ଆଜି ଘଣ୍ଟି ବଜାଇବେ ନବୀନ : ମ୍ୟାଚ୍ ଆରମ୍ଭ ର ସଂକେତ ହେବ ଘଣ୍ଟି

ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି 20 ମ୍ୟାଚ୍ କୁ ଉଦ୍ଘାଟନ କରିବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟ ମନ୍ତ୍ରୀ ଘଣ୍ଟି ବଜାଇ ମ୍ୟାଚ୍ ଆରମ୍ଭ କରିବେ ବୋଲି ସମସ୍ତ ପ୍ରସ୍ତୁତି ହୋଇଛି। ଏହି ଘଣ୍ଟି ର ଶବ୍ଦ କୁ ମ୍ୟାଚ୍ ଆରମ୍ଭ ବୋଲି ମନା ଯିବ।

ତେବେ ଘଣ୍ଟି ବଜାଇ ମ୍ୟାଚ୍ ଆରମ୍ଭ କରିବା କଥା ଏଠାରେ ନୂଆ ମୁହଁ।

ଏହି ଐତିହାସିକ ପ୍ରଥା ଲର୍ଡ କ୍ରିକେଟ ଗ୍ରାଉଣ୍ଡ ଏବଂ ଏଡର୍ନ ଗାର୍ଡେନ ରେ ମଧ୍ୟ ରହିଛି। କିନ୍ତୁ ଏହି ଜିନିଷ ବାରବାଟି ରେ ଆଜି ପ୍ରଥମ ଥର ପାଇଁ ହେବାକୁ ଯାଉଚି।

ସେପଟେ ନବୀନ ପଟ୍ଟନାୟକ ଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡା କରା ଯାଇଛି। ମୁଖ୍ୟ ମନ୍ତ୍ରୀ ଙ୍କ ସହ ୫ ଟି ସଚିବ ପାଣ୍ଡିୟନ୍ ମଧ୍ୟ ଷ୍ଟାଡିୟମ୍ ରେ ଉପସ୍ଥିତ ରହିବେ।

Leave a Comment