ED ପଞ୍ଝା ରେ ଆମୱେ (Amway) କମ୍ପାନୀ !

 

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆମୱେ ଇଣ୍ଡିଆ ଏଣ୍ଟରପ୍ରାଇଜ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ୭୫୭ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଜବତ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା, ମନି ଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ ଯାଞ୍ଚରେ ଖୁଲାସା ହୋଇଛି କି ଆମୱେ ଡାଇରେକ୍ଟ ସେଲିଂ ମଲ୍ଟି ଲେଭଲ ମାର୍କେଟିଂ ନେଟୱାର୍କ ଆଳରେ ପିରାମିଡ୍ ଠକେଇ କରୁଥିଲା। ଯାହାର ସ୍ପଷ୍ଟ ଭାବେ ଅର୍ଥ ହେଉଛି କି ତାର ସଦସ୍ୟଙ୍କୁ ଆଗକୁ ଅନ୍ୟ ସଦସ୍ୟ ତିଆରି କରିବା ଏବଂ କମ୍ପାନୀର ସାମାନ ବିକ୍ରି କରିବା। ଅଭିଯୋଗ ଅଛି ତି ଯେଉଁ ସାମାନ କମ୍ପାନୀ ଦ୍ୱାରା ଦିଆଯାଉଛି, ସେହି ସାମାନ ସ୍ଥାନୀୟ ମାର୍କେଟରେ ବେଶ କମ୍ ମୂଲ୍ୟରେ ଉପଲବ୍ଧ।

ଏଇଠି କହି ରଖୁଛୁ ଆମୱେ ଏକ ସମ୍ପୂର୍ଣ୍ଣ marketing ସଂସ୍ଥା ଏଥିରେ ଜିନିଷ କିଣିବା ଓ ଅନ୍ୟ ମାନଙ୍କୁ କିଣିବା ର ଲୋଭ ଦେଖାଇ ଚେନ୍ ରେ ଯୋଡିବା କୁ ଅନେକ ସ୍ବପ୍ନ ଦେଖା ଯାଏ। ଦେଶ ଅନେକ ଗ୍ରାହକ ଏଥିରେ ପ୍ରଭାବିତ ହୋଇ ପାରନ୍ତି ବୋଲି କୁହାଯାଉଛି ।

Leave a Comment