ଓଡ଼ିଆ ଝିଅ ଦ୍ରୌପଦୀ ଙ୍କୁ ସର୍ବୋଚ୍ଚ ପଦ ରେ ବସାଇବାକୁ ନବୀନ ସମସ୍ତ ବିଧାୟକ ଙ୍କୁ କଲେ ଅନୁରୋଧ

ଆମ ଓଡ଼ିଆ ମୟୂରଭଞ୍ଜ ର ଝିଅ ଦ୍ରୌପଦୀ ମୁର୍ମୁ ଏବେ ଭାରତ ର ସର୍ବୋଚ୍ଚ ପଦବୀ ପାଇଁ ପ୍ରାର୍ଥୀ।

ବିଜେଡି ଦ୍ରୌପଦୀ ଙ୍କୁ ସମ୍ପୂର୍ଣ ସମର୍ଥନ କରି ଆସୁଛି। ଏପରିକି ନବୀନ ଙ୍କ ଏହା ପଛରେ ଅନେକ ଅବଦାନ ଅଛି ବୋଲି ମଧ୍ୟ ଶୁଣିବାକୁ ମିଳିଚି।

ଗତ କାଲି ନବୀନ ଦ୍ରୌପଦୀ ଙ୍କୁ ସମ୍ପୂର୍ଣ ସମର୍ଥନ ଦେବା ସହ ଏକ ଟୁଇଟ କରିଥିଲେ।

ଯେଉଁଥିରେ ସେ ସମସ୍ତ ବିଧାୟକ ଙ୍କୁ ଦ୍ରୌପଦୀ ଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି।

Leave a Comment