କାଳବୈଶାଖୀ ମାଡି ଆସୁଛି,ଏହି ଜିଲ୍ଲା ଗୁଡିକ ରେ ହେବ ପ୍ରବଳ ରୁ ଅତି ପ୍ରବଳ ବର୍ଷା,Koraput ରୁ ଭଦ୍ରକ ଯାଏ ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ରୁ ଅତି ପ୍ରବଳ ବର୍ଷା…

ବର୍ଷା ହେବାର ପାଣିପାଗ ତ ହୁଏତ କାଲି ସନ୍ଧ୍ୟା ରୁ ହିଁ ଆପଣ ମାନେ ଦେଖି ପାରୁଥିବେ

ବର୍ତ୍ତମାନ ଆଣ୍ଡାମାନ ସାଗର ଓ ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହା ଫଳରେ ଏହା ଓଡ଼ିଶା ଉପରେ କିଛି ପ୍ରଭାବ ପକାଇ ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି ଏହା ବ୍ୟତୀତ ପାଣିପାଗ ବିଭାଗର କହିବା ଅନୁସାରେ ଆଗାମୀ ସମୟରେ ଅଧିକରୁ ଅଧିକ ସ୍ଥାନରେ ବର୍ଷା ହେବାର ଅନେକ ସମ୍ଭାବନା ରହିଛି ଏହା ବ୍ୟତୀତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ପାରେ ବୋଲି ପାଣିପାଗ ବିଭାଗ ସୂଚିତ କରିଛି।

ସେହି କାରଣରୁ ଲୋକଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପୂର୍ବ ସୂଚନା ଦେଇ ସାରିଛି।ଏହା ବ୍ୟତୀତ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇ ଯିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।ଏହା ବ୍ୟତୀତ ଏହା ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ହେବାର ଅନେକ ସମ୍ଭାବନା ରହି ଅଛି।ତେଣୁ ଲୋକଙ୍କୁ ବିଶେଷ ଭାବରେ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି।ଏହା ବ୍ୟତୀତ ଓଡ଼ିଶାର କେତେକ ସ୍ଥାନରେ ଏହା ବର୍ଷା କରାଇ ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି।ତେବେ ବିଶେଷ ଭାବରେ କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ଵର

ଯାଜପୁର,କେନ୍ଦ୍ରାପଡ଼ା,ଭଦ୍ରକ,ଅନୁଗୁଳ,ଢେଙ୍କାନାଳ,ମାଲକାନଗିରି,କୋରାପୁଟ,ନବରଙ୍ଗପୁର,କଳାହାଣ୍ଡି, କନ୍ଧମାଳ ଓ ଗଜପତି ଏହି ସମସ୍ତ ଜିଲ୍ଲା ମାନଙ୍କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇ ପାରେ।ଏହା ବ୍ୟତୀତ କେନ୍ଦୁଝର,ମୟୂରଭଞ୍ଜ

ବାଲେଶ୍ଵର,ଯାଜପୁର,ଢେଙ୍କାନାଳ, ଭଦ୍ରକ ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ହେବାର ଅନେକ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ଯାହା ଫଳରେ ବର୍ଷା ସମୟରେ ବାହାରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସମସ୍ତଙ୍କୁ ସତର୍କ ସୂଚନା ଜାରି କରା ଯାଇଛି।

ଏହା ବ୍ୟତୀତ ଅଧିକରୁ ଅଧିକ ସ୍ଥାନରେ ଲୋକଙ୍କୁ ସତର୍କ ରହିବା ପାଇଁ କୁହା ଯାଇଛି।ତେବେ ବିଶେଷ ଭାବରେ ଅନେକ ସ୍ଥାନରେ ବର୍ଷା ସହିତ ପ୍ରବଳ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି ଯାହା ଫଳରେ ଲୋକଙ୍କୁ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆ ଯାଇଛି।ଏହି ମୌସୁମୀ ବାୟୁ ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ହେବାର ଅନେକ ସମ୍ଭାବନା ରହିଛି

ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ତେବେ ଏହା ଓଡ଼ିଶାର ଅନେକ ସ୍ଥାନରେ ବର୍ଷା କରିବାର ସମ୍ଭାବନା ରହିଥିଲେ ମଧ୍ୟ ଏହା ବିଶେଷ ଭାବରେ ଅଧିକ ପ୍ରଭାବ ଓଡ଼ିଶା ଉପରେ ପକାଇବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।ତେଣୁ ଅଧିକ ଭୟଭୀତ ନ ହୋଇ କେବଳ ବର୍ଷା କିମ୍ବା ବଜ୍ରପାତ ସମୟରେ ଘରୁ ବାହାରକୁ ନ ଯିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

Leave a Comment