ହାତ କାଟିଦେଲେ ବର୍ଷା ସିହଁ ରେ ବାନ୍ଧି ହେଇ ଶେଷରେ ବର୍ଷା ଙ୍କୁ ବିବାହ କରିବାକୁ ରାଜି ହେଲେ ଟୁଙ୍ଗୁରୁ ଭୋଳ

ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଙ୍କ ପ୍ରେମ ଏବେ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ର ମୁଖ୍ୟ ଖବର ପାଲଟିଛି I ଟୁଙ୍ଗୁରୁ ଭୋଳ ଙ୍କ ଟିଆର୍ପି କହିଲେ ନସରେ I ଏପରିକି ୟା ମଧ୍ୟରେ ତାଙ୍କୁ ନେଇ ଗୁଡ଼ାଏ ଆଲବମ ମଧ୍ୟ ନିର୍ମାଣ ହେଇସାରିଲାଣି ନିଜେ ଟୁଙ୍ଗୁରୁ ଭୋଳ ବି ହିରୋ ଭୂମିକା ରେ ଅଭିନୟ କରି ସାରିଲେଣି I ତେବେ ବର୍ଷା ତାଙ୍କୁ ଫସେଇ ବେଇଜତ କରିଥିବା ନେଇ ଟୁଙ୍ଗୁରୁ ଭୋଳ ସୋସିଆଲ ମିଡିଆରେ ଏପରିକି ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିଥିଲେ i ବର୍ଷା ଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ , ଏପଟେ କିନ୍ତୁ ଟୁଙ୍ଗୁରୁ ଭୋଳ ଙ୍କ ହିରୋ ହେବାପରେ ବର୍ଷା ନିଜ ହାତ କାଟିଦେଇଛନ୍ତି I

Tunguru

ଟୁଙ୍ଗୁରୁ ଭୋଳ ଙ୍କ ବିନା ବଞ୍ଚିବା ତାଙ୍କ ପକ୍ଷେ ସମ୍ଭବ ହେଉନି I ନିକଟରେ ଏକ ୱେବ ଚାନେଲ ରେ ଏନେଇ ଖୁଲାସା ହେବାବେଳେ ବର୍ଷା ଟୁଙ୍ଗୁରୁ ଭୋଳ ଙ୍କୁ କଲ କରିଛନ୍ତି ଏବଂ ସବୁ ସତ ମାନିଛି ଟୁଙ୍ଗୁରୁ ଭୋଳ I ବର୍ଷା ବିନା ସେ ବଞ୍ଚିପାରିବ ନାହିଁ , ବର୍ଷା କେବଳ ଟୁଙ୍ଗୁରୁ ଭୋଳ ର I ବର୍ଷା ଙ୍କ ହାତ କଟିଯିବା ଘଟଣାରେ ଟୁଙ୍ଗୁରୁ ଭୋଳ କହିଛି କି ତୁ ହାତ କାଟିଦେଲେ ମୁଁ ଦେହର ସବୁ ଶିର କାଟିଦେବି ,ତୋ ବିନା ମରିଯିବି I

ଏପଟେ ବର୍ଷା କହୁଛନ୍ତି କି ତୁମେ ମତେ ଛାଡି କେତେ ସୁନ୍ଦର ଭାବରେ ରହି ପାରୁଛନ୍ତି। ତୁମେ ତ ଏଞ୍ଜୟ୍ କରୁଛ କଥା ଦେଇ କଥା ରଖୁନ। ଫିଲ୍ମ କଲଣି ଆଉ ମୁଁ କଣ କରିବି I ଟୁଙ୍ଗୁରୁ ଭୋଳ ବର୍ଷା ଙ୍କୁ କହୁଛନ୍ତି ହାତରୁ ଯେତିକି ରକ୍ତ ଯାଇଛି ନା ତୋ ପ୍ରାଣ ହଜାଇ ଦେବି।ପାଖକୁ ଯଦି ଆସିବୁ ତାହେଲେ ବହୁତ ବାଡେଇବେ ବୋଲି ,ଯଦି ସେ ଦେଖିବେ କିଛି କାଟିଛନ୍ତି ତାହେଲେ ସେହିଦିନ ଟୁଙ୍ଗୁରୁ ଭୋଳ ଙ୍କ ମଲା ମୁହଁ ଦେଖିବୁ ବୋଲି କହିଲେ।

ବର୍ଷା କହିଲେ ଆଉ କାହା ପାଇଁ ବଞ୍ଚିବି ଯାହାର ହାତ ଧରିଥିଲି ସେ ତ ମତେ ଛାଡ଼ିଦେଲେ।ଏହାଶୁଣି ଟୁଙ୍ଗୁରୁ ଭୋଳ କହିଥିଲେ ତୁ ମୋ ପାଇଁ ବଞ୍ଚିବୁ। ବର୍ଷା କେବଳ ଟୁଙ୍ଗୁରୁ ଭୋଳ ର I ଆମେ ଏମିତି ବିବାହ କରିବା ଓଡିଶା ଦେଖିବ I ତେବେ କଥା ଉଠୁଛି ବର୍ଷା ଙ୍କୁ ଯଦି ଏତେ ଭଲ ପାଉଛନ୍ତି ଟୁଙ୍ଗୁରୁ ଭୋଳ, କାମେରା ଆଗରେ ଏଭଳି ମିଛ କାହିଁକି କହିଲେ ?

Leave a Comment