ନବୀନ ଓ ପାଣ୍ଡିୟାନ ଙ୍କ ଇଟାଲୀ ଗସ୍ତ। ୧୦ ବର୍ଷ ପରେ ନବୀନ..

ଦୀର୍ଘ ୧୦ ବର୍ଷ ପରେ ନବୀନ ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି ନିଜ ଅନ୍ତରାଷ୍ଟ୍ରୀୟ ଯାତ୍ରା।

ଶୁଣିବାକୁ ମିଳୁଛି କି ଆଗାମୀ କିଛି ଦିନ ମଧ୍ୟ ରେ ନବୀନ ଇଟାଲୀ ଏବଂ ଆରବିଆନ ଦେଶ ଯାତ୍ରା କରିବାକୁ ଯାଉଛନ୍ତି।

ସାଙ୍ଗ ରେ ରହିବେ ୫ ଟି ସଚିବ ଭି କେ ପାଣ୍ଡିୟନ୍।

ଗତ ଥର ଯେବେ ସେ ବିଦେଶ ଯାଇଥିଲେ 10 ବର୍ଷ ତଳେ ସେବେ ହଠାତ୍ ପ୍ୟାରୀ ଙ୍କ ମିଡ୍ ନାଇଟ ଅପରେସନ ପାଇଁ ତାଙ୍କୁ ସବୁ କାମ ଛାଡି ଫେରି ଆସିବାକୁ ପଡ଼ିଥିଲା।

ତା ପର ଠୁ ଆଉ ବିଦେଶ ଯାତ୍ରା କରି ନାହାନ୍ତି ନବୀନ।

 

ତେବେ ଏହି ଯାତ୍ରା ରେ ନବୀନ ଏକ ବାଣିଜ୍ୟିକ ସଭା ରେ ମୁଖ ଅତିଥି ଭାବରେ ଯୋଗ ଦେବେ ଏବଂ ଅନ୍ୟ କେତେ ବ୍ୟବସାୟିକ ସଭା ରେ ଯୋଗ ଦେବେ ବୋଲି ଜାଣିବାକୁ ମିଳିଛି।

Leave a Comment