ଆଶା ର ଆଲୋକ ରେ ହେବ ସମାଧାନ ! ପଢନ୍ତୁ କଣ କହିଲେ ସମାଜସେବୀ ଶୁଭଶ୍ରୀ ଦାସ

ବାବୁଶାନ -ପ୍ରକୃତି -ତୃପ୍ତି ବିବାଦ ଏବେ ଗଣମାଧ୍ୟମ ଠାରୁ ଆରମ୍ଭ କରି ଓଡିଶା ମାର୍କେଟ ରେ ପୁରା ଚହଳ ପକାଇଛି I ବାବୁଶାନ ତୃପ୍ତି ଘଟଣା କେଉଁ ମୋଡ ନେବ ଏବେ ସମସ୍ତଙ୍କ ନଜର ରହିଛି I ଗତକାଲି ବାବୁଶାନ ଙ୍କ ଜନ୍ମଦିନ ଥିବାବେଳେ ଶଶୁର ଲଳିତ ଶତପଥୀ ବାବୁଶାନ ଙ୍କ ଘରେ ପହଂଚି ଶୁଭେଚ୍ଛା ଜଣାଇଛନ୍ତି କିନ୍ତୁ ଏବେବି ରାଗିକି ଅଛନ୍ତି ପତ୍ନୀ ତୃପ୍ତି I ତେବେ ପରିବାର ଲୋକଙ୍କ ସୂଚନାନୁଯାୟୀ ଉଭୟ ପରିବାର ଙ୍କ … Read more

ସୋଦୁଛନ୍ତି ପୁଣି ମିଲିଅନରେ ଏମିତି ଖବର ଦେଖୁଛନ୍ତି ବୋଲି ଆମେ ଗଣମାଧ୍ୟମ ଦେଖାଉଛୁ -ମନୋରଞ୍ଜନ ମିଶ୍ର

ଗଣମାଧ୍ୟମ ର ଖବର ପ୍ରସାରଣ କୁ ନେଇ ଏବେ ସାଧାରଣ ଦର୍ଶକ ପ୍ରଶ୍ନ ଉଠାଇବାରେ ଲାଗିଲେଣି I ବର୍ଷା ଟୁଁଗୁରୁ ହେଉ କି ଏବେର ବାବୁଶାନ ପ୍ରକୃତି, ମିଡ଼ିଆ ଯେଉଁଭଳି ଭାବରେ ଦିନରାତି ଏକ କରି ଏଭଳି ଖବର କୁ ଅତ୍ୟଧିକ ଗୁରୁତର ସହିତ ଘଣ୍ଟା ଘଣ୍ଟା ଲାଇଭ କରୁଛନ୍ତି ସାଧାରଣ ପବ୍ଲିକ ଏହାକୁ ନେଇ ଶୋଧିବା ଆରମ୍ଭ କରିଦେଲେଣି I ତେବେ ପବ୍ଲିକ ଙ୍କ ଗାଳି ରୁ ବଂଚିବା ପାଇଁ ନିଜକୁ ସଫେଇ ଦେଇ କନକ … Read more

ମିଡ଼ିଆ ଟିଆର୍ପି ପାଇଁ ଘର ଭାଙ୍ଗୁଛି , ସୁଯୋଗ ଦେଖି ଲୁଂଘି ଭିତରେ ମହୁମାଛି ଭର୍ତି କରୁଛି -ଗୁଲୁଆ

ବାବୁଶାନ ପ୍ରକୃତି ଘଟଣାରେ ଲଗାତାର ସପ୍ତାହ ଧରି କେବଳ ଲାଇଭ କରିଆସୁଥିବା ଗଣମାଧ୍ୟମ କୁ ନେଇ ମୁଁହ ଖୋଲିଛନ୍ତି କମେଡିଆନ ଗୁଲୁଆ I ଏକ ସାକ୍ଷାତକାର ରେ ସେ କହିଛନ୍ତି କି ମୁଁ ଆଜ୍ଞା ଏତେବଡ ଲୋକ ନୁହେଁ ଯେ ପ୍ରକୃତି ମିଶ୍ର ଏବଂ ସୁପରଷ୍ଟାର ବାବୁଶାନ ଙ୍କ ଉପରେ ଟିପ୍ପଣୀ ରଖିବି I ତେବେ ମିଡ଼ିଆ ଘଟଣା କୁ ଅତି ରଂଜିତ କରି 20 ପ୍ରକାର ଖବର କରି ଟିଆର୍ପି ପାଇଁ ଘରକୁ ଯୋଡିବା ବଦଳରେ … Read more

