ରାଜରାସ୍ତା ରେ ବନ୍ଧା ପଡିଛି ଯାତ୍ରା ‘ପାର୍ବତୀ ଗଣନାଟ୍ୟ’ ।

ରାଜରାସ୍ତା ରେ ବନ୍ଧା ପଡିଛି ଯାତ୍ରା ପାର୍ବତୀ ଗଣନାଟ୍ୟ I ଆଜି ଜାତୀୟ ରାଜପଥ ପିପିଲି ରେ ପାର୍ବତୀ ଗଣନାଟ୍ୟର ୪ଟି ଗାଡ଼ିକୁ ଅଟକ ରଖାଯାଇଛି I ଏନେଇ ଅଟକ ରଖିଥିବା ଏକ କମିଟି ପ୍ରତିକ୍ରିୟା ଦେଇ କହିଛନ୍ତି କି କୋଭିଡି ପୂର୍ବରୁ ପାର୍ବତୀ ଗଣନାଟ୍ୟ ସଂସ୍ଥା ର ମାଲିକ ଦୁଇଟି କମିଟି ଯଥା ଇନ୍ଦିପୁର ମେଳନ କମିଟିର ୪ ଲକ୍ଷ ଟଙ୍କା ଏବଂ ଚିଲିକା ସାନନୈରି ମେଳନ କମିଟିର ୨ଲକ୍ଷ ୩୦ ହଜାର ଟଙ୍କା ଅଗ୍ରିମ … Read more

ବ୍ରହ୍ମଗିରି ରେ ଲୁଲୁଙ୍କ ଗଡ ସମ୍ଭାଳିବେ ଝିଅ ଉପାସନା

ବ୍ରହ୍ମଗିରି ରାଜନୀତି କୁ ନେଇ ଜୋରଦାର ଚର୍ଚା I ଏଥର ଆଉ ଦାଦା ନୁହେଁ ମଇଦାନ କୁ ସିଧାସଳଖ ଓଲ୍ହାଇବେ ବ୍ରହ୍ମଗିରି ଟାଇଗର ସ୍ବର୍ଗତ ଲୁଲୁ ମହାପାତ୍ର ଙ୍କ ଝିଅ ଉପାସନା I ଆଗାମୀ ନିର୍ବାଚନ ରେ ଏଥର ଉପାସନା ସିଧାସଳଖ ନିର୍ବାଚନ ଲଢ଼ିବେ I ଏନେଇ ବରିଷ୍ଠ ନେତୃତ୍ୱ ମାନଙ୍କ ଭିତରେ ଏକ ବୈଠକ ବସିଛି ଏବଂ ଏଥିରେ ଦାଦା ଲଳିତେନ୍ଦୁ ମଧ୍ୟ ହଁ ଭରିଛନ୍ତି I ପୂର୍ବ ନିର୍ବାଚନ ରେ ମଧ୍ୟ ଉପାସନା ଲଢ଼ିବାର … Read more

ବେନି ଜନେ ସମଦଶା -ବିଜେପି ରେ ଯୋଗ ଦେଇ ଭୁଲ ହେଇଗଲା କି ?

ଦିନେ ସେ ଥିଲେ ପାୱାରଫୁଲ ଅଫିସର ,ଭାରି ରୋକଠୋକ I ପ୍ରସାଶନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତି ରେ ଯୋଗ ଦେଇଥିଲେ I ସେ ଯୋଗ ଦେଉ ଦେଉ ଓଡିଶା ବିଜେପି ରେ ହଇଚଇ ସୃଷ୍ଟି ହେଇଥିଲା I ଲୋକମାନେ ତାଙ୍କୁ ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାଥୀ ଭାବେ ଘୋଷଣା କରିନେଲେ I ଓଡ଼ିଶାର ରାଜଧାନୀ ତଥା ବିଜେଡି ର ଗଡ ଭୁବନେଶ୍ୱର ରୁ ସିଧାସଳଖ ନିର୍ଵାଚନ କୁ ଓଲ୍ହାଇଲେ ଅପରାଜିତା ଏବଂ ବିଜେଡି ପ୍ରାଥୀ ଙ୍କୁ … Read more

ବିଜେଡି ର ଉତ୍ତରାଧିକାରୀ ହେବେ ଓଡ଼ିଆ ଝିଅ ତଥା ପାଣ୍ଡିଆନ ଙ୍କ ପତ୍ନୀ ସୁଜାତା !

