ନେଶ୍ନାଲ ଇନଷ୍ଟିଟିଉଟ୍ ବିଭାଗୀୟ ଙ୍କୁ ପ୍ରାଚୀନ ଦ୍ବାରିକା ରହିଛି ବୋଲି ଜଣା ପଡିଥିଲା। ଏହି ସମୁଦ୍ରରେ ଏକ ଅଦ୍ଭୁତ ଜିନିଷ ରହିଛି। ଏପରି କଣ ହୋଇଥିଲା ଯେ ଦ୍ବାରିକା ନଷ୍ଟ ହୋଇଗଲା?ଭାରତୀୟ ବାୟୁସେନା ପାଇଲଟ ରେ ଉପରେ ଯାଉଥିବା ସମୟରେ ଦେଖିଥିଲେ।ଏହା ଏକ କାଳ୍ପନିକ ନଗରୀ କୁହାଯାଉଥିଲା। ଏସ ଆର ରାଓ ଏହାକୁ ସତ୍ୟ ବୋଲି ପ୍ରମାଣ କରିଛନ୍ତି। 1980 ମସିହାରେ ସମୁଦ୍ରରେ 560 ମିଟର ରେ ଥିବା ଦ୍ବାରିକକଜ ଖୋଜିଲେ।ତାଙ୍କୁ ବାସନ ମଧ୍ୟ ମିଳିଲା। ତାପରେ ସେ ସେଠି ଖୋଳି ବହୁତ ରହସ୍ୟମୟ ଜିନିଷ ପାଇଲେ। ଚୁନା ପଥର ମଧ୍ୟ ଖୋଜିକି ପାଇଥିଲେ।

ମହାଭାରତ – ଧର୍ମ ଓ ଅଧର୍ମ ର ଯୁଦ୍ଧ ହୁଏ ବୋଲି କୁହାଯାଏ।ସେଥିରୁ ଜଣା ପଡେ ଯେ ଶ୍ରୀକୃଷ୍ଣ ଏହି ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ।ମହାଭାରତ ଯୁଦ୍ଧ ମଧ୍ୟ ହୋଇଥିଲା। ଇତିହାସର ଅର୍ଥ ଯାହା ଘଟିଥାଏ। ରାଜା ପାଣ୍ଡୁ ଓ ଧୃତରାଷ୍ଟ୍ର ମଧ୍ୟ ଏହି ବଂଶର ଥିଲେ। ଆଜି ଯାହା ହେଉଛି ଗୀତା ରେ ତାହା ଲେଖା ହୋଇଛି। ଏହା କାଳ୍ପନିକ ନୁହେଁ।
ମହାଭାରତରେ ଭାରତ 35 ସହରରୁ ଅଧିକ ଲେଖା ହୋଇଅଛି। ଆଜି ବି ତାହା ଅଛି।ଏହାର ପ୍ରମାଣ ମଧ୍ୟ ମିଳିଛି। ଅସ୍ତିନାପୁର ଏବେ ମଧ୍ୟ ଉତ୍ତର ପ୍ରଦେଶ ରେ ରହିଛି। ଦ୍ବାରିକା ଭି ଗୁଜରାଟ ରାଜ୍ୟ ର ସହର ଅଟେ। ବିଭାଗୀୟ ଙ୍କୁ କୁରୁକ୍ଷେତ୍ର ପାଖରେ ମହାଭାରତର ଏକ କଙ୍କାଳ ମିଳିଛି।ସେଇଟା ଘଟୋତ୍କୋଚ ର କଙ୍କାଳ କୁହାଯାଉଛି। ଏହିପରି ବହୁତ ପ୍ରକାର ପ୍ରମାଣ ମିଳିଛି।

 

Leave a Comment