ଆମେରିକା ର ଏକ ଡାକ୍ତର ଦମ୍ପତି ଜଗନ୍ନାଥ ଙ୍କ ମନ୍ଦିର ନିର୍ମାଣ ପାଇଁ ଏକ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ମନ୍ଦିର ଟି ଯାଜପୁର ର ଜଗତ ପୁର ରେ ହେବ ବୋଲି ଜଣା ପଡିଛି ।
ଭାସ୍କର ଚନ୍ଦ୍ର ନାୟକ ନାମକ ଜଣେ ପ୍ରବାସୀ ଭାରତୀୟ ଏହି ଏକ କୋଟି ଟଙ୍କା ଦାନ କରିଛନ୍ତି । ଭାସ୍କର ଙ୍କ ଜନ୍ମ ଯାଜପୁର ର ବେରୁଡ଼ା ଅଂଚଳ ରେ ହେଇଥିଲା କିନ୍ତୁ ସେ କିଛି ଦିନ ରେ ଯାଇ ଆମେରିକା ରେ ଏକ ନାମୀ ଡାକ୍ତର ଭାବରେ ଭଲ ଖ୍ୟାତି ଅର୍ଜନ କରିଛନ୍ତି ।
ଭାସ୍କର ଟଙ୍କା ପତ୍ନୀ ଇନ୍ଦ୍ରଜିତା ଙ୍କ ସହ ଏବେ ଭୂମି ପୂଜା କରିଛନ୍ତି । ମନ୍ଦିର କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ କୁ ଯାଉଛି ।
କଥା ରେ ଅଛି ” ଯେବେ ଜଗା ର ଡୋରି ଲାଗିବ , କିଛି ବାଧା ବିଘ୍ନ ତୁମକୁ ଅଟକେଇ ପାରିବ ନାହିଁ “