ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ବାବୁଶାନ ଙ୍କ ଏକ ଅଡିଓ I ନିକଟରେ ବିଦ୍ୟାରାଣ ମୁକ୍ତିଲାଭ କରିଥିବା ବେଳେ ବ୍ରହ୍ମପୁର ରେ ଏହି ଫିଲ୍ମ କୁ ରିଲିଜ କରେଇ ନାହାନ୍ତି ହଲ ମାଲିକ ଯେଉଁଥିପାଇଁ ଜଣେ ଫ୍ୟାନ ବାବୁ ଶାନ ଙ୍କୁ କଲ କରି କହିଛନ୍ତି କି ଭାଇ ଏଠି ଫିଲ୍ମ ରିଲିଜ କରେଇ ନାହାନ୍ତି ହଲ ମାଲିକ I ଯେଉଁଥିରେ ବାବୁଶାନ ରାଗିଯାଇ କହୁଛନ୍ତି କି ତୁ କେତେ ପିଲା ଆଣିପାରିବୁ ? ସେପଟେ ପିଲା ଜଣଙ୍କ କହୁଛନ୍ତି 50 ,
ଏହାପରେ ବାବୁଶାନ କହୁଛନ୍ତି ହଉ ଆସ ମୁଁ ରାକା କୁ କହୁଛି 50 ପିଲା ଠିକ କରିବ , ତା ହଲ ଭାଙ୍ଗିଦେବା I ଭାଇ ର ଫିଲ୍ମ ପଡିବ ସେ ରିଲିଜ କରିବନି ? ଫ୍ୟାନ ଜଣଙ୍କ କହୁଛନ୍ତି କି ଭାଇ ଗୌତମ ହଲ୍ ର ମାଲିକ ସହ କଥା ହୋଇଥିଲେ କିନ୍ତୁ ସେ ବି ହିନ୍ଦୀ ଫିଲ୍ମ ପଡିଛି କହି ଓଡିଆ ଫିଲ୍ମ ପକେଇବା ପାଇଁ ମନା କରୁଛି I ଯାହା ଶୁଣି ରାଗି ଯାଇଛନ୍ତି ବାବୁଶାନ I
ତେବେ ଭାଇରଲ ହେଉଥିବା ଏହି ସ୍ୱର ଯଦିଓ ବାବୁଶାନ ଙ୍କ ସହିତ ମିଶିଯାଉଛି ତେବେ ଏନେଇ କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି ବାବୁସାନ I ଯଦି ସତ ହୋଇଥାଏ ତେବେ କଣ ଫ୍ୟାନ ଜଣଙ୍କ ବାବୁ ଙ୍କ ସହିତ କଥା ହେଇ ଶେଷରେ ଫସେଇ ଦେଲେ ? ନା ବାବୁ ଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର ହେଉଛି ?