ଫେସବୁକ୍ ହେଉ ଅଥବା instagram ତାଙ୍କର ‘Aah Ha Ha ha Wah wah wah’ ମିମ୍ ସିନ ବିନା ସବୁ କମେଡି ଭିଡିଓ ଅଧୁରା।
ପାକିସ୍ତାନ ର ଏହି କମେଡି ଅଭିନେତା ଲିଆକତ ଆଉ ନାହାନ୍ତି। ୪୯ ବର୍ଷ ବୟସ ରେ ଇହ ଲୀଳା ସମ୍ଭରଣ କରିଛନ୍ତି ସେ।
ତାଙ୍କର ଲୋକ ପ୍ରିୟତା କେବଳ ପାକିସ୍ତାନ କି ଭାରତ ରେ ସୀମିତ ନ ରହି ମିମ ମାଧ୍ୟମ ରେ ଅନେକ ଦେଶ ରେ ପରିଚିତ ଥିଲେ ସେ।
ବର୍ତମାନ ଟଙ୍କା ମୃତୁ କୁ ନେଇ ତାଙ୍କ ଡ୍ରାଇଭର କୁ ପଚରା ଉଚୁରା କରୁଛି ପୋଲିସ।
ତାଙ୍କ ଘରେ କାମ କରୁଥିବା ଲୋକ ଙ୍କ କହିବା ଅନୁସାରେ ପୂର୍ବ ଦିନ ରାତି ରୁ ତାଙ୍କ ଛାତି ରେ ବହୁତ ଯନ୍ତ୍ରଣା ହେଉଥିଲା
ତେବେ ପ୍ରକାଶ ଥାଉ ଯେ ଲିଆକତ ଜଣେ ଅଭିନେତା ସହ ଜଣେ ରାଜନୀତିଗ୍ନ୍ୟା ସଂସଦ ମଧ୍ୟ ଥିଲେ ।