ଅପରାଜିତା ଙ୍କୁ ଟାର୍ଗେଟ କରି ଅଡୁଆ ରେ ବର୍ଷା , ସୋସିଆଲ ମିଡିଆରେ ବର୍ଷା ଙ୍କୁ ଧୋଇଦେଲେ ୟୁଜର, ପଢନ୍ତୁ କଣ ଲେଖିଲେ ୟୁଜର୍ସ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ କୁ ନେଇ ଓଡିଶା ରାଜନୀତି ହଇ ଚଇ ହେଉଥିବା ବେଳେ ଅଚାନକ ଏହି ପ୍ରସଙ୍ଗ ରେ ଓଲିୟୁଡ଼ କୁଇନ ଧସେଇ ପଶି ଆସି ଏବେ ବିବାଦ ରେ I ଏକ ଟୁଇଟ କରି ନିଜର ମତାମତ ରଖିଛନ୍ତି ବର୍ଷା , ସିଧାସଳଖ ଅପରାଜିତା ଙ୍କୁ ଟାର୍ଗେଟ କରି ଲେଖିଛନ୍ତି କି
ମୁଁ ଜଣେ ଓଡ଼ିଆ ଝିଅ ଭାବରେ ଯେବେ ପୁରୀ ଯାଏ ମହିଳା ଙ୍କ ପାଇଁ କୌଣସି ଶୌଚାଳୟ ଦେଖିବାକୁ ପାଏନି ।

ଶ୍ରୀମନ୍ଦିର ଆସୁଥିବା ସବୁ ମହିଳା ଭକ୍ତ ମାନେ ଏଥିପାଇଁ ସମସ୍ୟା ଭୋଗୁଛନ୍ତି ,ସରକାରଙ୍କ ପକ୍ଷରୁ ଏହି ସୁବିଧା ଯୋଗାଇଦେବା ଲାଗି ବ୍ୟବସ୍ଥା କରାଯାଉଛି କିନ୍ତୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏଥିରେ କ’ଣ ଅସୁବିଧା ହେଉଛି । ତେବେ ବର୍ଷା ଙ୍କ ଏଭଳି ଟ୍ୱିଟ ପରେ ସୋସିଆଲ ମିଡିଆରେ ବର୍ଷା ଙ୍କୁ ଧୋଇ ଦେଇଛନ୍ତି ୟୁଜର୍ସ I ପଢନ୍ତୁ କଣ ଲେଖିଛନ୍ତି ୟୁଜର୍ସ I

Leave a Comment