ବାବୁଶାନ ଙ୍କୁ ଜନ୍ମଦିନ ଶୁଭେଛା ଜଣାଇ ଏମିତି ଲେଖିଲେ ଭଉଣୀ ତୃପ୍ତି

ଆଜି ବାବୁଶାନ ଙ୍କ ଜନ୍ମ ଦିନ ରେ ତାଙ୍କୁ ଶୁଭେଛା ଜଣାଇବା ସହ ଏପରି ଲେଖିଛନ୍ତି ଭଉଣୀ ତୃପ୍ତି । ବାବୁସାନ ଙ୍କ ଭଉଣୀ ଙ୍କ ନାମ ମଧ୍ୟ ତୃପ୍ତି ଅଟେ । ଏମୁମ୍ବାଇରେ ରହୁଥିବା ଭଉଣୀ ତୃପ୍ତି ଭାଇ ବାବୁସାନ ସହିତ ଉଠାଇଥିବା ଦୁଇଟି ଫଟୋ ମଧ୍ୟ ଦେଇଛନ୍ତି । ଏବଂ ଲେଖିଛନ୍ତି ଯେ ହାପି birthday ଟୋକା ଭଗବାନ ତୋତେ ବୁଦ୍ଧି ଦିଅନ୍ତୁ ଏବଂ ଭୁତ ପିଶାଚୀନୀ ମାନଙ୍କୁ ଠୁ ଦୁରେଇ ଦିଅନ୍ତୁ । … Read more

ସାମ୍ନା କୁ ଆସିଲା ବାବୁଶାନ ପ୍ରକୃତି ଙ୍କ ଅଡିଓ , କଷ୍ଟ ସହି ପାରୁନି ତୁ ବୁଝିପାରିବୁନି ଆଈ ଲଭ ୟୁ

ବାବୁଶାନ ପ୍ରକୃତି ଙ୍କୁ ନେଇ ଓଡିଶା ପଡୁଛି ଉଠୁଛି , ବାବୁଶାନ ଚେନ୍ନାଇ ରୁ ଆସି ଘରେ ବିଶ୍ରାମ ନେଉଥିବା ବେଳେ ,ଦୁଇଦିନ ପରେ ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି I ଏପଟେ ବାବୁଶାନ ପ୍ରକୃତି ଙ୍କ ଏକ ଅଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ଯେଉଁଥିରେ ପ୍ରକୃତି ଙ୍କ ସ୍ୱର ରେ ଶୁଭାଯାଉଛି କାନ୍ଦୁଛନ୍ତି ଏବଂ କହୁଛନ୍ତି ବହୁତ କଷ୍ଟ ହେଉଛି ବାବୁଶାନ ଙ୍କ ସ୍ୱର : ସବୁବେଳେ ତୋର … Read more

ବିବାହ ବନ୍ଧନରେ ବାନ୍ଧିହେବେ ସଂସ୍କାରି ଝିଅ ପ୍ରକୃତି

ବାବୁଶାନ ପ୍ରକୃତି ଙ୍କ ବିବାଦ ଏବେ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ର ମୁଖ୍ୟ ଶିରୋନାମା ପାଲଟିଛି I ଦିନକୁ ଦିନ ସୋସିଆଲ ମିଡିଆରେ ନିଜର କ୍ରେଜ୍ ହରାଉଛନ୍ତି ପ୍ରକୃତି ମିଶ୍ର I ସେ ସଂସ୍କାରି ଘର ଝିଅ ଏବଂ ତାଙ୍କର ବହୁତ ନାଁ ଅଛି , ସେ ନିଜେ ଗୋଟେ ବ୍ରାଣ୍ଡ ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚନା ର ଶିକାର ହେଉଛନ୍ତି ପ୍ରକୃତି I ପ୍ରକୃତି ଙ୍କୁ ଶୀଘ୍ର ବିବାହ କରେଇଦେବାକୁ … Read more

ପ୍ରକୃତିଙ୍କ ସପକ୍ଷରେ ବାହାରିଲେ ଅଭିନେତା ଚିନ୍ମୟ ମିଶ୍ର କହିଲେ ସେ ଜାତୀୟ ସ୍ତର ରେ ପୁରସ୍କାର ପାଇଛନ୍ତି

