ଟାର୍ଗେଟ ରେ ଅପରାଜିତା ! ଫେସ୍ବୁକ ଇନ୍ସଟା ଆକାଉଣ୍ଟ ହ୍ୟାକ

ଟାର୍ଗେଟ ରେ ଲୋକପ୍ରିୟ ସାଂସଦ ଅପରାଜିତା I ଦିନକୁ ଦିନ ଅପରାଜିତା ଙ୍କ ଲୋକପ୍ରିୟତା ବୃଦ୍ଧି ହେଉଥିବା ବେଳେ ନିକଟରେ ତାଙ୍କୁ Inter Parliamentary Union (IPU) ର Executive କମିଟିରେ ଭାରତ ତରଫରୁ ପାର୍ଥୀ ଭାବେ ମନୋନୀତ କରାଯାଇଛି I ଏହି କମିଟିରେ ମୋଟ 178 ଟି ପାର୍ଲିମେଣ୍ଟ ଅନ୍ତର୍ଭୁକ୍ତ ଥିବା ବେଳେ ବିଭିନ୍ନ ରାଷ୍ଟ୍ରର 15 ଜଣ ସଦସ୍ୟକୁ ନେଇ Executive Committee ଗଠିତ l ଆମ ଦେଶ 1949 ମସିହାରୁ ଏହାର ସଦସ୍ୟ ଭାବେ ରହିଆସିଅଛି l ତେବେ ଅପରାଜିତା ଙ୍କ ଫେସ୍ବୁକ ଆକାଉଣ୍ଟ କୁ କେହି ହ୍ୟାକ କରିଦେଇଛି I

କିଛିଦିନ ତଳେ ଇନ୍ଷ୍ଟଗ୍ରାମ କୁ ମଧ୍ୟ ହ୍ୟାକ କରାଯାଇଥିଲା I ଅପରାଜିତା ଙ୍କ ସୋସିଆଲ ମିଡ଼ିଆ ହ୍ୟାକ ପରେ ଏନେଇ ସେ କଟକ ସାଇବର ସେଲ୍ ରେ ଲିଖିତ ଅଭିଯୋଗ କରିଛନ୍ତି I ତେବେ ଅପରାଜିତା ଙ୍କ ଆକାଉଣ୍ଟ କିଏ ହ୍ୟାକ କଲା ? ଟାର୍ଗେଟ ରେ ଅଛନ୍ତି କି ଅପରାଜିତା ?

1 thought on “ଟାର୍ଗେଟ ରେ ଅପରାଜିତା ! ଫେସ୍ବୁକ ଇନ୍ସଟା ଆକାଉଣ୍ଟ ହ୍ୟାକ”

Leave a Comment