ଚଉଠି ରାତିରେ ଧରାପଡିଲା ନୂଆବୋହୁ ର ଅସଲ ଚେହେରା ଲଙ୍ଗଳା କରି ପିଟିଲେ ଗାଁ ଲୋକେ

ଆଜିକାଲି ବାହାଘର କୁ ନେଇ କିଭଳି ଠକେଇ ହେଉଛି ତାହାର ଖବର ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି I ତେବେ ଜଣେ ପୁଅ ଝିଅ ବେଶରେ ସଜେଇ ହେଇ ବିବାହ ପରେ ଶାଶୁଘରେ ଧରାପଡ଼ିବା ଘଟଣା ଏବେ ଭଦ୍ରକ ବାସୁଦେବପୁର ରେ ଚର୍ଚା ହେଉଛି I ସୂଚନା ଅନୁଯାୟୀ ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳର ଜୈନିକ ଯୁବକ ଫେସ୍ବୁକ ରେ ଏଞ୍ଜେଲ ମେଘନା ଙ୍କ ପ୍ରେମରେ ପଡିଯାଇଥିଲା I

ଧୀରେ ଧୀରେ ଉଭୟ ପ୍ରେମରେ ଆକର୍ଷିତ ହୋଇ ବିବାହ ହେବାକୁ ନିଷ୍ପତି ନେଇଥିଲେ I ବିବାହ ମଧ୍ୟ ସରିଗଲା କିନ୍ତୁ ବିବାହ ପରେ ଶାଶୁଘରେ ନୂଆବଧୂ ମେଘନା ଙ୍କ ଅସଲ ଚେହେରା ସାମ୍ନା କୁ ଆସିଥିଲା I ମେଘନା ଝିଅ ନୁହେଁ ପୁଅ , ଏକଥା ଘରେ ଜାଣିବା ପରେ ଗାଁ ଲୋକ ମିଶିକି ପିଟିଥିଲେ ଏବଂ ଭବିଷ୍ୟତ ରେ ଏଭଳି କାହା ସହିତ ଠକେଇ ନକରିବାକୁ ତାଗିଦ କରି ତା ବାପା ମା ଙ୍କୁ ଡକାଇ ମେଘନା ଓରଫ ମେଘନାଦ କୁ ହସ୍ତାନ୍ତର କରିଥିଲେ I ତେବେ ନୂଆ ବିବାହ କରି କେତେ ସ୍ବପ୍ନ ଦେଖିଥିବା ବିଚରା ସ୍ୱାମୀ ଜଣଙ୍କ ସବୁ ସ୍ବପ୍ନ ଭାଙ୍ଗି ଯାଇଛି I

Leave a Comment