ବିଜେଡି ର ଉତ୍ତରାଧିକାରୀ ହେବେ ଓଡ଼ିଆ ଝିଅ ତଥା ପାଣ୍ଡିଆନ ଙ୍କ ପତ୍ନୀ ସୁଜାତା !

ଯଦି ଆପଣ ସୋସିଆଲ ମିଡ଼ିଆ ଖୋଲୁଥିବେ ତେବେ ଅଧିକ ବାଖ୍ୟା କରିବା ଆବଶ୍ୟକ ନାହିଁ I ଟାଇଟଲ ରୁ ହିଁ ଆପଣ ଜାଣିସାରିବେଣି I ଏବେ ସୋସିଆଲ ମିଡିଆରେ ଯେଉଁ ପ୍ରସଙ୍ଗ ଉଠୁଛି ପଡୁଛି ତାହା ହେଉଛି ବିଜେଡି ର ଉତ୍ତରାଧିକାରୀ ଙ୍କୁ ନେଇକି I ସୋସିଆଲ ମିଡିଆରେ ଏବେ ଗୋଟିଏ ଚର୍ଚ୍ଚା ବିଜେଡି ର ଉତ୍ତରାଧିକାରୀ ହେବେ 5T ସଚିବ ଭିକେ ପାଣ୍ଡିଆନ ଙ୍କ ପତ୍ନୀ ସୁଜାତା ପାଣ୍ଡିଆନ I

ଅବଶ୍ୟ ଏନେଇ ବିଧିବଧ ଭାବରେ କୌଣସି ଘୋଷଣା ହୋଇନାହିଁ କିନ୍ତୁ ସୋସିଆଲ ମିଡିଆରେ ପଡୁଛି ଉଠୁଛି I ଅବଶ୍ୟ କିଛି ୱେବ ପୋର୍ଟାଲ ମଧ୍ୟ ଏନେଇ ଖୋଲାଖୋଲି ନିଜ ପୋର୍ଟାଲ ରେ ପ୍ରକାଶ କରିଛନ୍ତି I ତେବେ କଥାର ସତ୍ୟତା କୁ ନେଇ କୌଣସି ପ୍ରତିକ୍ରିୟା ଆସି ନାହିଁ I ଅବଶ୍ୟ ପୂର୍ବରୁ ମଧ୍ୟ କେନ୍ଦ୍ରାପଡା ସାଂସଦ ହେବାନେଇ ସୁଜାତା ପାଣ୍ଡିଆନ ଙ୍କ ନାମ ଜୋରଦାର ଚର୍ଚା ହେଉଥିଲା I

ସୂଚନା ଥାଉ କି ପାଣ୍ଡିଆନ ଙ୍କ ପତ୍ନୀ ସୁଜାତା କାର୍ତିକେୟନ ପାଣ୍ଡିଆନ ଏବେ ମିଶନ ଶକ୍ତି ସଚିବ ଅଛନ୍ତି ଏବଂ 70ଲକ୍ଷ ସ୍ୱୟଂ ସହାୟିକା ସଦସ୍ୟ ତାଙ୍କ ଅଧୀନ ରେ ଅଛନ୍ତି I ସୁଜାତା ଙ୍କ ଘର କେନ୍ଦ୍ରାପଡା I

Leave a Comment