ବିବାଦ ଘେର ରେ ପ୍ରକୃତି ମିଶ୍ର ରହିଥିବା ବେଳେ ବିଜ୍ଞାପନ କମ୍ପାନୀ ତନିଷ୍କ ତାଙ୍କୁ ବିଜ୍ଞାପନ ରୁ ହଟେଇ ଦେଇଛି I ପ୍ରକୃତି ଙ୍କୁ ସବୁ ମହଲ ରୁ ତୀବ୍ର ସମାଲୋଚନା କରାଯାଉଛି I ଏପରି କ୍ଷେତ୍ରରେ ପ୍ରକୃତି ଙ୍କ ସପକ୍ଷରେ ବାହାରିଛନ୍ତି ଅଭିନେତା ଚିନ୍ମୟ ମିଶ୍ର I ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି କି ମୁଁ କେବଳ କହିବାକୁ ଚାହେଁ, ସାମାନ୍ୟ ଉତ୍ତେଜନା ଉପରେ ଆମେ କେତେଥର ଲୋକଙ୍କ ସ୍ୱପ୍ନ, … Read more

କ୍ୟାନସର ସଂଘର୍ଷ ସହ ମଧ୍ୟ ଆଇଏସ୍‌ସି ଦ୍ବାଦଶ ଶ୍ରେଣୀ ପରୀକ୍ଷା ରେ ରଖିଲେ ୯୭.୭୫% ନମ୍ବର

ଦୃଢ ମନୋବଳ ଆଗରେ ହାର ମାନି ଯାଇଛି କ୍ୟାନ୍ସର ପରି ମାରାତ୍ମକ ରୋଗ । କ୍ୟାନ୍ସର ର ନା ଶୁଣିଲେ ପ୍ରାୟତ ଲୋକ ମାନେ ହାର ମାନି ଯାନ୍ତି । ଜୀବନ କୁ ତୁଚ୍ଛ ମନେ କରି କୌଣସି କାମ କରନ୍ତି ନାହିଁ । କିନ୍ତୁ ପ୍ରତିମା ଅନନ୍ୟ । ରବିବାର ଦିନ ଆଇଏସ୍‌ସି ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଛାତ୍ରୀ ପ୍ରତିମା ତିୱାରୀ ଏହି ପରୀକ୍ଷାରେ ୯୭.୭୫ ପ୍ରତିଶତ … Read more

ପ୍ରକୃତି ମିଶ୍ରଙ୍କ ମା ଙ୍କୁ ଗାଳିଦେଲେ ଟୁଁଙ୍ଗୁରୁ ଭୋଳ , ପଢନ୍ତୁ କଣ କହିଲେ

ବାବୁଶାନ -ପ୍ରକୃତି ମିଶ୍ର ବିବାଦ ଏବେ ଦାଣ୍ଡରେ ପଡି ହାଟ ରେ ଗଡୁଥିବା ବେଳେ ,ଦୁଇ ପରିବାର ସମାଲୋଚନା ର ଶିକାର ହେଉଛନ୍ତି I ତେବେ ଅପରାଜିତା ଏବଂ ଉତ୍ତମ ନିଜ ପୁଅର ଦୋଷ ସ୍ୱୀକାର କରି ସେ ସୁଧୁରିଯିବାକୁ କହି ବୋହୁ ସହିତ ଛିଡା ହେଇଥିବାରୁ ଲୋକଙ୍କ ଅନୁକମ୍ପା ମହାନ୍ତି ପରିବାର କୁ ମିଳିଛି I ଲୋକେ ତାଙ୍କ ଦୁଃଖରେ ଦୁଖୀ ହେଇ ଆଶ୍ଵଶନା ଦେଉଛନ୍ତି ଏପଟେ କିନ୍ତୁ ପ୍ରକୃତି ଏବଂ ତାଙ୍କ ପରିବାର ଲୋକଙ୍କ … Read more

ବୁଝେଇଦେଲେ ଅପରାଜିତା ,ପତ୍ନୀ ତୃପ୍ତି ଙ୍କୁ ଫୋନ କରି ଭୁଲ୍ ମାଗିଲେ ବାବୁଶାନ

ସବୁ ବିବାଦ ର ଘଟିଛି ଅନ୍ତ ,ପ୍ରକୃତି ମିଶ୍ର ଏବଂ ବାବୁଶାନ ନିଜ ନିଜ ଘରକୁ ଫେରି ଆସିଛନ୍ତି I ବାବୁଶାନ ଙ୍କ ପ୍ରତିକ୍ରିୟା କୁ ସମସ୍ତେ ଚାହିଁ ରହିଥିବା ବେଳେ ଗଣମାଧ୍ୟମ ସାମ୍ନା ରେ ମା ଅପରାଜିତା ପ୍ରତିକ୍ରିୟା ରଖିଥିଲେ କି ସେ ଏବେ ଅସୁସ୍ଥ , ବିଶ୍ରାମ ନେବାପରେ ନିଜେ ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିବ I ତେବେ ଗତକାଲି ବାବୁଶାନ ଘରେ ପହଁଚିବା ପରେ ମା ଙ୍କୁ ଦେଖି ନିଜର ଲୁହ ସମ୍ଭାଳି … Read more