ଡାନି ଙ୍କ ଖୁସି ର ଠିକଣା ନାହିଁ, ଲକ୍ଷ୍ମୀ ହୋଇ ଜନ୍ମ ହେଇଛନ୍ତି ୨ ଝିଅ, ମିଳିଲା ମନ୍ତ୍ରୀପଦ

ପ୍ରିତିରଞ୍ଜନ ଘଡ଼ାଇ ଓରଫ ଡାନି ଙ୍କ ଖୁସି ର ଠିକଣା ନାହିଁ I କିଛିଦିନ ତଳେ ଘଡ଼ାଇ ପରିବାର କୁ ନୂଆ ଅତିଥି ଆସିଥିଲେ I ଝିଲିକ ଙ୍କ ଜନ୍ମ ଦିନରେ ଦୁଇ ଝିଅ ଜନ୍ମ ହେଇଥିଲେ I ବାପା ହେବାପରେ ଖୁସିରେ କୁରୁଳି ଉଠିଥିଲେ ଡାନି ଏବେ ତାଙ୍କ ଖୁସି ଆହୁରି ବଢି ଯାଇଛି I

ଘରକୁ ଲକ୍ଷ୍ମୀ ଭାବରେ ଆସିଛନ୍ତି ଦୁଇ ଝିଅ , ଝିଅ ଆସୁ ଆସୁ ଏବେ ଏବେ ବାପା ହୋଇଥିବା ଡାନି ଏଥରକ ମନ୍ତ୍ରୀ ହେଇଛନ୍ତି I ଗତକାଲି ନବୀନ ଙ୍କ ମନ୍ତ୍ରୀ ମଣ୍ଡଳ ରୁ ସମସ୍ତ ମନ୍ତ୍ରୀ ଇସ୍ତଫା ଦେବାପରେ ନୂଆ ମନ୍ତ୍ରୀମଣ୍ଡଳ ରେ ସ୍ଥାନ ପାଇଛନ୍ତି ପ୍ରିତିରଞ୍ଜନ ଘଡ଼ାଇ ଓରଫ ଡାନି I

Leave a Comment