ଷଡ଼ଯନ୍ତ୍ରକାରୀ ର ପରିଚୟ ଦେଇଛନ୍ତି ସସ୍ମିତ ପାତ୍ର : ସାମ୍ବାଦିକ ତଥା ବିଜେଡି ନେତା ସତ୍ୟଜିତ ବିମଳ ମିଶ୍ର

ଦ୍ୱିତୀୟଥର ପାଇଁ ରାଜ୍ୟସଭା କୁ ଯିବେ ସସ୍ମିତ ପାତ୍ର I ଯାହାକୁ ନେଇ ଏବେ ଜୋରଦାର ଚର୍ଚା I ତେବେ ସସ୍ମିତ ଙ୍କ ରାଜ୍ୟସଭା ଟିକେଟ ପରେ ମୁଁହ ଖୋଲିଛନ୍ତି ବିଜେଡି ନେତା ସତ୍ୟଜିତ ବିମଳ ମିଶ୍ର I ସେ ଫେସ୍ବୁକ ପ୍ରୋଫାଇଲ ରେ ଲେଖିଛନ୍ତି କି Dr Sasmit Patra ଇଂରାଜୀରେ ଲେଖନ୍ତି ମଧ୍ୟ। ଆପଣ google ରେ beiman legacy search କରନ୍ତୁ ତାଙ୍କର ଏକ ବିରାଟ article ପାଇବେ। କିନ୍ତୁ ସେ ମାନ୍ୟବର … Read more

ସାବିତ୍ରୀ ଓଷା ରେ ସ୍ୱାମୀ ଏବଂ 3 ବର୍ଷ ର ପୁଅ କୁ ଛାଡି ନୁଆ ସତ୍ୟବାନ ସାଙ୍ଗରେ ସାବିତ୍ରୀ ଫେରାର

ଆଜି ସାବିତ୍ରୀ ଓଷା , ସ୍ୱାମୀ ର ମଙ୍ଗଳ କାମନା କରି ସ୍ତ୍ରୀ ବ୍ରତ ରଖିଥାଏ , କିନ୍ତୁ ସାବିତ୍ରୀ ବ୍ରତ ରେ ସ୍ତ୍ରୀ ନୂଆ ସତ୍ୟବାନ ଙ୍କ ସାଙ୍ଗରେ କୁଆଡେ ଚାଲିଯାଇଛନ୍ତି ଏମିତି ଘଟଣା ଘଟିଛି ପୁରୀ ବଳଙ୍ଗା ରେ I ଏନେଇ ସାବିତ୍ରୀ ଙ୍କ ଶାଶୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ସୂଚନା ଅନୁଯାୟୀ ଘଟଣା ହେଉଛି ପୁରୀ ଜିଲ୍ଲା ବଳଙ୍ଗାରଥାନା ଅନ୍ତର୍ଗତ ବ୍ରାହ୍ମଣଖଣ୍ଡି ଗ୍ରାମର ପ୍ରଭାକର ବେହେରାଙ୍କ ସାନ ବୋହୂ ଯମୁନା … Read more

ସାବିତ୍ରୀ ପାଇଁ ଫଳ କିଣିବାକୁ ଯାଇ ଆଉ ଫେରିଲେନି ସତ୍ୟବାନ

ପତି ପରମେଶ୍ବର ଙ୍କର ଦୀର୍ଘାୟୁ କାମନା କରି ଆଜି ର ଦିନ ରେ ବ୍ରତ ରଖିଥିଲେ ସେ ସାବିତ୍ରୀ । ଭୋଗ ହେବ ପାଇଁ ଫଳ ଆଣିବାକୁ ପଠାଇ ଥିଲେ ହାଟ କୁ । ହେଲେ ସେ କଣ ଜାଣିଥିଲେ ଯେ ତାଙ୍କ ସତ୍ୟବାନ ଆଉ ଫେରିବେନି ବୋଲି । ଏପରି ଘଟଣା ଦେଖିବାକୁ ମିଳିଛି ସତ୍ୟବାଦୀ ବୀରଗୋବିନ୍ଦପୁର ମାଣିକମାଳ ସାହିରେ ।ନବଘନ ଭୋଇ ନାମକ ଜଣେ ବ୍ୟକ୍ତି ବଜାର କୁ ଫଳ ପାଇଁ ଯାଇଥିବା ସମୟ … Read more

ସାବିତ୍ରୀ ପାଳିବାକୁ ଅପେକ୍ଷା କରିଛନ୍ତି ସ୍ତ୍ରୀ ବିଦ୍ୟୁତ ଆଘାତ ରେ ଚାଲିଗଲେ ସତ୍ୟବାନ ଲାଇନମ୍ୟାନ

