ଚଉଠି ପୂର୍ବରୁ ସ୍ୱାମୀ କୁ ମାଡ ମାରି ଭିଣେଇ ସାଙ୍ଗରେ ଯାଇଥିବା ନନ୍ଦିନୀ ଖୋଲିଲେ ମୁଁହ ,ପଢନ୍ତୁ କଣ କହିଲେ

ମୁଁହ ଖୋଲିଛନ୍ତି ଭୁବନେଶ୍ୱର ବହୁ ଚର୍ଚିତ ଘଟଣାର ନାୟିକା ନନ୍ଦିନୀ I ୨ଦିନ ତଳେ ନନ୍ଦିନୀ ଙ୍କୁ ନେଇ ବହୁତ ଜୋର ଚର୍ଚା ହେଇଥିଲା I ବାହାଘର ପରଦିନ ସ୍ୱାମୀ ଙ୍କୁ ଲିଙ୍ଗରାଜ ମନ୍ଦିର ଡକାଇ ମାଡ ମାରି ଭିଣେଇ ସାଙ୍ଗରେ ଫେରାର ହେଇଯାଇଥିବା ନନ୍ଦିନୀ ଶେଷରେ ଖୋଲିଲେ ଗୁମର I ଆଜି ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ରଖି ନନ୍ଦିନୀ କହିଛନ୍ତି କି ଏହା ସମ୍ପୁର୍ଣ୍ଣ ମିଛ , ସେ ଜାଣିଶୁଣି ମତେ ବଦନାମ କରୁଛନ୍ତି ,

ବାହାଘର ରାତିରେ ମତେ ହଇରାଣ କଲେ ତା ପରଦିନ ଖାଲି ଭାତ ଆଉ ଆଚାର ଦେଲେ ଖାଇବାକୁ ,ମତେ ମନ୍ଦିର ନେଇଥିଲେ ସେଠାରେ ଦୁର୍ବ୍ୟବହାର କରିବା ସହିତ ଗାଳି ଗୁଲଜ କରିବାରୁ ମୁଁ ଦି ଚାପୁଡ଼ା ଦେଇଥିଲି , ସେଇଟା ଓଲା ଟା ,ଠିକ ସେ କହିପାରୁନି , ମୋ ଶାଶୁ ଙ୍କ କୁ ମନ୍ତ୍ରଣା ରେ ପଡି ଏଭଳି ଗଣାମଧ୍ୟମ ରେ ମତେ ବଦନାମ କରୁଛନ୍ତି I ମୁଁ ଯଦି କାହାକୁ ଭଲପାଇବାର ଥିଲା ତାହେଲେ ଆଗରୁ ପଳେଇ ଥାନ୍ତି ବିବାହ କାହିଁକି କରିଥାନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ନନ୍ଦିନୀ I

ସୂଚନା ଥାଉ କି ନନ୍ଦିନୀ ଙ୍କ ସ୍ୱାମୀ ଗଣମାଧ୍ୟମ ରେ କହିଥିଲେ କି ତାଙ୍କର ଦିନକ ପୂର୍ବରୁ ବିବାହ ହେଇଥିଲା କିନ୍ତୁ ସେହି ବିବାହ ରାତିରେ ତାଙ୍କ ସ୍ତ୍ରୀ ଭିଣେଇ ସହିତ ଭିଡିଓ କଲ ରେ ସମ୍ପୁର୍ଣ୍ଣ ଉଲଗ୍ନ ହେଇ କଥା ହେଉଥିଲେ ଯାହାକୁ ସେ ତାଗିଦ କରିଥିଲେ କିନ୍ତୁ ଏହାକୁ ନେଇ ତାଙ୍କ ସ୍ତ୍ରୀ ଭିଣେଇ ଙ୍କ ସହିତ କଥା ହେଇ ତାଙ୍କୁ ଜୀବନରୁ ହଟାଇଦେବାକୁ ଯୋଜନା କରିଥିଲେ I ପରଦିନ ମନ୍ଦିର ଡକାଇ ଭିଣେଇ ସାହାଯ୍ୟରେ ମାଡ ମାରିଥିଲେ I

Leave a Comment