ନିଜକୁ ନିଜେ ବାହା ହେଲେ କ୍ଷମା : ଜିଦ ରେ ଅଟଳ

ସମଲିଙ୍ଗୀ ବିବାହ ପରେ ଏବେ ଶୁଣିବାକୁ ମିଳୁଛି ନିଜ ସହ ନିଜେ ବିବାହ ର ଚର୍ଚା
ନିଜକୁ ନିଜେ ବିବାହ କରିବେ ବୋଲି ନିଷ୍ପତି ନେଇ କିଛି ଦିନ ହେବ ବହୁତ ଚର୍ଚା ରେ ଥିଲେ କ୍ଷମା । ଅନେକ ସମାଲୋଚନା , ତର୍କ ମଧ୍ୟ ଚାଲିଥିଲା ଏହି ନେଇ । କିନ୍ତୁ ଏତେ ବିବାଦ ଓ ପରିବାର ପକ୍ଷ ରୁ କିଛି ଅସୁବିଧା ପାଇଁ ଏହି ବିବାଦ ଗୁଡିକ ରୁ ବଂଚିବା ପାଇଁ ପୂର୍ବ ନିର୍ଧାରିତ ତାରିଖ ରୁ ତିନି ଦିନ ଆଗରୁ ନିଜକୁ ନିଜେ ବିବାହ କରିଛନ୍ତି କ୍ଷମା ।

ନିଜେ ବର ଓ ନିଜେ କନିଆଁ ହେଇ ନିଜ ମୁଣ୍ଡ ରେ ସିନ୍ଦୁର ପିନ୍ଧେଇ ଦେଇଛନ୍ତି କ୍ଷମା ।
ବିବାହ ପାଇଁ ବର କନ୍ୟା ବିବାହ ପରି ସାଜ ସଜ୍ଜା ମଧ୍ୟ ଦେଖିବାକୁ ମିଳିଥିଲା ।

ଏହି ବିବାହ କୁ ନେଇ ଆପଣଙ୍କ ମତ କଣ କମେନ୍ଟ ରେ ଜଣାନ୍ତୁ ।

ପ୍ରକାଶ ଥାଉ ଯେ କ୍ଷମା ହେଉଛନ୍ତି ଜଣେ 24 ବର୍ଷୀୟ ମହିଳା ଯାହାଙ୍କ ଘର Vadodara।

ସେ ଏମଏସ ୟୁନିଭରସିଟିରୁ ସମାଜବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି ଏବଂ ବର୍ତ୍ତମାନ ଏକ ଘରୋଇ ଫାର୍ମରେ ଆଉଟସୋର୍ସିଂରେ କାର୍ଯ୍ୟ କରୁଛନ୍ତି ।

Leave a Comment