ରାତି ପାହି ସକାଳ ହେଲା ,ସ୍ତ୍ରୀ ସାବିତ୍ରୀ ପାଳିବେ ବୋଲି ଏବେବି ବି ଆପେକ୍ଷା କରିଛନ୍ତି କିନ୍ତୁ ସତ୍ୟବାନ ଆଉ ଆସିବେନି କାହିଁକିନା ଗତକାଲି ସତ୍ୟବାନ ଙ୍କୁ ଯମ ନେଇଯାଇଛନ୍ତି I ଘଟଣା ଟି ଝାରସୁଗୁଡା ଅନ୍ତର୍ଗତ ବେଲପାହାର ଅଢାପରା ଗ୍ରାମର I ଏହି ଗ୍ରାମର ଜଗଦୀଶ ପଧାନ ନେସ୍କୋ (TPNODL ) ରେ ଲାଇନମ୍ୟାନ ଭାବେ କାର୍ଯ୍ୟରତ ଥିଲେ I ଗତକାଲି ବନ୍ଧବାହାଲ ର ସ୍କୁଲ ପଡ଼ାରେ କାମ କରୁଥିବା ସମୟରେ ଏବି ସୁଇଚ ପରିଚାଳନା … Read more

IAS ରୁ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ;ସୁପର ପାୱାର ପାଣ୍ଡିଆନ I ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା

ଆଜି ସୁପର ପାୱାର ଙ୍କ ଜନ୍ମ ଦିନ I ମାନେ ଓଡିଶା ରାଜନୀତି ର ସୁପର ପାୱାର ଆଇଏଏସ ଭି କେ ପାଣ୍ଡିଆନ ଙ୍କ ଜନ୍ମ ଦିନ I ପାଣ୍ଡିଆନ” ବାସ୍ ଏହି ନାମଟି ହିଁ ଯଥେଷ୍ଟ ,ଓଡ଼ିଶାରେ ଯାହାକୁ ବି ପଚାରିଲେ ତାଙ୍କ ବିଷୟରେ ଅଳ୍ପ ବହୁତ ସମସ୍ତଙ୍କୁ ଜଣାଥିବ I ଓଡ଼ିଶାର ରାଜନୀତି ରେ ସିଧାସଳଖ ସମ୍ପୃକ୍ତ ନଥିଲେ ମଧ୍ୟ ଓଡ଼ିଶାର ରାଜନୀତି ର ଡୋରି ଯେ ତାଙ୍କ ପାଖରେ ଏହା କେହି ବି … Read more

ମୟୁରଭଞ୍ଜ ରେ କଇଁଛ ରୁପରେ ଆବିର୍ଭାବ ହେଲେ ମହାପ୍ରଭୁ ଜଗନ୍ନାଥ ,ଭକ୍ତି ରେ ଲେଖି ଦିଅନ୍ତୁ ଜୟ ଜଗନ୍ନାଥ

10 ଅବତାର ମଧ୍ୟରୁ ପ୍ରଭୁ କଛିମ ଅବତାର ନେଇଥିଲେ ଯାହାକି ସମସ୍ତେ ଜାଣିଛେ ,ତେବେ କଳିଯୁଗ ରେ ସ୍ୱୟଂ ପ୍ରଭୁ କଛିମ ବା କଇଁଛ ବେଶରେ ଦର୍ଶନ ଦେଇଛନ୍ତି I ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ରେ I ଏହି ଜିଲ୍ଲା ଅନ୍ତର୍ଗତ ସାମଖୁଣ୍ଟ ବ୍ଲକ ଅନ୍ତର୍ଗତ ବାହାଦୁରପୁର ରେ ଏଭଳି ଖବର ସାମ୍ନା କୁ ଆସିଛି I ସୂଚନା ଅନୁଯାୟୀ ଏହି ଗ୍ରାମରେ ଦେବକାଳନ୍ଦି ନାମକ ଜଣେ ବ୍ୟକ୍ତି ମାଛ ଧରୁଥିବା ବେଳେ … Read more