ଯଦି ଆପଣ ସୋସିଆଲ ମିଡ଼ିଆ ଖୋଲୁଥିବେ ତେବେ ଅଧିକ ବାଖ୍ୟା କରିବା ଆବଶ୍ୟକ ନାହିଁ I ଟାଇଟଲ ରୁ ହିଁ ଆପଣ ଜାଣିସାରିବେଣି I ଏବେ ସୋସିଆଲ ମିଡିଆରେ ଯେଉଁ ପ୍ରସଙ୍ଗ ଉଠୁଛି ପଡୁଛି ତାହା ହେଉଛି ବିଜେଡି ର ଉତ୍ତରାଧିକାରୀ ଙ୍କୁ ନେଇକି I ସୋସିଆଲ ମିଡିଆରେ ଏବେ ଗୋଟିଏ ଚର୍ଚ୍ଚା ବିଜେଡି ର ଉତ୍ତରାଧିକାରୀ ହେବେ 5T ସଚିବ ଭିକେ ପାଣ୍ଡିଆନ ଙ୍କ ପତ୍ନୀ ସୁଜାତା ପାଣ୍ଡିଆନ I ଅବଶ୍ୟ ଏନେଇ ବିଧିବଧ ଭାବରେ … Read more

ଏକଲା ହେଇଗଲେ ଅପରାଜିତା , ଭୁବନେଶ୍ୱର ସାଂସଦ ଙ୍କୁ ବିରୋଧ କଲେ ପୁରୀ ବିଜେପି ବିଧାୟକ ନିଲୁ ଷଡ଼ଙ୍ଗୀ

ପୁଣି ଏକା ହେଇଯାଇଛନ୍ତି ଅପରାଜିତା ଷଡ଼ଙ୍ଗୀ , ଏପରିକି ନିଜ ଦଳ ର ବିଧାୟକ ବି ସାଥ ଦେଇନାହାନ୍ତି I ପୁରୀ ଐତିହ ଘଟଣାରେ କରିଡର ପ୍ରସଙ୍ଗ ଲୋକସଭା ରେ ସ୍ୱର ଉଠାଇ ସରକାର ଙ୍କୁ ହରଡ ଘଣା ରେ ପକାଇଥିବା ଭୁବନେଶ୍ୱର ସାଂସଦ ପୁରୀ ଚାଲ ଅଭିଯାନ ଓ ଆହ୍ବାନ ଦେଇଥିଲେ I ଆଜି ସକାଳ 8 ଘଟିକା ରୁ ଶରଧାବାଲିଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିବା ନେଇ ଆହ୍ୱାନ ଦେଇଥିଲେ I ଏଥିରେ ବିଜେପି … Read more

ବିଧାୟକ ସୁର ରାଉତରାୟଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କଲା କଂଗ୍ରେସ , ନିଆଯିବ କି କାର୍ଯ୍ୟାନୁଷ୍ଠାନ !

ସବୁବେଳେ ନିଜର କଥା କୁ ନେଇ ଚର୍ଚା ରେ ଥିବା ବିଧାୟକ ସୁର ରାଉତରାୟ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କଙ୍ଗ୍ରେସ I ଆଜି ପିସିସି ସଭାପତି ନିରଞ୍ଜନ ପଟନାୟକ ଏନେଇ ସୁର ଙ୍କୁ ନୋଟିସ କରିଛନ୍ତି I ସୂଚନା ଥାଉ କି କିଛିଦିନ ତଳେ ଗଣମାଧ୍ୟମ ରେ ସୁର କହିଥିଲେ କି କଂଗ୍ରେସ ର ସଭାପତି କିଏ ହେବେ ତାହା ନବୀନ ପଟ୍ଟନାୟକ ନିଷ୍ପତ୍ତି ନିଅନ୍ତି ଯାହାକୁ ନେଇ କଂଗ୍ରେସ ରେ ଚର୍ଚା … Read more

ପଞ୍ଜାବ ପରେ ଏବେ ଆପ୍ ଟାର୍ଗେଟ ରେ ଓଡିଶା ,ମିଳିବ 200 ୟୁନିଟ ମାଗଣା ବିଜୁଳି

ପଞ୍ଜାବ ରେ 200 ୟୁନିଟ ମାଗଣା ବିଜୁଳି ନାରା ଦେଇ ସରକାର ଗଢ଼ିଥିବା ଆପ୍ ସରକାର ର ନଜର ଏବେ ଓଡିଶା ଉପରେ I ସିଧାସଳଖ ଓଡିଶା ରେ ମିଳୁଥିବା ବିଜୁଳି କୁ ନେଇ ସମାଲୋଚନା କରିବା ସହିତ ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ହେଉଥିବା ସତ୍ୱେ କାହିଁକି ଓଡିଶା ବାସି ଏହାର ସୁବିଧା ପାଇପାରୁନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ I ତେବେ ଓଡିଶା ରେ ବିଜୁଳି ସମସ୍ୟା କୁ ମୁଖ୍ୟ ପ୍ରସଙ୍ଗ … Read more