ଚଉଠି ରାତିରେ ଧରାପଡିଲା ନୂଆବୋହୁ ର ଅସଲ ଚେହେରା ଲଙ୍ଗଳା କରି ପିଟିଲେ ଗାଁ ଲୋକେ

ଆଜିକାଲି ବାହାଘର କୁ ନେଇ କିଭଳି ଠକେଇ ହେଉଛି ତାହାର ଖବର ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି I ତେବେ ଜଣେ ପୁଅ ଝିଅ ବେଶରେ ସଜେଇ ହେଇ ବିବାହ ପରେ ଶାଶୁଘରେ ଧରାପଡ଼ିବା ଘଟଣା ଏବେ ଭଦ୍ରକ ବାସୁଦେବପୁର ରେ ଚର୍ଚା ହେଉଛି I ସୂଚନା ଅନୁଯାୟୀ ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳର ଜୈନିକ ଯୁବକ ଫେସ୍ବୁକ ରେ ଏଞ୍ଜେଲ ମେଘନା ଙ୍କ ପ୍ରେମରେ ପଡିଯାଇଥିଲା I ଧୀରେ ଧୀରେ ଉଭୟ ପ୍ରେମରେ ଆକର୍ଷିତ … Read more

କନକ ନିଉଜ କୁ ଅନୁଭବ ଲେଖିଲେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ନାମରେ କଳଙ୍କ ଲଗାଅ ନାହିଁ

ବର୍ଷା ଅନୁଭବ ବିବାଦ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ , ଗଣମାଧ୍ୟମ ଉପରେ ବର୍ଷିଛନ୍ତି ଅନୁଭବ I ତେବେ ବିଶେଷ କରି କନକ ନିଉଜ ର ଜଣେ ରିପୋର୍ଟର ଙ୍କ WHATSAPP ଚାଟ ର ସ୍କ୍ରିନ ଷଟ ନେଇ ସୋସିଆଲ ମିଡ଼ିଆ ଫେସବୁକ ରେ ନିଜେ ପୋଷ୍ଟ କରିଛନ୍ତି ଅନୁଭବ I ଲେଖିଛନ୍ତି କି ପ୍ରିୟର Soumya , ତମେ ଗଣମାଧ୍ୟମର ଜଣେ ଭଲ ପ୍ରତିନିଧି ବୋଲି ଭାବିଥିଲି । ହେଲେ ଏମିତି କରିବାକୁ ଟିକେ … Read more

ଟାର୍ଗେଟ ରେ ଅପରାଜିତା ! ଫେସ୍ବୁକ ଇନ୍ସଟା ଆକାଉଣ୍ଟ ହ୍ୟାକ

ଟାର୍ଗେଟ ରେ ଲୋକପ୍ରିୟ ସାଂସଦ ଅପରାଜିତା I ଦିନକୁ ଦିନ ଅପରାଜିତା ଙ୍କ ଲୋକପ୍ରିୟତା ବୃଦ୍ଧି ହେଉଥିବା ବେଳେ ନିକଟରେ ତାଙ୍କୁ Inter Parliamentary Union (IPU) ର Executive କମିଟିରେ ଭାରତ ତରଫରୁ ପାର୍ଥୀ ଭାବେ ମନୋନୀତ କରାଯାଇଛି I ଏହି କମିଟିରେ ମୋଟ 178 ଟି ପାର୍ଲିମେଣ୍ଟ ଅନ୍ତର୍ଭୁକ୍ତ ଥିବା ବେଳେ ବିଭିନ୍ନ ରାଷ୍ଟ୍ରର 15 ଜଣ ସଦସ୍ୟକୁ ନେଇ Executive Committee ଗଠିତ l ଆମ ଦେଶ 1949 ମସିହାରୁ ଏହାର ସଦସ୍ୟ … Read more

ହଟିଲେ ନିରଞ୍ଜନ , ତାରା ସୁର ଙ୍କୁ ପଛରେ ପକାଇ ପିସିସି ସଭାପତି ହେଲେ ନିରଞ୍ଜନ ,କଣ କଂଗ୍ରେସ କୁ ସଜାଡି ପାରିବେ ?

ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ପିସିସି ସଭାପତି ପଦରୁ ନିରଞ୍ଜନ ହଟିବା ସହିତ ଶେଷରେ ଓଡିଶା କଂଗ୍ରେସ ମଙ୍ଗ ଧରିଲେ ଶରତ ପଟ୍ଟନାୟକ I ଶରତଙ୍କୁ ନୂଆ ପିସିସି ଭାବେ ଦାୟିତ୍ଵ ନେଇଛନ୍ତି AICC । ଏନେଇ ଆଜି ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି I ଦ୍ୱିତୀୟ ଥର ପାଇଁ ତାଙ୍କୁ ଏହି ଦାୟିତ୍ୱ ଦେଇଛି କଂଗ୍ରେସ୍‌ । ତେବେ ସଭାପତି ଦୌଡରେ ସବୁଠୁ ଆଗରେ ଥିବା ତାରାପ୍ରସାଦ ବାହିନୀପତି ଏବଂ ସୁର ରାଉତରାୟ … Read more