ଗିରଫ ହେଲେ ଲୋକପ୍ରିୟ ଓଡିଆ ଧାରାବାହିକ ଅଭିନେତା ମିଲନ ଓରଫ ସାଇ

ଗିରଫ ହେଇଛନ୍ତି ଲୋକପ୍ରିୟ ଅଭିନେତା ସାଇ ଓରଫ ମିଲନ ମହାରଣା I ଓଡ଼ିଆ ଧାରାବାହିକ କୁଆଁରୀ ବୋହୁ ଜରିଆରେ ସେ ବେଶ ଲୋକପ୍ରିୟ ହେଇପାରିଥିଲେ I ତେବେ ଆଜି ତାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆସିବା ପରେ ସେ ଗିରଫ ହେଇଛନ୍ତି I ମିଳିଥିବା ସୂଚନା ଅନୁଯାୟୀ ମିଲନ ଜଣେ ଯୁବତୀ ଙ୍କୁ ବହୁଦିନ ଧରି ଭଲ ପାଉଥିଲେ କିନ୍ତୁ କିଛିଦିନ ଧରି ଯୁବତୀ ଙ୍କ ଠାରୁ ଦୂରତା ରଖୁଥିଲେ ଏବଂ ତାଙ୍କ ଫୋନ ଉଠାଉ ନଥିଲେ … Read more

ଆପ୍ ରେ ମିଶିବେ କି ଅପରାଜିତା !ଅପରାଜିତା ଙ୍କ ପଛରେ ବିରାଟ ବଡ ଷଡଯନ୍ତ୍ର ,ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଅପରାଜିତା ଷଡ଼ଙ୍ଗୀ ,ନାମ ହିଁ ଯଥେଷ୍ଟ , ଦିନକୁ ଦିନ ଲୋକପ୍ରିୟତା ବୃଦ୍ଧି ହେବାରେ ଲାଗିଥିବା ବେଳେ ନିକଟରେ ପୁରୀ ପରିକ୍ରମା ନିର୍ମାଣ ପ୍ରସଙ୍ଗ କୁ ନେଇ ଲୋକସଭାରେ ଉଠାଇଥିଲେ I ତେବେ ଏହାପରେ ଅପରାଜିତା ଯେଭଳି କିଛି ନିର୍ଦ୍ଧିଷ୍ଟ ଲୋକଙ୍କ ବିପଦ ସାଜିଛନ୍ତି I କିଛି ହାତଗଣତି ୟୁଟୁବ ଚାନେଲ ଏବଂ ଅନାମଧେୟ ୱେବ ପୋର୍ଟାଲ ମନଇଛା ନିଜ ମନରୁ ବାହାର କରି ଅପରାଜିତା ଆପ୍ ରେ ମିଶିବେ ଏବଂ ଏବେ ଏକଘରକିଆ ଭଳି ଅପପ୍ରଚାର … Read more

ସ୍ୱାମୀ ଏବଂ ଦୁଇ ଝିଅ କୁ ଛାଡି ବିବାହିତ ଦେଢଶୁର ସାଙ୍ଗରେ ଭାଇବୋହୁ ଫେରାର

ପରକ୍ରିୟା ପ୍ରୀତି କେତେବେଳେ ଯେ କେଉଁ ପରିସ୍ଥିତି ସୃଷ୍ଟି କରିବ ତାହା କହିବା ମୁସ୍କିଲ I ପ୍ରେମରେ ଥରେ ଅନ୍ଧ ହେଇଗଲେ ମଣିଷ ସବୁକିଛି ଭୁଲିଯାଏ I ନିଜର ହିତାହିତ ଜ୍ଞାନ ଭୁଲିଯାଏ I ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବନରପାଳ ବ୍ଲକ ରେ I ପରକ୍ରିୟା ପ୍ରୀତି ଏମିତି ପାଗଳ କଲା ଯେ ଶେଷରେ ନିଜର ଦୁଇ ଝିଅ କୁ ଛାଡି ଦେଢ଼ ଶୁର ସାଙ୍ଗରେ ଫେରାର ହେଇଗଲେ ଜଣେ ମହିଳା … Read more